Latest Odisha News
Browsing Tag

Imran Khan

ପାକିସ୍ତାନ କହିଲା କୃଷକ ଆନ୍ଦୋଳନରୁ ଧ୍ୟାନ ହଟାଇବାକୁ ସର୍ଜିକାଲ ଷ୍ଟ୍ରାଇକ କରିପାରେ ଭାରତ, ସେନାକୁ କଲା ଆଲର୍ଟ

ନୂଆଦିଲ୍ଲୀ: ପାକିସ୍ତାନକୁ ସର୍ଜିକାଲ୍ ଷ୍ଟ୍ରାଇକ ଭୟ । ପୁଣି ଥରେ ଭାରତ ସର୍ଜିକାଲ ଷ୍ଟ୍ରାଇକ୍ କରିପାରେ । ଏନେଇ ନିଜ ଦେଶର ସେନାକୁ ସଜାଗ ରହିବାକୁ କହିଛି । ଏନେଇ ପାକିସ୍ତାନ ମିଡିଆରେ ଖବର ପ୍ରକାଶ ପାଇଛି । ପାକିସ୍ତାନର ଅଗ୍ରଣୀ ଖବରକାଗଜ 'ଏକ୍ସପ୍ରେସ ଟ୍ରିବ୍ୟୁନ' କହିଛି ଯେ ଦିଲ୍ଲୀରେ…

ଅଭିନୟକୁ ବାଏବାଏ କହିଲେ ଇମ୍ରାନ୍ ଖାନ୍ !

ମୁମ୍ବାଇ: 'କୟମାତ୍ ସେ କୟାମତ୍ ତକ୍' ଓ 'ଜୋ ଜିତା ୱହି ସିକନ୍ଦର'ରେ ଶିଶୁ କଳାକାର ଭାବେ ନଜର ଆସିଥିଲେ ଇମ୍ରାନ୍ ଖାନ । ପରେ ମୁଖ୍ୟ ଅଭିନେତା ଭାବେ ୨୦୦୮ରେ ରୋମାଣ୍ଟିକ କମେଡି ମୁଭି 'ଜାନେ ତୁ ୟା ଜାନେ ନାରେ ତାଙ୍କୁ ଦେଖିବାକୁ ମିଳିଥିଲା । ଏହି ଫିଲ୍ମ ପାଇଁ ସେ ଆୱାର୍ଡ ହାସଲ କରିବା ପରେ…

ଇସଲାମୋଫୋବିୟା ସହିତ ଜଡ଼ିତ ବିଷୟବସ୍ତୁ ଉପରେ ନିଷିଦ୍ଧାଦେଶ ଜାରି କରିବାକୁ ମାର୍କ ଜୁକରବର୍ଗଙ୍କୁ ଚିଠି ଲେଖିଲେ ପିଏମ୍‌…

ଇସଲାମାବାଦ: ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଫେସବୁକ ସିଇଓ ମାର୍କ ଜୁକରବର୍ଗଙ୍କୁ ଚିଠି ଲେଖି ଇସଲାମ ଉପରେ ଘୃଣା ବିସ୍ତାର କରୁଥିବା ବିଷୟବସ୍ତୁକୁ ସମ୍ପୂର୍ଣ୍ଣ ନିଷେଧ କିମ୍ବା ନିଷିଦ୍ଧ କରିବାକୁ ଦାବି କରିଛନ୍ତି। ପ୍ରକୃତରେ, ଇମ୍ରାନ ମାର୍କ ଜୁକରବର୍ଗଙ୍କୁ ଇସଲାମ ବିରୁଦ୍ଧରେ…

ନୂଆ ମ୍ୟାପ୍ ଜାରି କଲା ପାକିସ୍ତାନ, କାଶ୍ମୀର ସହ ଲଦାଖର କିଛି ଅଂଶକୁ ନିଜର ଦର୍ଶାଇଲା

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୫ରେ ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦକୁ ବର୍ଷେ ପୂରିବ । ତେବେ ଏହାର ଦିନକ ପୂର୍ବରୁ ପାକିସ୍ତାନ ପକ୍ଷରୁ ଏକ ନୂଆ ମ୍ୟାପ୍ ଜାରି କରାଯାଇଛି । ଏଥିରେ ଭାରତୀୟ ଅଞ୍ଚଳ ଜମ୍ମୁ ଓ କଶ୍ମୀର ଏବଂ ଲଦାଖକୁ ନିଜସ୍ୱ ଅଞ୍ଚଳ ବୋଲି ଦର୍ଶାଯାଇଛି । କେବଳ…

ମ୍ୟାପରେ ଦର୍ଶାଇଲେ କାଶ୍ମୀର ଭାରତର; ସତ କହି ବହିଷ୍କୃତ ହେଲେ ପାକିସ୍ତାନ ଟିଭି ଚ୍ୟାନେଲ୍ ଅଧିକାରୀ !

