Latest Odisha News

BREAKING NEWS

Browsing Tag

Group Clash

କଥା କଟାକଟିକୁ ନେଇ ଗଣ୍ଡଗୋଳ, ୨୦ ଗିରଫ

ଜୟପୁର: କୋରାପୁଟ ସହରରେ ଥିବା ଟିକିରା ସାହି, ଇନ୍ଦିରା କଲୋନୀ ଓ ପରିଜା ସାହିପିଲା ମାନଙ୍କ ମଧ୍ୟରେ କୌଣସି କଥାକୁ ନେଇ କଥା କଟାକଟି ପରେ ଗଣ୍ଡଗୋଳ ଘଟଣା । ୩ ସାହି ପକ୍ଷରୁ ହୋଇଥିବା ପୃଥକ ପୃଥକ ମାମଲାରେ ପୋଲିସ ୨୦ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ୫ ଜଣ ନାବାଳକ ଅଛନ୍ତି ।…

ଶୀତଳ ଷଷ୍ଠୀ ଯାତ୍ରା ବେଳେ ରାତି ଅଧରେ ଗାଁରେ ବୁଲିଲା ଖଣ୍ଡା

 ଗଞ୍ଜାମ: ଗାଁରେ ଶୀତଳ ଷଷ୍ଠୀ ଯାତ୍ରା ଚାଲି ଥିବାବେଳେ ଅନ୍ୟପଟେ ଗାଁରେ ରକ୍ତ ନଦୀ ବୁହାଇଛନ୍ତି ଦୁର୍ବୃତ୍ତ। ବିଳମ୍ବିତ ରାତିରେ ପୂର୍ବତନ ସରପଞ୍ଚଙ୍କ ସମେତ ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଗଞ୍ଜାମ ଜିଲ୍ଲା ସଦର ଥାନା ଅନ୍ତର୍ଗତ ମସିହାଖାଲି ଗାଁରେ ଏହି ଘଟଣା ଘଟିଛି ।…

ଜମି ବିବାଦକୁ ନେଇ ଦୁଇ ଗାଁ ମଧ୍ୟରେ ସଂଘର୍ଷ, ୨୨ ଆହତ, ୯ ଗୁରୁତର

ଗଜପତି : ଜମି ବିବାଦକୁ କେନ୍ଦ୍ର କରି ଦୁଇ ଗାଁ ମଧ୍ୟରେ ସଂଘର୍ଷ । ଏଥିରେ ୨୨ ଜଣ ଆହତ ହୋଇଥିବା ବେଳେ ୯ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଗଜପତି ଜିଲ୍ଲା ମୋହନା ଥାନା ଚରିଆବାଡ଼ରେ ଥିବା ଏକ ସରକାରୀ ଜମିକୁ ନେଇ ଉଭୟ ବିଜିପୁର ଓ ବାହାଡ଼ାପଦା ଗ୍ରାମବସୀଙ୍କ ମଧ୍ୟରେ ସଂଘର୍ଷ ଦେଖାଦେଇଛି । ଉଭୟ…

ଯୋଡା ଗୋଷ୍ଠୀ ସଂଘର୍ଷ ଘଟଣା : କେନ୍ଦୁଝରରେ ଇଣ୍ଟରନେଟ ସେବା ବନ୍ଦ ,୧୪୪ ଧାରା ବଳବତ୍ତର

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ଯୋଡାରେ ଗୋଷ୍ଠୀ ସଂଘର୍ଷ ଘଟଣା । ଏନେଇ କେନ୍ଦୁଝରରେ ଗତକାଲି ଠାରୁ ଇଣ୍ଟରନେଟ ସେବା ବନ୍ଦ ରହିଛି । ହନୁମାନ ଝଣ୍ଡାନେବାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଗତକାଲିଠାରୁ ଗଣ୍ଡୋଗୋଳ ହୋଇଥିଲା ।ଏନେଇ କାଲିଠାରୁ ଜାରି ହୋଇଥିବା ୧୪୪ ଧାରା ଆଜି ବି ବଳବତ୍ତର…

