Latest Odisha News

BREAKING NEWS

Browsing Tag

india

ଆଜିଠୁ ଆରମ୍ଭ ଆଇଫୋନ୍‌ ୧୩ ସିରିଜର ପ୍ରି-ବୁକିଂ

ନୂଆଦିଲ୍ଲୀ: ଆଜିଠୁ ଆରମ୍ଭ ଭାରତରେ ଆଇଫୋନ୍‌ ୧୩ ସିରିଜ୍‌ର ପ୍ରି-ବୁକିଂ। ଆଇଫୋନ୍ ୧୩, ଆଇଫୋନ୍ ୧୩ ପ୍ରୋ, ଆଇଫୋନ୍ ୧୩ ପ୍ରୋ ମ୍ୟାକ୍ସ ଏବଂ ଆଇଫୋନ୍ ୧୩ ମିନି ଉପଲବ୍ଧ। ଏହି ସପ୍ତାହ ଆରମ୍ଭରେ ଆପଲ୍ ଆଇଫୋନ୍ ୧୩ ସିରିଜ୍ ଲଞ୍ଚ କରିଥିଲା। ଆଇଫୋନ୍ ୧୩ ମିନି ଏବଂ ଆଇଫୋନ୍ ୧୩ ଡୁଆଲ୍ ରିୟର…

ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷିତ: ଅଶ୍ୱୀନ ଫେରିଲେ, ଧୋନୀ ଟିମ ମେଂଟର

ମୁମ୍ବାଇ: ୟୁଏଇ ଓ ଓମାନରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳରୁ ବାଦ୍ ପଡିଛନ୍ତି ୟୁଜଭେନ୍ଦ୍ର ଚହଲ ଓ ଶିଖର ଧାୱନ । ଦୁଇ ଉଇକେଟ କିପର ରିଷଭ ପନ୍ତ ଓ ଇଶାନ କିଶାନଙ୍କୁ ସୁଯୋଗ ଦିଆଯାଇଛି । ଦୀର୍ଘ ଦିନ ପରେ…

ଟିକାକରଣରେ ରେକର୍ଡ କଲା ଭାରତ; ସମସ୍ତ ଜି -୭ ଦେଶ ମଧ୍ୟରେ ସବୁଠୁ ଆଗରେ ଭାରତ

ନୂଆଦିଲ୍ଲୀ:କରୋନା ଟିକାକରଣରେ ରେକର୍ଡ କଲା ଭାରତ। ରବିବାର ଦିନ କେନ୍ଦ୍ର ସରକାର ସୂଚନା ଦେଇଛନ୍ତି ଯେ ଅଗଷ୍ଟ ମାସରେ ଭାରତ ସମସ୍ତ ଜି -୭ ଦେଶ ମଧ୍ୟରେ ସର୍ବାଧିକ କରୋନା ଟିକା ଦେଇଛି। କେନ୍ଦ୍ର ଦ୍ବାରା ପ୍ରଦତ୍ତ ତଥ୍ୟରେ ଦର୍ଶାଇଛି ଯେ ସମସ୍ତ ଜି -୭ ସଦସ୍ୟ ଦେଶମାନଙ୍କରେ ୧୦.୧ କୋଟି…

ଆସନ୍ତା ନଭେମ୍ବରରେ ଭାରତ-ଆମେରିକା ମଧ୍ୟରେ ୨ + ୨ ଆଲୋଚନା

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ୨ + ୨ ଆଲୋଚନା ଚଳିତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ହେବ ବୋଲି ବୈଦେଶିକ ସଚିବ ହର୍ଷ ବର୍ଦ୍ଧନ ଶ୍ରୀଙ୍ଗଲ କହିଛନ୍ତି। “ଭାରତ ଓ ଆମେରିକା ମଧ୍ୟରେ ୨ + ୨ ଆଲୋଚନା ନମ୍ବେରରେ ହେବ କିନ୍ତୁ ଏହାର ପ୍ରକୃତ ତାରିଖ ଧାର୍ଯ୍ୟ ହୋଇନାହିଁ ବୋଲି…

ହାଇଜମ୍ପରେ ଥାଙ୍ଗଭେଲୁ ରୌପ୍ୟ, ଶରଦ ବ୍ରୋଞ୍ଜ ଜିତିଲେ

ଟୋକିଓ: ଚଳିତ ଟୋକିଓ ପାରାଅଲିମ୍ପିକ୍ସରେ ଭାରତୀୟ ଆଥଲେଟମାନେ ଶ୍ରେଷ୍ଠ ପ୍ରଦର୍ଶନ ଜାରୀ ରଖିଛନ୍ତି । ମଙ୍ଗଳବାର ସିଂହରାଜ ପୁରୁଷ ୧୦ମିଟର ଏୟାର ପିସ୍ତଲ ଇଭେଂଟରେ ବ୍ରୋଞ୍ଜ ପଦକ ଜିତି ଅଭିଯାନ ଆରମ୍ଭ କରିଥିଲେ । ଏହା ପରେ ହାଇଜମ୍ପର ଟି୬୩ ବିଭାଗରେ ମାରିୟପ୍ପନ ଥାଙ୍ଗାଭେଲୁ ଓ ଶରଦ କୁମାର…