ଇସଲାମାବାଦ: ଆତଙ୍କବାଦୀମାନଙ୍କୁ ଅନେକ ବର୍ଷ ଧରି ପ୍ରୋତ୍ସାହନ ଯୋଗାଇ ଆସୁଥିବା ଦେଶ ହେଉଛି ପାକିସ୍ତାନ, ଏହା କାହାରିକୁ ଅଛପା ନୁହେଁ । ସମ୍ପୂର୍ଣ୍ଣ କାଶ୍ମୀର ଯେ ଭାରତ ଅବିଚ୍ଛେଦ୍ୟ ଅଙ୍ଗ ତାହା ମାନିବାକୁ ପାକିସ୍ତାନ କେବେବି ପ୍ରସ୍ତୁତ ନୁହେଁ । କାଶ୍ମୀର ହାସଲ କରିବା ଲାଗି ପାକିସ୍ତାନ…

ବିପଦରେ ପାକିସ୍ତାନ; ଇମ୍ରାନଙ୍କୁ କରୋନା !

ଇସ୍ଲାମାବାଦ: ଏବେ ପାକିସ୍ତାନ ଘୋର ବିପଦରେ ପଡ଼ିଛି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବା ନେଇ ପାକିସ୍ତାନ ଗଣମାଧ୍ୟମରେ ଆଲୋଚନା ଜୋର୍ ଧରିଛି । ପାକିସ୍ତାନ ଗଣମାଧ୍ୟମ ଦି ଡନ୍‌ରେ ପ୍ରକାଶିତ ହୋଇଥିବା ଏକ ରିପୋର୍ଟ ଅନୁଯାୟୀ ଇମ୍ରାନ କରୋନା…

ପାକିସ୍ତାନରେ ଚାଲିଛି ଅଜବ କାର୍ଯ୍ୟ; ନାଚିଲେ ମିଳୁଛି କରୋନା ସହଯୋଗ !

ଇସ୍ଲାମାବାଦ: ଘାତକ କରୋନା ମହାମାରୀର ଯନ୍ତ୍ରଣା ଭୋଗୁଛି ଏବେ ସାରା ବିଶ୍ୱ । ତେବେ ପାକିସ୍ତାନରେ ସାଧାରଣ ଜନତାଙ୍କ ସମେତ ଗରିବ ଅସହାୟ ଜନସାଧାରଣ ଅସହ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପାକିସ୍ତାନରେ ଅଧିକାଂଶ ଗରିବ ଜନସାଧାରଣ ଭୋଗୁଛନ୍ତି ଅବ୍ୟକ୍ତ ଯନ୍ତ୍ରଣା । କେବଳ ଜନସାଧାରଣ…

ପାକିସ୍ତାନ ପାଇଁ ବିପଦ ଇମ୍ରାନ ଖାନ !

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପାକିସ୍ତାନ ପାଇଁ ଏକ ବଡ଼ ବିପଦ ବୋଲି କହିଛନ୍ତି ପାକ୍ ସାଂସଦ । ଇମ୍ରାନ ଖାନ ବିଦେଶରେ ମୁହଁ ଖୋଲିବା ପାକିସ୍ତାନ ପାଇଁ ବିପଦ ହୋଇଥିବାରୁ ତାଙ୍କର ଭାଷଣ ଓ ସାମ୍ବାଦିକ ସମ୍ମିଳନୀ ଉପରେ କଟକଣା ଲଗାଯିବାକୁ ପାକିସ୍ତାନର ବିରୋଧୀ ଦଳ…

ପରମାଣୁ ବୋମାର ଧମକ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ !

ନୂଆଦିଲ୍ଲୀ: ଫ୍ରାନ୍ସରେ ଅନୁଷ୍ଠିତ ହେଉଥିବା ଜି-୭ ଶିଖର ସମ୍ମିଳନୀରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ କାଶ୍ମୀରକୁ ନେଇ ଆଲୋଚନା ହୋଇଛି । କାଶ୍ମୀର ମାମଲାରେ ଭାରତ ଓ ପାକିସ୍ତାନ ବ୍ୟତୀତ ଅନ୍ୟ କୌଣସି ତୃତୀୟ ରାଷ୍ଟ୍ର…