Latest Odisha News

BREAKING NEWS

Browsing Tag

heart attack

ଲାଇଭ୍ ପ୍ରେସମିଟ୍ ବେଳେ ଟଳି ପଡିଲେ କଂଗ୍ରେସ କର୍ମୀ

ବେଙ୍ଗାଲୁରୁ: ଲାଇଭ୍ ପ୍ରେସ୍ ମିଟ୍ ବେଳେ ଟଳି ପଡିଲେ କଂଗ୍ରେସ କର୍ମୀ। ଭାଷଣ ଦେଉଥିବା ବେଳେ ହଠାତ୍ ଟଳିପଡିଲେ କର୍ଣ୍ଣାଟକ କଂଗ୍ରେସ କର୍ମୀ ତଥା କୋଲାର ଜିଲ୍ଲାର କୁରୁବା ସଂଗଠନର ସଭାପତି ସିକେ ରବିଚନ୍ଦ୍ରନ୍। ବେଙ୍ଗାଲୁରୁର ପ୍ରେସ କ୍ଲବରେ ସାମ୍ବାଦିକ ସମ୍ମିଳନୀରେ ଏହି ଘଟଣା ଘଟିଛି।…

ଯୁବବର୍ଗ କାହିଁକି ହୃଦଘାତରେ ପୀଡିତ ! ଜାଣନ୍ତୁ ହୃଦଘାତ-କୋଭିଡ ଟିକା ମଧ୍ୟରେ ଥିବା କନେକ୍ସନ

ଓଡ଼ିଶା ସମ୍ବାଦ ବ୍ୟୁରୋ: କୋଭିଡ୍ ସଂକ୍ରମଣ ବ୍ୟାପିବା ପରଠାରୁ ବହୁ ଲୋକେ ପ୍ରାଣ ହରାଇଛନ୍ତି। ଦିନକୁ ଦିନ ହୃତଘାତ ଭଳି ରୋଗ ମଧ୍ୟ ବୃଦ୍ଧି ପାଇଛି । 40 ବର୍ଷରୁ କମ୍ ବୟସ୍କ ବ୍ୟକ୍ତିଙ୍କୁ ମଧ୍ୟ ହାର୍ଟଆଟାକ ହେଉଥିବାର ପରିଲକ୍ଷିତ ହେଉଛି। ହୃତଘାତ ପଛରେ ଅନେକ କାରଣ ରହିଛି । ତେବେ ଯୁବବର୍ଗ…

ଲାଇଭ ସୋ ବେଳେ ନ୍ୟୁଜ୍ ଆଙ୍କରଙ୍କୁ ହାର୍ଟଆଟାକ୍

ଓଡ଼ିଶା ସମ୍ବାଦ ବ୍ୟୁରୋ: ଦେଶରେ ଦୀର୍ଘ ଦିନ ଧରି ଲଗାତାର ହାର୍ଟଆଟାକ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଆଜିର ପରିବର୍ତ୍ତିତ ଜୀବନଶୈଳୀରେ ଲୋକଙ୍କ ମଧ୍ୟରେ ମାତ୍ରକାଧିକ ହାର୍ଟଆଟାକ ଓ ଷ୍ଟ୍ରୋକ ଭଳି ସମସ୍ୟା ଦେଖିବାକୁ ମିଳୁଛି । ଏଠାରେ ଆଶ୍ଚର୍ଯ୍ୟଜନକ ହେଉଛି ଆଜିକାଲି ଯୁବପିଢି ମଧ୍ୟ…

[ଦେଖନ୍ତୁ ଭିଡିଓ] ଭେଣ୍ଟିଲେଟର ସପୋର୍ଟରେ କମେଡିଆନ୍ ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: ହୃଦଘାତ ପରେ ଅସୁସ୍ଥ କମେଡିଆନ୍ ରାଜୁ ଶ୍ରୀବାସ୍ତବ । ରାଜୁ ଶ୍ରୀବାସ୍ତବଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡ଼ିଛି । ସୂଚନା ଅନୁସାରେ, ରାଜୁ ଶ୍ରୀବାସ୍ତବ ଭେଣ୍ଟିଲେଟରରେ ଅଛନ୍ତି । ଏମ୍ସର ଏକ ଡାକ୍ତରୀ ଦଳ ତାଙ୍କ…

ହୃଦଘାତର ଶିକାର ହେଲେ ରେମୋ ଡି’ ସୁଜା, ଆଇସିୟୁରେ ଭର୍ତ୍ତି !

ମୁମ୍ବାଇ: ହୃଦଘାତର ଶିକାର ହେଲେ କୋରିଓଗ୍ରାଫର୍ ତଥା ଫିଲ୍ମ ନିର୍ଦ୍ଦେଶକ ରେମୋ ଡି' ସୁଜା । ଗୁରୁତର ଅବସ୍ଥାରେ ତାଙ୍କୁ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଛି । ମିଳିଥିବା ରିପୋର୍ଟ ଅନୁଯାୟୀ ହାର୍ଟରେ ବ୍ଲକେଜ ହେବା ପରେ ରେମୋଙ୍କର ଆଂଜିଓଗ୍ରାଫୀ କରାଯାଇଛି ।…

ହୃଦଘାତର ପୀଡିତ ହରିୟାଣା ହୁରିକେନ୍ କପିଲ ଦେବ, ହସ୍ପିଟାଲରେ ଭର୍ତ୍ତି !

ନୂଆଦିଲ୍ଲୀ: ଭାରତର ପ୍ରଥମ କ୍ରିକେଟ୍ ବିଶ୍ୱବିଜେତା ଅଧିନାୟକ ତଥା ଲିଜେଣ୍ଡାରୀ କ୍ରିକେଟର୍ କପିଲ ଦେବ ହୃଦଘାତରେ ପୀଡିତ । ଆଜି ସକାଳୁ ସଙ୍କଟାପନ୍ନ ଅବସ୍ଥାରେ ଦିଲ୍ଲୀର ଫୋର୍ଟିସ୍ ଏସ୍କର୍ଟସ ହାର୍ଟ ଇନ୍‌ଷ୍ଟିଟ୍ୟୁଟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଆଂଜିଓପ୍ଲାଷ୍ଟି…

ଟିନଏଜରେ ମୋଟାପଣ ହୋଇପାରେ ହୃଦଘାତର କାରଣ

ଭୁବନେଶ୍ୱର: ପିଲାରୁ ବୁଢା ଆଜିକାଲି ସାଧାରଣତଃ ସମସ୍ତେ ହୃଦଘାତକୁ ନେଇ ଚିନ୍ତିତ ରହୁଛନ୍ତି । ବିଶେଷ କରି ଯୁବପିଢି ଅଧିକ ମାତ୍ରାରେ ଏହାର ଶିକାର ହେଉଥିବା ଦେଖାଯାଉଛି । ମେଦ ବହୁଳତା ଏହାର ଏକ ପ୍ରମୁଖ କାରଣ ବୋଲି ଜଣାପଡିଛି । ଟିନଏଜରେ ଯେଉଁ ପିଲାଙ୍କ ଓଜନ ଅଧିକ ହୋଇଥାଏ ସେମାନଙ୍କ ପାଇଁ…