କାବୁଲରେ ବନ୍ଦ ହେଲା ଭାରତୀୟ ଦୂତାବସ, ଅଧିକାରୀଙ୍କୁ ନେଇ ଭାରତ ଅଭିମୁଖେ ଗ୍ଲୋବମାଷ୍ଟର

ନୂଆଦିଲ୍ଲୀ: ତାଲିବାନ କବଜାକୁ ଆଫଗାନିସ୍ତାନ ଯିବା ପରେ ଭାରତୀୟଙ୍କୁ ସେଠାରୁ ଆଣିବା ପାଇଁ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ମଙ୍ଗଳବାର କାବୁଲରେ ଥିବା ଦୂତାବସକୁ ବନ୍ଦ କରିବା ସହ ଅଧିକାରୀମାନଙ୍କୁ ଭାରତ ଫେରାଇ ଆଣିବା ପାଇଁ ସମସ୍ତ ଚେଷ୍ଟା ଚାଲିଛି । ଆମେରିକା ସୈନିକଙ୍କ ସୁରକ୍ଷା ମଧ୍ୟରେ…

ଲର୍ଡ୍ସରେ ଇଂଲଣ୍ଡ ଖେଳାଳି ବଲ ଟ୍ୟାମ୍ପରିଂ କରୁଥିବା ନେଇ ସନ୍ଦେହ !

ନୂଆଦିଲ୍ଲୀ: ଭାରତ-ଇଂଲଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ଖେଳାଳି ବଲ ଟ୍ୟାମ୍ପରିଂ କରୁଥିବା ସନ୍ଦେହ ଉପୁଜିଛି । ୪ର୍ଥ ଦିବସରେ ଆୟୋଜକ ଦଳର କେତେକ ଖେଳାଳି ବଲକୁ ସ୍ପାଇକରେ ଘସୁଥିବା ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଏ ସମ୍ପର୍କୀତ ଫଟୋ ଶେୟାର ହେବା ପରେ ଏବେ…

ଅଲିମ୍ପିକ୍ସ: ୩୭ ବର୍ଷ ପରେ ଗ୍ରୁପ ଷ୍ଟେଜରେ ୩ ମ୍ୟାଚ ଜିତିଲେ ଭାରତୀୟ ହକି ଟିମ୍‌

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଖେଳାଳି ଲୟକୁ ଫେରିଛନ୍ତି । ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ମୁକାବିଲାରେ ଭାରତୀୟ ହକି ଦଳ ଅଲିମ୍ପିକ ଚାମ୍ପିୟନ ଆର୍ଜେଂଟିନାକୁ ୩-୧ରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିିଛି । ଦୀର୍ଘ ୩୭ ବର୍ଷ ପରେ ଅଲିମ୍ପିକ୍ସରେ ଭାରତ ଗ୍ରୁପ ଷ୍ଟେଜରେ…

ଫ୍ଲାଇଟ ମିସ୍ କଲେ ଭିନେଶ, ଟୋକିଓରେ ପଂହଚି ପାରିବେ ତ!

ନୂଆଦିଲ୍ଲୀ: ଭାରତର ଷ୍ଟାର ମହିଳା ରେସଲର ଭିନେଶ ଫୋଗଟ ଟୋକିଓ ଫ୍ଲାଇଟ ମିସ୍ କରିଛନ୍ତି । ୟୁରୋପିଆନ ୟୁନିୟନରେ ଭିଜାରେ ପ୍ରଦତ ତାରିଖଠାରୁ ସେ ଗୋଟିଏ ଦିନ ଅଧିକ ରହି ଯାଇଥିଲେ । ଫଳରେ ତାଙ୍କୁ ଫ୍ଲାଇଟରେ ଯିବାକୁ ଅନୁମତି ମିଳି ନ ଥିଲା । ପ୍ରାପ୍ତ ଖବର ଅନୁସାରେ ଭିନେଶକୁ ଟୋକିଓରେ…

ତୀରନ୍ଦାଜ, ମହିଳା ହକିରେ ପୁନର୍ବାର ନିରାଶା

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ବୁଧବାର ଭାରତୀୟ ତୀରନ୍ଦାଜ, ମହିଳା ହକି ଓ ରୋଇଂରେ ଭାରତୀୟଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ତୀରନ୍ଦାଜରେ ତରୁଣଦୀପ ରାୟ ପୁରୁଷ ସିଙ୍ଗଲ୍ସ ପଦକ ଦୌଡରୁ ବାଦ୍ ପଡିଛନ୍ତି । ରାଉଣ୍ଡ ଅଫ ୧୬ ଏଲିମିନେଶନ ମୁକାବିଲାରେ ଇସ୍ରାଏଲର ଇଟେ ଶୈନୀଙ୍କ ସହ ତାଙ୍କ…