Latest Odisha News

BREAKING NEWS

Browsing Tag

Ganjam

ପ୍ରେମିକ ସାଜିଲା ପିଶାଚ: ପ୍ରେମିକାକୁ ଜୀଅନ୍ତା ଜାଳିଦେଲା

ଗଞ୍ଜାମ: ପ୍ରେମିକ ସାଜିଲା ପିଶାଚ । ଯାହାକୁ ଭଲ ପାଉଥିଲା ତାକୁ ପୋଡ଼ି ମାରି ଦେଲା । ଯୁବତୀଙ୍କୁ ଜୀଅନ୍ତା ଜାଳି ଦେଇଥିବା ଅଭିଯୋଗ । ଏଭଳି ବାଭତ୍ସ ଓ ହୃଦୟବିଦାରକ ଘଟଣା ସାମନାକୁ ଆସିଛି ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରୁ । ଚିକିତ୍ସାଧୀନ ଅବସ୍ଥାରେ ଯୁବତୀଙ୍କର ମୃତ୍ୟୁ ହୋଇଛି । ଅଭିଯୋଗ…

କରୋନାରେ ଆଖି ବୁଜିଲେ ଆଉ ଜଣେ ସାମ୍ବାଦିକ, ଦ୍ୱିତୀୟ ଲହରରେ ଗଲାଣି ୨୫ ଯୋଦ୍ଧାଙ୍କ ଜୀବନ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଥମୁ ନଥିବା ବେଳେ ସମ୍ମୁଖ ଯୋଦ୍ଧା ପ୍ରାଣ ହରାଉଛନ୍ତି । ଆଜି ଗୋଟିଏ ଦିନରେ କରୋନାରେ ଆଖି ବୁଜିଛନ୍ତି ତିନି ତିନି ଜଣ ସାମ୍ବାଦିକ । ଗଞ୍ଜାମ ଜିଲ୍ଲାରୁ ଆଉ ଜଣେ ସାମ୍ବାଦିକ କରୋନାରେ ପ୍ରାଣ ହରାଇଛନ୍ତି । ଗୋଟିଏ ଦିନରେ ଯାଜପୁର ବଡ଼ଚଣାରେ ଏକାମ୍ର…

ମାନବିକତା ଆଗରେ ଫିକା ପଡିଲା ରକ୍ତ ସଂପର୍କ !

ବୁଗୁଡା: ଆଜି ବି ବଂଚିଛି ମାନବିକତା । ଏହି ଧାଡିଟିକୁ ଲେଖିବା, ପଢିବା କିମ୍ବା କାହାକୁ କହିବା ବେଶ ସହଜ । ହେଲେ ତାକୁ ସତ ପ୍ରମାଣିତ କରିବା ଅନେକଙ୍କ ପକ୍ଷେ ଅସମ୍ଭବ । ତେବେ ମାନବିକତାର ଏକ ଜ୍ୱଳନ୍ତ ଉଦାହରଣ ବ୍ରହ୍ମପୁର ବୁଗୁଡାର ଚିରିକିପଡା ଗାଁରେ ସାମ୍ନାକୁ ଆସିଛି । ଚିରିକିପଡା…

କରୋନାରେ ଚାଲିଗଲେ ଛାତ୍ରଛାତ୍ରୀଙ୍କର ପ୍ରିୟ ଓଡ଼ିଆ ଅଧ୍ୟାପକ ଜୟସେନ ବିଶ୍ୱାଳ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଳକ ବିଡିପୁରସ୍ଥିତ ଟିଏସଡି କଲେଜର ଓଡିଆ ଅଧ୍ୟାପକ ଜୟସେନ ବିଶ୍ୱାଳଙ୍କ ପରଲୋକ । କରୋନାରେ ଆକ୍ରାନ୍ତ ଥିଲେ ଜୟସେନ ।  ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ବିଡିପୁରଠାରେ ଏକ କୋଚିଂ ସେଣ୍ଟର ଖୋଲି…

ଗଞ୍ଜାମରୁ ୯ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ଖଲ୍ଲିକୋଟ: ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ରେଞ୍ଜ ଅଧିନସ୍ଥ ବେଗୁନିଆପଡା ଅନ୍ତର୍ଗତ ଗୁରୁଝରି ଗ୍ରାମର ବାଇଆ ମୁଦୁଲିଙ୍କ କୁମ୍ଭାର ଶାଳରୁ ଏକ ଅହିରାଜ ସାପ ଉଦ୍ଧାର କରାଯାଇଛି। ଏହି ଖବର ପ୍ରଚାର ହେବାପରେ ଗ୍ରାମବାସୀ ମାନେ ସ୍ନେକ ହେଲ୍ପ ଲାଇନକୁ ଖବର ଦେଇଥିଲେ। ସ୍ନେକ ହେଲ୍ପ ଲାଇନ ସଦସ୍ୟ…