[ଭିଡ଼ିଓ] ଜମି ବିବାଦ ନେଇ ୪୦ରୁ ଊର୍ଦ୍ଧ୍ବ ବୋମାମାଡ଼, ଜଳିଗଲା ୩୦ ଘର

ବ୍ରହ୍ମଗିରି: ଜଳୁଛି ସାତପଡ଼ା । ଜମି ଜବରଦଖଲ ନେଇ ତୁମୁଳ କାଣ୍ଡ ଘଟିଥିବା ବେଳେ ଲଗାତର ଭାବେ ବୋମାମାଡ ହୋଇଛି । ତେବେ ବହୁ ଦିନ ବ୍ୟବଧାନରେ ଏହି ଅଞ୍ଚଳରେ ବୋମାମାଡ ହୋଇଛି । ଦୁଇଟି ଗୋଷ୍ଠୀ ମଧ୍ୟରେ ଉପୁଜି ଥିବା ଜମି ବିବାଦ ଘଟଣାକୁ ନେଇ ୪୦ରୁ ଊର୍ଦ୍ଧ୍ବ ବୋମାମାଡ଼ ହୋଇଛି । ପୁରୀ…

ବାଲିଘାଟ ସୀମା ନିର୍ଦ୍ଧାରଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ,୬ ଗୁରୁତର

ଭୁବନ: ବାଲିଘାଟ ସୀମା ନିର୍ଦ୍ଧାରଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ , ଖଣ୍ଡା ଓ ଭୁଜାଲି ଆକ୍ରମଣରେ ଉଭୟ ପକ୍ଷରୁ ୬ ଗୁରୁତର । ବାଲିଘାଟ ସୀମା ନିର୍ଦ୍ଧାରଣକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଘମାଘୋଟ ଲଢେଇ ହୋଇଛି । ଖଣ୍ଡା ଓ ଭୁଜାଲି ଆକ୍ରମଣରେ ଉଭୟ ପକ୍ଷରୁ ୬ ଜଣ ଗୁରୁତର ହୋଇ…

ମାଲକାନଗିରି ଜିଲ୍ଲାରେ ଗୋଷ୍ଠି ସଂଘର୍ଷ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଗୋଷ୍ଠି ସଂଘର୍ଷ । ମାଲକାନଗିରି ବ୍ଲକ ଅନ୍ତର୍ଗତ ଏମ୍ଭି ୯୩ ଗ୍ରାମରେ ବଙ୍ଗାଳି ଓ ଆଦିବାସୀଙ୍କ ମଧ୍ୟରେ ଗୋଷ୍ଠି ସଂଘର୍ଷ । ଦୀର୍ଘ ୪୦ ବର୍ଷ ଧରି ସରକାରୀ ଜମିରେ ବଙ୍ଗାଳି ଲୋକେ ଚାଷ କରି ଆସୁଥିବା ବେଳେ ଆଦିବାସୀମାନେ ଏବେ ଏହାକୁ ବିରୋଧ କରୁଛନ୍ତି ।…

ଗୋଷ୍ଠୀ ସଂଘର୍ଷ ନେଲା ଜୀବନ: ମାଆ ମୃତ, ବାପା ଓ ପୁଅ ଗୁରୁତର

କଟକ: ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ କାଠଖୁଣ୍ଟ ଗାଁରେ ଗତକାଲି ବିଳମ୍ବିତ ରାତିରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି । ମୃତକ ହେଲେ ଗାଁର ଶିବ ମହାଳିକଙ୍କ ପତ୍ନୀ…

ଜମିଜମା ବିବାଦରୁ ଗୋଷ୍ଠୀ ସଂଘର୍ଷରେ ୨ ମୃତ, ୭ ଆହତ

କୋରାପୁଟ: ଜମିବାଡ଼ି ବିବାଦ ନେଲା ଉଗ୍ର ରୂପ । ଗୋଷ୍ଠୀ ସଂଘର୍ଷରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଛନ୍ତି । କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ହାତୀମୁଣ୍ଡା ଗାଁରେ ଏହି ଗୋଷ୍ଠୀ ସଂଘର୍ଷ ହୋଇଛି । ଗତକାଲି ରାତିରେ ଜମି ବିବାଦକୁ ନେଇ ଦୁଇଟି ପରିବାର ଭିତରେ…

ଗାଁରେ ଗୋଷ୍ଠୀ ସଂଘର୍ଷ,୧୦ ଗୁରୁତର

ଭୁବନ : ଗୋଷ୍ଠୀ ସଂଘର୍ଷ ଘଟି ଦୁଇ ପରିବାରର ୧୦ ଗୁରୁତର ଆହତ । ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଭୂଷଳ ଗାଁରେ ଗୋଷ୍ଠୀ ସଂଘର୍ଷ ଘଟି ଦୁଇଟି ପରିବାରର ୧୦ ଜଣ ସଦସ୍ୟ ଗୁରୁତର ଆହତ ହୋଇଛନ୍ତି । ଗୁରୁତରଙ୍କୁ ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ କାମାକ୍ଷାନଗର ମେଡ଼ିକାଲରେ ଚିକିତ୍ସା ପାଇଁ…