Latest Odisha News

BREAKING NEWS

Browsing Tag

Hyderabad

ଅଭିନେତ୍ରୀ ଉର୍ବଶୀ ରୌତେଲା ହସ୍ପିଟାଲରେ ଭର୍ତ୍ତି

ହାଇଦ୍ରାବାଦ: ଅଭିନେତ୍ରୀ ଉର୍ବଶୀ ରୌତେଲା ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଅପକମିଂ ଫିଲ୍ମ ସୁଟିଂ କରୁଥିବା ସମୟରେ ତାଙ୍କୁ ଜୋରଦାର ଆଘାତ ଲାଗିଛି। ଏବେ ଅଭିନେତ୍ରୀଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ଫ୍ୟାକଚର୍ ହେଇଥିବା ନେଇ ତାଙ୍କ ଟିମ୍ ପକ୍ଷରୁ ସୂଚନା ମିଳିଛି। ସୂଚନା…

ଧାର ଟଙ୍କା ମାଗିବାରୁ ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଲା ପ୍ରେମିକ

ହାଇଦ୍ରାବାଦ : ପୁଣି ରକ୍ତରେ ଭିଜିଲା ପ୍ରେମ। ପ୍ରେମିକାକୁ ମାରି ଖଣ୍ଡ ଖଣ୍ଡ କରି ଫ୍ରିଜରେ ରଖିଲା ପ୍ରେମିକ । ଦିଲ୍ଲୀର ଶ୍ରଦ୍ଧା ହତ୍ୟାକାଣ୍ଡ ଘଟଣା ମନରୁ ନ ଲିଭୁଣୁ ପୁଣି ସାମ୍ନାକୁ ଆସିଲା ବିଭତ୍ସ ହତ୍ୟାକାଣ୍ଡ । ହାଇଦ୍ରାବାଦରେ ଏଭଳି ଘଟଣା ଘଟିଛି । ଜଣେ ବ୍ୟକ୍ତି ତା ପ୍ରେମିକାକୁ…

ଗାର୍ଲଫ୍ରେଣ୍ଡକୁ ମେସେଜ ପଠାଇଲା ସାଙ୍ଗ, ହତ୍ୟା କରି ହାର୍ଟ କାଢ଼ି ଆଣିଲା ପ୍ରେମିକ

ହାଇଦ୍ରାବାଦ : ପ୍ରେମ ପାଇଁ ହତ୍ୟା । ନୃଶଂସର ସବୁ ସୀମା ପାର୍‌ କଲା ପ୍ରେମିକ । ପ୍ରେମିକା ସହିତ ସାଙ୍ଗ କଥାବାର୍ତ୍ତା ହେଉଥିବାରୁ, ନିଜ ସମ୍ପର୍କକୁ ଅସୁରକ୍ଷିତ ମନେ କରି ନିଜ ସାଙ୍ଗକୁ ହତ୍ୟା କରିଛି ଯୁବକ । ହତ୍ୟା ପରେ ମୁଣ୍ଡରୁ ଗଣ୍ଡି ଅଲଗା କରିବା ସହ ବନ୍ଧୁର ହାର୍ଟକୁ ବାହାର କରିଛି ।…

କେସିଆରଙ୍କ ମିଶନ ଓଡ଼ିଶା, କିଏ କିଏ ହେଲେ BRSରେ ସାମିଲ୍ ?

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ହଲଚଲ୍ । ଏଣ୍ଟ୍ରି ମାରିଲେ କେସିଆର୍ । ୨୦୨୪ରେ ବଦଳିବ କି ଓଡ଼ିଶା ରାଜନୀତିର ଗତି ? ଚାଷୀ ବହୁଳ ରାଜ୍ୟ ଓଡ଼ିଶାରେ ପାଦ ଥାପିଛି କେସିଆରଙ୍କ ଦଳ ଭାରତ ରାଷ୍ଟ୍ର ସମିତି । ଶୁକ୍ରବାର ହାଇଦ୍ରାବାଦରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୂର୍ବତନ…

ହାଇଦ୍ରାବାଦର ବେଗୁମପେଟରେ ଖୋଲିଲା ଭାରତର ପ୍ରଥମ ସୁନା ଏଟିଏମ୍

ହାଇଦ୍ରାବାଦ: ହାଇଦ୍ରାବାଦର ବେଗୁମପେଟରେ ଭାରତର ପ୍ରଥମ ସୁନା ଏଟିଏମ୍ ଉଦଘାଟିତ ହୋଇଛି । ଗୋଲ୍ଡସିକ୍କା ନାମକ କମ୍ପାନୀ ଆରମ୍ଭ କରିଛି ଏହି ବ୍ୟବସ୍ଥା । ଡେବିଟ୍-କ୍ରେଡିଟ କାର୍ଡ, ପ୍ରିପେଡ୍-ପୋଷ୍ଟ ପେଡ୍ ସ୍ମାର୍ଟକାର୍ଡରେ ଏଥର ସୁନା ଏଟିଏମରୁ ଲୋକେ ସୁନା କିଣିପାରିବେ ।  ୨୪ଘଣ୍ଟା ଖୋଲା…

