Latest Odisha News

BREAKING NEWS

Browsing Tag

Ganjam Corona

ଗଞ୍ଜାମ ଜିଲ୍ଲାରେ ଡୋର୍ ଟୁ ଡୋର୍ ଅକ୍ସିଜେନ୍ ଚେକିଂ ସର୍ଭେ ଆରମ୍ଭ

ବ୍ରହ୍ମପୁର: କରୋନା ସଂକ୍ରମଣରେ ବ୍ରେକ ଲଗାଇବା ଓ ମହାମାରୀ ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ତତ୍ପରତା । ଆଜିଠୁ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ଅକ୍ସିଜେନ୍ ଚେକିଂ ସର୍ଭେ କାମ । ଅକ୍ସିମିଟର ଜରିଆରେ ଘରକୁ ଘର ଯାଉଛନ୍ତି ଆଶା କର୍ମୀ । ଲୋକଙ୍କୁ ଅକ୍ସିଜେନ୍ ଲେଭଲ୍ ଯାଞ୍ଚ କରୁଛନ୍ତି…

କରୋନାକୁ କାବୁ ପାଉଛି ଗଞ୍ଜାମ, ସୁସ୍ଥ ହେଲେଣି ୯୦% ଆକ୍ରାନ୍ତ

ଗଞ୍ଜାମ: ରାଜ୍ୟରେ କରୋନାର ସଂକ୍ରମିତ ଜିଲ୍ଲା ଗଞ୍ଜାମ । ୧୮ ହଜାର ୬୯ ଜଣ ଆକ୍ରାନ୍ତ ହୋଇଛନ୍ତି । ଦ୍ରୁତଗତିରେ ବଢ଼ିଥିଲା ସଂକ୍ରମଣ । ସେହି ଅନୁପାତରେ ଆକ୍ରାନ୍ତ ସୁସ୍ଥ ବି ହୋଇଛନ୍ତି । ଏବେ ଗଞ୍ଜାମରେ ନିୟନ୍ତ୍ରଣକୁ ଆସୁଛି ବେକାବୁ କରୋନା । ଗଞ୍ଜାମରେ ୯୦% ଆକ୍ରାନ୍ତ ସୁସ୍ଥ ଗଞ୍ଜାମ…

ଖୋର୍ଦ୍ଧାରେ ମାଡୁଛି, ଗଞ୍ଜାମରେ ଖସୁଛି: ଜାଣନ୍ତୁ ରେଡହଟ୍ ଜିଲ୍ଲାର କୋଭିଡ୍ ଷ୍ଟାଟସ୍

ଭୁବନେଶ୍ୱର: ଗଞ୍ଜାମ ପରେ କରୋନାର ରେଡ ହଟ୍ ଜିଲ୍ଲା ପାଲଟିଛି ଖୋର୍ଦ୍ଧା । ସଂକ୍ରମିତଙ୍କ ସଂଖ୍ୟା ବଢୁଛି । କିନ୍ତୁ ଗଞ୍ଜାମରେ କମୁଛି ପଜିଟିଭ୍ କେସ । ଖୋର୍ଦ୍ଧାରେ ଆକ୍ଟିଭ୍ କେସ୍ ବଢୁଥିବା ବେଳେ ଗଞ୍ଜାମରେ ସୁସ୍ଥତା ହାର ବଢୁଛି । ଗତ ୨୪ ଘଣ୍ଟାରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୦…

ବନ୍ଦ ରହିବ ଗଞ୍ଜାମ ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ ପଥ

ଗଞ୍ଜାମ: ଚଳିତ ସପ୍ତାହରେ ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ କମୁଛି । ଜିଲ୍ଲାବାସୀ କୋଭିଡ୍ କଟକଣାକୁ ମାନୁଥିବାରୁ ପଜିଟିଭ୍ ସଂଖ୍ୟା ହ୍ରାସ ପାଉଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ପ୍ରବେଶ ଓ ପ୍ରସ୍ଥାନ ପଥ ବନ୍ଦ ରହିବ । ଏହି ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ…

ଗଞ୍ଜାମ ଜିଲ୍ଲାର ଦୋକାନୀଙ୍କ ପାଇଁ ପଞ୍ଚ ସୂତ୍ରୀ ନିୟମ

ଗଞ୍ଜାମ: ଗଞ୍ଜାମ ଜିଲ୍ଲାରେ କରୋନା ବେକାବୁ । ମାଡ଼ି ମାଡ଼ି ଚାଲିଥିବା ବେଳେ ମୁକାବିଲା ପାଇଁ କୋଭଡ୍ କଟକଣାକୁ କଡ଼ାକଡ଼ି କରିବା ସହ ଜନସଚେତନତାକୁ ଗୁରୁତ୍ୱ ଦେଉଛି ଜିଲ୍ଲା ପ୍ରଶାସନ । ଏବେ ଗଞ୍ଜାମ ଜିଲ୍ଲାରେ ଦୋକାନୀଙ୍କ ପାଇଁ ପଞ୍ଚ ସୂତ୍ରୀ ନିୟମ ଜାରି କରାଯାଇଛି । ଦୋକାନ ଆଗରେ ଡବଲ୍…

