Latest Odisha News

BREAKING NEWS

Browsing Tag

Ganjam

ଶୁକ୍ରବାର ଗଞ୍ଜାମର ୨୩୦ଟି ରୂପାନ୍ତରିତ ବିଦ୍ୟାଳୟକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଦ୍ବିତୀୟ ପର୍ଯ୍ୟାୟ ୫-ଟି ବିଦ୍ୟାଳୟ ରୂପାନ୍ତରଣର ଲୋକାର୍ପଣ ଉତ୍ସବ ଶୁକ୍ରବାର ଅପରାହ୍ନରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀରେ ଜିଲାର ୨୩୦ଟି ବିଦ୍ୟାଳୟରେ ରୂପାନ୍ତରଣର ଲୋକାର୍ପଣ କରିବେ । ଜିଲା ସ୍ତରୀୟ ଲୋକାର୍ପଣ ଉତ୍ସବ ବ୍ରହ୍ମପୁର…

ପଞ୍ଚାୟତ ନିର୍ବାଚନ ପରବର୍ତ୍ତୀ ହିଂସାରେ ରକ୍ତରଞ୍ଜିତ ଦିଗପହଣ୍ଡି

ବ୍ରହ୍ମପୁର: ପଞ୍ଚାୟତ ନିର୍ବାଚନ ପରେ ପରେ ଗଞ୍ଜାମ ଜିଲା ଦିଗପହଣ୍ଡି ନିର୍ବାଚନମଣ୍ଡଳୀ ଅଂଚଳରେ କ୍ରମାଗତ ଭାବେ ଗଡି ଚାଲିଛି ମୁଣ୍ଡ। ନିର୍ବାଚନ ପରବର୍ତ୍ତୀ ହିଂସାରେ ଏଯାଏଁ ୩ ଜଣଙ୍କ ପ୍ରାଣହାନି ଘଟଲାଣି। ଏପ୍ରିଲ ୨୩ ତାରିଖରେ ଚଷା ନିମଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ପାଳଝାଡି ଗ୍ରାମରେ ୨ ଜଣ…

ନାଟକ ପାଇଁ ବ୍ରହ୍ମପୁରରେ ମଞ୍ଚ ଅଭାବ; କଳାକାରଙ୍କ ଉଦ୍‌ବେଗ

ବ୍ରହ୍ମପୁର : ସାଂସ୍କୃତିକ ଦୃଷ୍ଟିକୋଣରୁ ବ୍ରହ୍ମପୁର ସହରର ଅନେକ ଗୁରୁତ୍ୱ ରହୁଛି । କିନ୍ତୁ ଏଠାରେ ମଞ୍ଚ ନାଟକ ପରିବେଷଣ ପାଇଁ ଉପଯୁକ୍ତ ମଞ୍ଚ ନାହିଁ । ଏଣୁ ସହରରେ ନାଟକ ଉପଯୋଗୀ ମଞ୍ଚ ସ୍ଥାପନ ପାଇଁ ବ୍ରହ୍ମପୁର ସହରର ବିଭିନ୍ନ ନାଟ୍ୟ ସଂଗଠନର କର୍ମକର୍ତ୍ତାମାନେ ଦାବି କରିଛନ୍ତି ।…

ତମ୍ବାଖୁ ନିରୋଧୀ ଆଇନ୍‌ କାର୍ଯ୍ୟକାରୀରେ ଗଞ୍ଜାମ ଶ୍ରେଷ୍ଠ

ବ୍ରହ୍ମପୁର : ତମ୍ବାଖୁ ନିରୋଧୀ ଏବଂ ତମ୍ବାଖୁ କାରବାର ନିୟନ୍ତ୍ରଣ ପାଇଁ ଥିବା ଆଇନ୍‌କୁ କାର୍ଯ୍ୟକାରୀ କରିବାରେ ଗଞ୍ଜାମ ଜିଲାକୁ ଶ୍ରେଷ୍ଠ ଜିଲା ଭାବେ ବିବେଚିତ କରାଯାଇଛି । ରାଜ୍ୟ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ ପକ୍ଷରୁ ବୁଧବାର ଏନେଇ ଘୋଷଣା କରାଯାଇଛି । ଏହି ଖବର ଗଞ୍ଜାମ ଜିଲା ମୁଖ୍ୟ…

ଗଞ୍ଜାମ ହାଟ ନିର୍ମାଣ ଉପରେ ଏନ୍‌ଜିଟିର ରହିତାଦେଶ

ବ୍ରହ୍ମପୁର : ବ୍ରହ୍ମପୁର ସହରର କର୍ପୋରେସନ ରୋଡ ଠାରେ ‘ଗଞ୍ଜାମ ହାଟ’ ନିର୍ମାଣ ଚାଲିଛି । ତେବେ ଏହି ହାଟ ନିର୍ମାଣ ଉପରେ କଲିକତାସ୍ଥିତ ଜାତୀୟ ଗ୍ରୀନ୍‍ ଟ୍ରିବ୍ୟୁନାଲ (ଏନଜିଟି)ପୂର୍ବାଞ୍ଚଳ ଖଣ୍ଡପୀଠ ରହିତାଦେଶ ଜାରି କରିଛନ୍ତି। ମାଧବପୁର ମୌଜାର ପ୍ଲଟ ନଂ. ୧୦୯୬ ରାଜସ୍ୱ ବିଭାଗ…

