Latest Odisha News

BREAKING NEWS

Browsing Tag

Imran Khan

ଇମ୍ରାନ ବଢ଼ିଆ କମେଡ଼ି କରିପାରିବେ, ସେ ‘କପିଲ ଶର୍ମା ସୋ’ ଯାଆନ୍ତୁ

ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ‘ଦ କପିଲ ଶର୍ମା ସୋ’ରେ ଚରିତ୍ରଟେ ମିଳୁ । ପାଜି ଅର୍ଥାତ୍ ସିଦ୍ଧୁ ଅବସର ନେବା ପରେ ତାଙ୍କ ଚୌକି ଖାଲି ପଡ଼ିଛି । ଇମ୍ରାନଙ୍କ ପୂର୍ବତନ ପତ୍ନୀ ରେହାମ ଖାନ୍ କଟାକ୍ଷ କରି ଏମିତି କହିଛନ୍ତି । ବୁଧବାର ପେଶାୱାରରେ…

ଇମ୍ରାନ ଖାନଙ୍କ ୟର୍କରକୁ ନୋ ବୋଲ୍ ଦେଲେ ସୁପ୍ରିମକୋର୍ଟ, ଆସନ୍ତାକାଲି ହୋଇପାରନ୍ତି କ୍ଲିନ୍ ବୋଲ୍ଡ

ଇସଲାମାବାଦ: ପଲଟିଗଲା ପାକିସ୍ତାନ ରାଜନୀତିର ସମୀକରଣ । ସୁପ୍ରିମକୋର୍ଟଙ୍କ ରାୟ ପରେ ପାକିସ୍ତାନ ରାଜନୀତି ସମ୍ପୂର୍ଣ୍ଣ ଓଲଟି ଯାଇଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ଦଳ ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ସଂସଦରେ ଅନାସ୍ଥା ଭୋଟର ସାମ୍ନା ନକରି ରାଷ୍ଟ୍ରପତିଙ୍କ ସୁପାରିଶ…

୩୨ ମିଲିୟନ ଡଲାର ନେଇ ପାକିସ୍ତାନରୁ ଫେରାର ପତ୍ନୀଙ୍କ ସାଙ୍ଗ, ଇମ୍ରାନ ଖାନ୍ କରିଛନ୍ତି ସହଯୋଗ

ଇସଲାମାବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପତ୍ନୀ ବୁଶ୍ରା ବିବିଙ୍କ ଜଣେ ବନ୍ଧୁ ପ୍ରାୟ ୩୨ ମିଲିୟନ ଆମେରିକୀୟ ଡଲାର ଠକେଇ କରି ଫେରାର ହୋଇଛନ୍ତି । ବୁଶ୍ରାଙ୍କ ବନ୍ଧୁ ଫରା ଖାନ୍ ଏକ ବିଳାସପୂର୍ଣ୍ଣ ବିମାନରେ ଯାତ୍ରା ସମୟର ଏକ ଫଟୋ ମଙ୍ଗଳବାର ପାକିସ୍ତାନ ସୋସିଆଲ ମିଡିଆରେ…

ଇମ୍ରାନ ଖାନ ଆଉ ପାକିସ୍ତାନର ‘କ୍ୟାପଟେନ’ ନୁହଁନ୍ତି, ଏବେ ସରକାର କାହା ହାତରେ?

ଇସଲାମାବାଦ: ପାକିସ୍ତାନ ସରକାର ଏକ ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରିଛନ୍ତି, ଇମ୍ରାନ ଖାନ ସରକାରୀ ଭାବେ ପାକିସ୍ତାନର ଆଉ ପ୍ରଧାନମନ୍ତ୍ରୀ ନୁହଁନ୍ତି । ଏହି ବିଜ୍ଞପ୍ତି ପୂର୍ବରୁ କିନ୍ତୁ ଇମ୍ରାନ ସରକାରର ମନ୍ତ୍ରୀ ଫାୱାଦ ଚୌଧୁରୀ କହିଥିଲେ ଯେ ଇମ୍ରାନ ଖାନ ଧାରା ୨୨୪ ଅନୁଯାୟୀ…

ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଆଜି ଅଗ୍ନିପରୀକ୍ଷା

ଓଡ଼ିଶା ସମ୍ବାଦ ବ୍ୟୁରୋ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ ଆଜି ଅଗ୍ନିପରୀକ୍ଷା । ପ୍ରଧାନମନ୍ତ୍ରୀ ଚୌକି ରହିବ ନା ଗାଦିଚ୍ୟୁତ ହେବେ ସ୍ପଷ୍ଟ ହେବ । ଶେଷ ବଲ ଯାଏ ଲଢ଼େଇ କରିବାକୁ ଚାହୁଁଥିବା ପୂର୍ବତନ କ୍ରିକେଟରଙ୍କ ଭାଗ୍ୟ ନିର୍ଦ୍ଧାରଣର ଦିନ । ଆଜି ପାକିସ୍ତାନ…