ଜନ୍ମଦିନରେ ହାଇଦ୍ରାବାଦ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଅକ୍ଟୋବର ୧୬ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଆସନ୍ତାକାଲି ନବୀନ ୭୬ ବର୍ଷରେ ପାଦ ଥାପିବେ । ଗତ କିଛିବର୍ଷ ହେଲା ଜନ୍ମଦିନ ପାଳୁ ନଥିବା ନବୀନ ରବିବାର ଜନ୍ମଦିନରେ ହାଇଦ୍ରାବାଦ ଅଭିମୁଖେ ଯିବେ । ସେଠାରେ ମୁଖ୍ୟମନ୍ତ୍ରୀ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ପୂର୍ବରୁ…

ହାଇଦ୍ରାବାଦରେ ଇନଭେଷ୍ଟର୍ସ ମିଟ୍ କରିବ ଓଡ଼ିଶା

ଭୁବନେଶ୍ୱର: ବେଙ୍ଗଳୁରୁ ପରେ ହାଇଦ୍ରାବାଦ । ଓଡ଼ିଶା ସରକାର ଷଷ୍ଠ ଏବଂ ଅନ୍ତିମ ଇନଭେଷ୍ଟର୍ସ ମିଟ୍ ହାଇଦ୍ରାବାଦରେ ଅକ୍ଟୋବର ୧୭ ତାରିଖରେ କରିବାକୁ ଯାଉଥିବା ଜଣାପଡ଼ିଛି । ମେକ୍ ଇନ୍ ଓଡ଼ିଶାର ତୃତୀୟ କନକ୍ଲେଭ୍ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ମଧ୍ୟରେ ରାଜ୍ୟରେ ହେବ । ଏହା ପୂର୍ବରୁ…

ଏଆଇଏମ୍‌ଆଇଏମ୍‌ ବିଧାୟକଙ୍କ ପୁଅ ଆଉ ପୁତୁରା ଗଣଦୁଷ୍କର୍ମ  ଅଭିଯୋଗରେ ଗିରଫ

ହାଇଦ୍ରାବାଦ:  ହାଇଦ୍ରାବାଦର ଜୁବିଲି ହିଲ୍‌ସ୍‌ରେ  ନାବାଳିକାଙ୍କ ସହିତ ହୋଇଥିବା ଗଣଦୁଷ୍କର୍ମ ଅଭିଯୋଗରେ ‘ଅଲ୍‌ ଇଣ୍ଡିଆ ମଜିଲି-ଇ-ଇତ୍ତେହାଦୁଲ୍‌ ମୁସ୍‌ଲିମ୍‌’ର (ଏଆଇଏମ୍‌ଆଇଏମ୍‌) ବିଧାୟକଙ୍କ ନାବାଳକ ପୁଅ ଏବଂ ପୁତୁରାଙ୍କୁ ଗିରଫ କରିଛି ପୋଲିସ । ମାମଲାରେ ସଂପୃକ୍ତ ୬ଜଣ…

ମୃତ୍ୟୁ ପରେ ବି ଅମର: ଅଙ୍ଗଦାନ କରି ୩ ରାଜ୍ୟରେ ୫ଜଣଙ୍କୁ ନୂଆ ଜୀବନ ଦେଲେ ମହିଳା

ସୁରତ: ମୃତ୍ୟୁ ପରେ ବି ଅମର । ନିଜେ ବଞ୍ଚି ପାରିଲେ ନାହିଁ । କିନ୍ତୁ ଅନ୍ୟମାନଙ୍କ ଜୀବନ ବଞ୍ଚାଇଲେ । ସୁରତର ଜଣେ ମହିଳାଙ୍କ ମହାନତାକୁ ନେଇ ଏବେ ସବୁଠି ଚର୍ଚ୍ଚା । ମୃତ୍ୟୁ ପରେ ଅଙ୍ଗଦାନ କରି ସେ ୩ଟି ରାଜ୍ୟର ୫ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି । ମହିଳାଙ୍କ ନାଁ କାମିନୀ ପଟେଲ୍ ଓ ବୟସ ୪୬…

କେମିତି କଟକରୁ ହାଇଦ୍ରାବାଦ ଖସି ଯାଇଥିଲା ହାଇଦର ? କହିଲେ ପୋଲିସ କମିଶନର

କଟକ: ଗାଙ୍ଗଷ୍ଟର ହାଇଦର ଗିରଫ ନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କଟକ ପୋଲିସକୁ ପ୍ରଶଂସା କରିଛନ୍ତି । ପୋଲିସ କମିଶନର ପ୍ରେସମିଟ୍ କରି କହିଛନ୍ତି- ୧୨୦ଘଣ୍ଟାର ଅପରେସନ ପରେ ତେଲଙ୍ଗାନାରୁ ହାଇଦରକୁ ଗିରଫ କରାଯାଇଛି । ୨ଟି ମାମଲାରେ ସମ୍ବଲପୁର ଜେଲରେ ଆଜୀବନ ସଜ୍ଜା କାଟୁଛି…