Latest Odisha News

BREAKING NEWS

Browsing Tag

India-Srilanka

ଭାରତ-ଶ୍ରୀଲଙ୍କା ସିରିଜ ଅୟୋଜନ ନେଇ ସଙ୍କଟ, ଆୟୋଜକ ଦଳର ବ୍ୟାଟିଂ କୋଚ କରୋନା ସଂକ୍ରମିତ

କଲମ୍ବୋ: ଭାରତ-ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଏବଂ ଟି୨୦ କ୍ରିକେଟ ସିରିଜରେ କରୋନା ସଙ୍କଟ ଦେଖାଦେଇଛି । ଗୁରୁବାର ଶ୍ରୀଲଙ୍କାର ବ୍ୟାଟିଂ କୋଚ ଗ୍ରାଂଟ ଫ୍ଲାୱାର କରୋନା ସଂକ୍ରମିତ ଥିବା ଜଣାପଡିବା ପରେ ଏହାର ଆୟୋଜନ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ୧୩ ଜୁଲାଇରୁ ଦିନିକିଆ…

ବିଶୃଙ୍ଖଳିତ ଆଚରଣ ଯୋଗୁ ଭାରତ ବିପକ୍ଷ ସିରିଜରୁ ବାଦ୍ ପଡିଲେ ମେଣ୍ଡିସ, ଦନୁଷ୍କା, ଡିକୱେଲ

କଲମ୍ବୋ: କରୋନା କଟକଣା ନ ମାନି ହୋଟେଲ ବାହାରେ ଧୂମପାନ କରିବା ଶ୍ରୀଲଙ୍କାର କେତେକ କ୍ରିକେଟରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହି ବିଶୃଙ୍ଖଳିତ ଖେଳାଳିମାନେ ହେଲେ କୁସଲ ମେଣ୍ଡିସ, ଦନୁଷ୍କା ଗୁଣଥିଲକା ଓ ଉଇକେଟକିପର ନିରୋଶାନ ଡିକୱେଲ । ଇଂଲଣ୍ଡ ବିପକ୍ଷ ସିରିଜ ଅଧାରୁ ସ୍ୱଦେଶ…

ଆଜି ଭାରତ-ଶ୍ରୀଲଙ୍କା ୨ୟ ଟି-୨୦ ମୁକାବିଲା; ବୁମରାହଙ୍କ ଉପରେ ନଜର

ଇନ୍ଦୋର: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ । ବର୍ଷା ଯୋଗୁଁ ପ୍ରଥମ ମ୍ୟାଚ୍ ବାତିଲ ହୋଇଥିବା ବେଳେ ଏହାକୁ ଜିତିବା ପାଇଁ ଉଭୟ ଦଳ ମଧ୍ୟରେ କଡା ଟକ୍କର ହେବ । ଏହି ମ୍ୟାଚ୍ ଇନ୍ଦୋରର ହୋଲକର୍ ଷ୍ଟାଡିୟମରେ ଆଜି ରାତି ୭ଟା ବେଳେ ଅନୁଷ୍ଠିତ ହେବାକୁ ଯାଉଛି ।…

ଆଜି ଭାରତ-ଶ୍ରୀଲଙ୍କା ଟି-୨୦ ଟକ୍କର; କମବ୍ୟାକ୍ କଲେ ବୁମରାହ

ଗୌହାଟୀ: ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବର୍ଷର ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ଭାରତୀୟ ଖେଳାଳୀ ମାନେ ୧ମ ମ୍ୟାଚରେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିଜୟ ଧାରା ଜାରି ରଖିବା ଲାଗି ରଣନୀତି ପସ୍ତୁତ କରିଛନ୍ତି । ଏହି ମ୍ୟାଚ୍ ଗୌହାଟୀର ବରସରପରା ଷ୍ଟାଡିୟମରେ ଆଜି ରାତି ୭ଟା ବେଳେ…