ପ୍ରେମିକଙ୍କ ଆତ୍ମହତ୍ୟାର କିଛି ସମୟ ପରେ ପ୍ରେମିକାଙ୍କ ଆତ୍ମହତ୍ୟା

ବ୍ରହ୍ମପୁର: ଗଂଜାମ ଜିଲା ଜରଡା ଥାନା ଇଲାକାରେ ମଙ୍ଗଳବାର ସକାଳୁ ଏକ ପ୍ରେମୀ ଯୁଗଳ ଭିନ୍ନଭିନ୍ନ ସ୍ଥାନରେ ଆତ୍ମହତ୍ୟା କରିଛନ୍ତି । ପ୍ରଥମେ ପ୍ରେମିକ ଆତ୍ମହତ୍ୟା କରିଥିଲେ। ଏହାର କିଛି ସମୟ ପରେ ପ୍ରେମିକା ଆତ୍ମହତ୍ୟା କରିଛନ୍ତି । ଘଟଣାଟି ଜରଡା ଥାନା ଠାରୁ ମାତ୍ର ଦୁଇ କିଲୋମିଟର ଦୂର…

ସମବାୟ ନିର୍ବାଚନ ପ୍ରସ୍ତୁତି: ଗଞ୍ଜାମ, ଗଜପତିରେ ବୃହତ ବିଜୟ ଲକ୍ଷ୍ୟରେ ବିଜେଡ଼ି

ବ୍ରହ୍ମପୁର : ଆସନ୍ତା ଜୁନ ୧୯ ଓ ୨୬‌ ତାରିଖରେ ହେବାକୁ ଥିବା ସମବାୟ ନିର୍ବାଚନ ନେଇ ରବିବାର ଗଂଜାମ ଓ ଗଜପତି ଜିଲାର ବିଜେଡିର ସମସ୍ତ ସାଂସଦ ଓ ବିଧାୟକ ଓ ସମବାୟବିତଙ୍କୁ ନେଇ ନିର୍ବାଚନୀ ପ୍ରାକ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସ୍ୱତନ୍ତ୍ର ସର୍କିଟ ହାଉସ…

ଘର ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଗଞ୍ଜାମ: ଘର ଭିତରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର । ତଳେ ଚଟାଣରେ ସ୍ତ୍ରୀର ମୃତ୍ୟଦେହ ପଡ଼ିଥିବା ବେଳେ ଝୁଲନ୍ତା ଅବସ୍ଥାରେ ସ୍ୱାମୀଙ୍କ ମୃତଦେହ ଉଦ୍ଧାର ହୋଇଛି । ଗଞ୍ଜାମ ଜିଲ୍ଲା ପୋଲସରା ଅନ୍ତର୍ଗତ ସୋଡ଼କ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସ୍ତ୍ରୀକୁ…

ଡ୍ରାଇଭର୍ ରଚିଥିଲା ଏଟିଏମ୍ ଭ୍ୟାନ୍ ଅପହରଣ ନାଟକ

ବ୍ରହ୍ମପୁର: ଡ୍ରଇଭର୍ ୪୨୦ । ଯେଉଁ ଏଟିଏମ୍ ଟଙ୍କା ଭର୍ତ୍ତି ଭ୍ୟାନ୍ ଚଳାଉଥିଲା ତାକୁ ଅପହରଣ କରି ଟଙ୍କା ଲୁଟ୍ କରିବାକୁ ମାଷ୍ଟରପ୍ଲାନ୍ କରିଥିଲା । ସହଯୋଗୀଙ୍କୁ ନେଇ ଅପରହଣ ନାଟକ ରଚିଥିଲା । ବ୍ରହ୍ମପୁର ବଡ଼ବଜାର ଥାନା ଅଞ୍ଚଳରୁ ଏଟିଏମ୍ ଟଙ୍କା ଭର୍ତ୍ତି ଭ୍ୟାନକୁ ଅପହରଣ ଘଟଣାର…

ମଦ ପିଇବାକୁ ଟଙ୍କା ଦେଲେନି ବାପା, ଛୁରୀ ଭୁସି ମାରିଦେଲା ପୁଅ

କବିସୂର୍ଯ୍ୟନଗର(ଗଞ୍ଜାମ): ମଦ ପିଇବା ପାଇଁ ବାପା ଟଙ୍କା ଦେଲେନି । ପୁଅ ମୁଣ୍ଡକୁ ପିତ୍ତ ଚଢ଼ିଲା । ବାପାଙ୍କୁ ଛୁରୀ ଭୁସି ହତ୍ୟା କରିଛି କୁଳାଙ୍ଗାର ପୁଅ । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ମହାଛାଇ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ମୃତକ ହେଲେ ଗାଁର କରୁଣାକର ସାହୁ ।…