ଗଞ୍ଜାମ ଜିଲ୍ଲାରେ ପାଞ୍ଚ ହଜାର ମୁହାଁ କରୋନା କେସ୍

ଗଞ୍ଜାମ: ଗତ ୨୪ ଘଣ୍ଟାରେ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୪୬ ନୂଆ କରୋନା ଆକ୍ରାନ୍ତ । ଏମାନଙ୍କ ଭିତରେ ୩୭ ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । ରାଜ୍ୟ ବାହାରରୁ ୩ ଜଣ ଫେରିଥିବା ବେଳେ ଅନ୍ୟ ୨୦୬ଟି ଲୋକାଲ୍ କଣ୍ଟାକ୍ଟ କେସ୍ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ୩୭…

ଚିନ୍ତା ବଢ଼ାଉଛନ୍ତି ଜି-କେ-ଜେ ଜିଲ୍ଲା

ଭୁବନେଶ୍ୱର: ରାଜ୍ୟରେ କରୋନାର ଲମ୍ବା ଡିଆଁ । ପ୍ରତିଦିନ ପାଞ୍ଚ ଶହ ଉପରେ ପଜିଟିଭ କେସ ଆସୁଛି । ଉପକୂଳ ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲା ଏବେ ଟେନସନ୍ । ବିଶେଷ କରି ଜି-ଜେ-କେ ଜିଲ୍ଲା ମୁଣ୍ଡ ବିନ୍ଧାର କାରଣ ହୋଇଛନ୍ତି । ଜି-ଗଞ୍ଜାମ, ଜେ-ଯାଜପୁର ଓ କେ-ଖୋର୍ଦ୍ଧା । ରାଜ୍ୟର ମୋଟ୍ ଆକ୍ରାନ୍ତଙ୍କ…

ଗଞ୍ଜାମରେ କରୋନା ନେଇଛି ୩୦ ମୁଣ୍ଡ, ସାତ ଦିନରେ କେବଳ ୧୭

ଗଞ୍ଜାମ: ଜିଲ୍ଲାରେ ପ୍ରତିଦିନ ମୁଣ୍ଡ ନେଉଛି କରୋନା । ଜୁଲାଇରେ ବଢୁଛି ସଂକ୍ରମଣ । ତାସହ ମୃତ୍ୟୁ ସଂଖ୍ୟା ବି ବଢୁଛି । ଜିଲ୍ଲାରେ ଏଯାଏଁ ୩୦ ମୁଣ୍ଡ ନେଲାଣି ପ୍ରାଣଘାତୀ ଭାଇରସ୍ । କିନ୍ତୁ ଚିନ୍ତାଜନକ ପ୍ରସଙ୍ଗ ହେଉଛି ଏଯାଏଁ ଯେତିକି ମଲେଣି ତାଭିତରୁ କେବଳ ୧୭ ଜଣ ଚଳିତ ମାସରେ (ଜୁଲାଇ)…

ଆଜିଠୁ ଗଞ୍ଜାମ ଜିଲ୍ଲାର ସହରାଞ୍ଚଳରେ ଡୋର୍ ଟୁ ଡୋର୍ ସ୍କ୍ରିନିଂ

ଗଞ୍ଜାମ: ଜିଲ୍ଲାରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ମୁକିବାଲା ପାଇଁ କଟକଣାକୁ କଡ଼ାକଡ଼ି କରିଛି ପ୍ରଶାସନ । ସେହିପରି ସ୍ୱାସ୍ଥ୍ୟ ପରୀକ୍ଷାକୁ ବି ଗୁରୁତ୍ୱ ଦିଆଯାଉଛି । ଆଜିଠୁ ଜିଲ୍ଲାର ସହରାଞ୍ଚଳରେ ଆରମ୍ଭ ହେବ ଡୋର୍ ଟୁ ଡୋର୍ ସ୍କ୍ରିନିଂ । ସ୍ୱାସ୍ଥ୍ୟ ବିଭାଗର ଟିମ୍ ଘରକୁ ଘର…

କରୋନା ମୁକାବିଲା ପାଇଁ ଗଞ୍ଜାମ ଗଲେ ୪ ପୋଲିସ ଅଧିକାରୀ

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାରେ କରୋନା ସ୍ଥିତି ସାଂଘାତିକ ହେଉଛି । ଗତ ୪୮ ଘଣ୍ଟା ଭିତରେ ପ୍ରାୟ ୫ ଶହ ନୂଆ ଆକ୍ରାନ୍ତ ଚିହ୍ନଟ ହେଲେଣି । ମୁକାବିଲା ପାଇଁ ଗଞ୍ଜାମ ଯାଇଛନ୍ତି ଚାରି ଜଣ ପୋଲିସ ଅଧିକାରୀ । ଚାରି ଜଣ ଯୁବ ଡିଏସପିଙ୍କୁ ପଠାଯାଇଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୋଲିସ ଡିଜି…