ଆସନ ଟଳମଳ ବେଳେ ଭାରତକୁ ପୁଣି ପାକ୍ ପିଏମଙ୍କ ପ୍ରଶଂସା

ନୂଆଦିଲ୍ଲୀ: ଆସନ୍ତାକାଲି ପାକିସ୍ତାନର ନ୍ୟାଶନାଲ ଆସେମ୍ବଲିରେ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ହୋଇପାରେ । ଏହା ପୂର୍ବରୁ କିନ୍ତୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦ୍ୱିତୀୟଥର ପାଇଁ ଭାରତକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସାରା ବିଶ୍ୱ ଭାରତର ପାସପୋର୍ଟକୁ ସମ୍ମାନ…

ଇସ୍ତଫା ଦେବେ ନାହିଁ ଇମ୍ରାନ୍, କ୍ରିକେଟରଙ୍କ ଭଳି ଶେଷ ବଲ୍ ପର୍ଯ୍ୟନ୍ତ ଲଢ଼େଇ କରିବେ

ଇସଲାମାବାଦ୍: ପାକିସ୍ତାନରେ ରାଜନୈତିକ ଅସ୍ଥିରତା ମଧ୍ୟରେ ଗୁରୁବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ପାକିସ୍ତାନ ସଂସଦର ନିମ୍ନ ସଦନ ନ୍ୟାସନାଲ ଆସେମ୍ବଲିରେ ତାଙ୍କ ବିରୋଧରେ ବିରୋଧୀଙ୍କ ଦ୍ୱାରା ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ଏବଂ…

ଭାରତର ନୀତିକୁ ପ୍ରଶଂସା କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ, ହେଲେ କାହିଁକି ?

ଇସଲାମାବାଦ: ନିଜ ଦେଶରେ ଅନାସ୍ଥା ପ୍ରସ୍ତାବ ଭୋଟର ପରୀକ୍ଷା ଦେବାକୁ ଯାଉଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଭାରତକୁ ପ୍ରଶଂସା କରିଛନ୍ତି। ମୁଖ୍ୟତଃ ଭାରତର ବୈଦେଶିକ ନୀତିକୁ ଇମ୍ରାନ୍ ପ୍ରଶଂସା କରିବା ପାକିସ୍ତାନ ରାଜନୀତିରେ ହଟଚମଟ ସୃଷ୍ଟି କରିଛି।  ସେ କହିଛନ୍ତି ଯେ…

ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀଙ୍କ କାର ଉପରେ ଫାୟାରିଙ୍ଗ୍‌

ନୂଆଦିଲ୍ଲୀ: ଇମ୍ରାନ ଖାନଙ୍କ ପୂର୍ବତନ ପତ୍ନୀ ରେହମ ଖାନଙ୍କୁ ତାଙ୍କ କାର ଉପରେ ଆକ୍ରମଣ କରାଯାଇଥିବା ଦାବି କରାଯାଇଛି। ସେ ଏକ ବିବାହ କାର୍ଯ୍ୟକ୍ରମରୁ ଘରକୁ ଫେରୁଥିବା ସମୟରେ ଏହି ସବୁ ଘଟଣା ଘଟିଥିବା ଜଣାପଡ଼ିଛି। ଯେଉଁଥିରେ ହଠାତ୍ ତାଙ୍କ କାର ଉପରେ ଗୁଳି ବିନିମୟ ହୋଇଥିଲା। ସେ ନିଜେ ଏ…

ଶ୍ରୀଲଙ୍କା ଗସ୍ତ ବେଳେ ବାୟୁସୀମା ବ୍ୟବହାର ଲାଗି ଇମ୍ରାନଙ୍କୁ ଭାରତର ଅନୁମତି

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଭାରତ ବାୟୁସୀମା ବ୍ୟବହାର ଲାଗି ଅନୁମତି ଦେଇଛି । ଇମ୍ରାନ ଖାନଙ୍କ ଶ୍ରୀଲଙ୍କା ଗସ୍ତରେ ଯାଉଛନ୍ତି । ଗସ୍ତ ବେଳେ ଭାରତ ବାୟୁସୀମା ବ୍ୟବହାର ନେଇ ପାକିସ୍ତାନ ପକ୍ଷରୁ ଅନୁରୋଧ କରାଯାଇଥିଲା । ଭାରତ ଅନୁମତି ପ୍ରଦାନ କରିଥିବା ବେଳେ…