ଶୋଇବା ଘରୁ ଉଦ୍ଧାର ହେଲା ୧୦ ଫୁଟ ଲମ୍ବର ଅହିରାଜ, ସାପକୁ ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ୍

ଗଞ୍ଜାମ: ଶୋଇବା ଘରେ ପଶିଥିଲା ଏକ ଅହିରାଜ ସାପ । ଉଦ୍ଧାର କଲା ସ୍ନେକ ହେଲ୍ପଲାଇନ୍ । ଗଞ୍ଜାମ ଜିଲ୍ଲାର ଖଲିକୋଟ ବେଗୁନିଆ ପଡା ଅନ୍ତର୍ଗତ ଗୁରୁଝରି ଗାଁର ଧନୁର୍ଦ୍ଧର ମହାନ୍ତିଙ୍କ ଶୋଇବା ଘରେ ୧୦ ଫୁଟ ଲମ୍ବର ଏକ ଅହିରାଜ ସାପ ପଶିଯାଇଥିଲା । ସାପଟି ଘରର କାନ୍ଥରେ ଥିବା କଣା ଭିତରେ ପଶିଥିଲା…

ନିଆଁ ଆଁରେ ୧୫ ବଖରା ଭସ୍ମ, ୫ ଆହତ

କେନ୍ଦ୍ରାପଡ଼ା/ଭଞ୍ଜନଗର: ବଡ଼ହାଟ ଇମାମବାଡ଼ିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ନିଆଁ ଲାଗି ସମ୍ପୂର୍ଣ୍ଣ ଭାବେ ୮ ବଖରା ପୋଡ଼ିପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡରେ ୫ ଜଣ ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତ ସମସ୍ତ ୫ ଜଣ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି…

ଗଞ୍ଜାମରେ ଦଣ୍ଡନାଚକୁ ପ୍ରଶାସନର ଅନୁମତି

ବ୍ରହ୍ମପୁର: ଗଞ୍ଜାମରେ ଦଣ୍ଡନାଚ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି । କରୋନା କଟକଣା ଭିତରେ ଦଣ୍ଡଯାତ୍ରା ପାଳନକୁ ଅନୁମତି ପ୍ରଦାନ କରାଯାଇଛି । କେବଳ ସ୍ଥାନୀୟ କଳାକାରଙ୍କୁ ନେଇ ଦଣ୍ଡନାଚ ଅନୁଷ୍ଠିତ ହେବ । ପୂର୍ବରୁ ନିର୍ଦ୍ଦେଶାନାମାରେ ସାମାନ୍ୟ ପରିବର୍ତ୍ତନ କରି ଦଣ୍ଡଯାତ୍ରା ପାଳନକୁ…

ବାହାହେଲେ ଏଚଆଇଭି ଆକ୍ରାନ୍ତ, କନ୍ୟାଦାନ କଲେ ଜିଲ୍ଲାପାଳ

ବ୍ରହ୍ମପୁର: ସାତ ଜନମର ସାଥୀ ହେଲେ ସଂକ୍ରମିତ । ଅଗ୍ନିକୁ ସାକ୍ଷୀ ରଖି ଉଭୟ ଏଚଆଇଭି ସଂକ୍ରମିତ ଉଭୟଙ୍କ ହାତ ଧରିଛନ୍ତି । ଏଭଳି ନିଆରା ବିବାହରେ ଜିଲ୍ଲାପାଳ କନ୍ୟାଦାନ କରିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇଥିଲେ । ରାଜ୍ୟର ସର୍ବାଧିକ ଏଚଆଇଭି ସଂକ୍ରମିତ ଥିବା ଗଞ୍ଜାମ…

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଉପଦେଷ୍ଟାଙ୍କ ଗଞ୍ଜାମ ଜିଲ୍ଲା ପରିଦର୍ଶନ

ଭୁବନେଶ୍ବର : ନବମ ଓ ଏକାଦଶ ଶ୍ରେଣୀ ଖୋଲିବା ପୂର୍ବରୁ ଗଞ୍ଜାମ ଜିଲ୍ଲାର ବିଦ୍ୟାଳୟ ଗୁଡ଼ିକରେ ସମୀକ୍ଷା କରାଯାଇଛି । ଏସପିଡି ଲିଙ୍ଗରାଜ ପଣ୍ଡା ଓ ଅଧିକାରୀଙ୍କ ଉପସ୍ଥିତିରେ ସ୍କୁଲ ଖୋଲିବା ନେଇ ସମୀକ୍ଷା କରିଛନ୍ତି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡକ୍ଟର ବିଜୟ କୁମାର ସାହୁ…