କିସ୍ ବୁଲି ଦେଖିଲି, ଅନେକ କିଛି ଶିଖିଲି: ହେମନ୍ତ ସୋରେନ୍
ଭୁବନେଶ୍ୱର: କିସ୍ ବୁଲି ଦେଖିଲି ଓ ଅନେକ କିଛି ଶିଖିଲି ବୋଲି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ କହିଛନ୍ତି । ଶୁକ୍ରବାର କିସ୍ ପରିଦର୍ଶନରେ ଆସି କିସ୍ର ଛାତ୍ରଛାତ୍ରୀଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ସୋରେନ୍ କହିଲେ, କିସ୍ ଏକ ସାଧାରଣ ପ୍ରୟାସ ନୁହେଁ । ଏଥିପାଇଁ ପ୍ରତିଷ୍ଠାତା…