ସରକାରୀ ସହାୟତା ଅପେକ୍ଷାରେ ଦିବ୍ୟାଙ୍ଗଙ୍କ ପରିବାର, ଗୁହାରି ଶୁଣୁନି ପ୍ରଶାସନ
ଉଦୟଗିରି : ନା କିଛି କହି ପାରୁଛି ନା କିଛି ବୁଝିପାରୁଛି । ଭୋକ ଲାଗିଲେ ଖାଇବାକୁ ମାଗୁନି ଆଉ ନିଦ ଲାଗିଲେ ଶୋଇବା ପାଇଁ ବି କହୁନି l ଯେଉଁଠି ଯେମିତି ଅବସ୍ଥାରେ ତାକୁ ତା ଘର ଲୋକ ରଖନ୍ତି ସେ ସେମିତି ହିଁ ପଡି ରହୁଛି l ବେଳେ ବେଳେ ସେ ନିଜେ ଏକୁଟିଆ ବସି ଗୁଣୁ ଗୁଣୁ ହେଉଛି ତ ଆଉ…