ବାବ୍ରି ମସଜିଦ ପ୍ରସଙ୍ଗ: ଏହି ଯୁକ୍ତି ରଖି ସଭିଙ୍କୁ ନିର୍ଦୋଷରେ ଖଲାସ କଲେ ନ୍ୟାୟାଳୟ
ନୂଆଦିଲ୍ଲୀ: ବାବ୍ରି ମସଜିଦ ଭଙ୍ଗା ଯିବା ମାମଲାରେ ଉତ୍ତରପ୍ରଦେଶର ଲକ୍ଷ୍ନୌର ଏକ ସ୍ୱତନ୍ତ୍ର କୋର୍ଟ ଆଜି ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଛନ୍ତି।
ଅଯୋଧ୍ୟାରେ ରାମ ଜନ୍ମଭୂମି ସ୍ଥାନରେ ଠିଆ ହୋଇଥିବା ବାବ୍ରି ମସଜିଦ ଭାଙ୍ଗିବା ସହ ଜଡିତ ୨୮ବର୍ଷ ପୁରୁଣା ମାମଲାର ରାୟକୁ ସ୍ୱତନ୍ତ୍ର…