Latest Odisha News

BREAKING NEWS

Browsing Tag

india

ଜାତିସଂଘରେ ପାକିସ୍ତାନକୁ ଭାରତର ମୁହଁତୋଡ ଜବାବ; ପାକ ମନ୍ତ୍ରୀଙ୍କ ପ୍ରଶ୍ନ ଉତ୍ତର ପାଇବାର ଯୋଗ୍ୟତା ରଖେନି

ନୂଆଦିଲ୍ଲୀ:ଜାତିସଂଘରେ ପୁଣି ଥରେ ପାକିସ୍ତାନକୁ ମୁହଁତୋଡ ଜବାବ ଦେଇଛି ଭାରତ । ମହିଳା, ଶାନ୍ତି ଏବଂ ସୁରକ୍ଷା ପ୍ରସଙ୍ଗରେ ଜାତିସଂଘର ସୁରକ୍ଷା ପରିଷଦରେ ଆଲୋଚନା ସମୟରେ ପାକିସ୍ତାନ  ବିଦେଶମନ୍ତ୍ରୀ ବିଲାବଲ ଭୁଟ୍ଟୋ ଜରଦାରୀ ଜମ୍ମୁକଶ୍ମୀର ପ୍ରସଙ୍ଗ ଉଠାଇଥିଲେ ।  ଜାତିସଂଘରେ ଭାରତର…

କାଶ୍ମୀରକୁ ଭୁଲିଯାଅ ଭାରତ ସହ ବନ୍ଧୁତା କର : ସାଉଦି ଆରବ

ନୂଆଦିଲ୍ଲୀ : ବର୍ତ୍ତମାନ ସମୟରେ  ପାକିସ୍ତାନରେ ଭୟଙ୍କର ଆର୍ଥିକ ସଙ୍କଟ ଦେଖାଦେଇଛି । ଦେଶରେ ସମସ୍ତ ଦୈନିକ ବ୍ୟବହାର ସାମଗ୍ରୀର ଦର ଆକାଶଛୁଆଁ ହୋଇଯାଇଛି । ସବୁଠୁ ବଡ଼ କଥା ହେଉଛି ଏଭଳି ସ୍ଥିତିରେ ମୁସଲିମ୍ ଦେଶମାନେ ପାକିସ୍ତାନର ହାତ ମଧ୍ୟ ଛାଡ଼ିବାରେ ଲାଗିଛନ୍ତି । ଯେଉଁମାନେ ପୂର୍ବରୁ…

ଚୀନ୍‌ ପାଇଁ ୧୩୫ କିଲୋମିଟର ରାସ୍ତା ପ୍ରସ୍ତୁତ କଲା ଭାରତ

ନୂଆଦିଲ୍ଲୀ : ଭାରତୀୟ ସୀମା ପ୍ରତି ଚୀନ୍‌ର ମନୋଭାବ କେବେ ବିଶ୍ୱାସଯୋଗ୍ୟ ନୁହେଁ। ସମୟ ସମୟରେ ଚୀନ୍ ଏପରି କାର୍ଯ୍ୟ କରିଥାଏ, ଯାହା ନିଜକୁ ଭୁଲ ବୋଲି ପ୍ରମାଣ କରିଥାଏ  । ହେଲେ ଗତ କିଛି ବର୍ଷ ମଧ୍ୟରେ ଭାରତର ଆକ୍ରମଣାତ୍ମକ ଆଭିମୁଖ୍ୟ ଚୀନ୍‌କୁ ଅନେକ ଥର ପଛକୁ ଫେରାଇ ଆଣିବା ପାଇଁ କାର୍ଯ୍ୟ…

ପାକିସ୍ତାନକୁ ନୋଟିସ୍‌ ଦେଲା ଭାରତ

ନୂଆଦିଲ୍ଲୀ : ବହୁତ ଖରାପ ସମୟ ଦେଇ ଗତି କରୁଛି ଏବେ ପାକିସ୍ତାନ । ୧୯୬୦ ସିନ୍ଧୁ ଜଳ ଚୁକ୍ତି ଉଲ୍ଲଂଘନକୁ ନେଇ ଏବେ ପାକିସ୍ଥାନକୁ ନୋଟିସ ଜାରି କରିଛି ଭାରତ । ପାକିସ୍ତାନର ବହୁ କାର୍ଯ୍ୟ ସିନ୍ଧୁ ଜଳ ଚୁକ୍ତି ଉଲ୍ଲଂଘନ କରୁଥିବାରୁ ଏହି ନୋଟିସ ଜାରି କରାଯାଇଥିବା ଜଣାପଡ଼ିଛି । ୧୯୬୦ରେ…

ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ଜିତିଲା ଭାରତ, ରାଙ୍କିଂ ଲିଷ୍ଟର ଶୀର୍ଷରେ ଟିମ୍ ଇଣ୍ଡିଆ

ଇନ୍ଦୋର: ୯୦ ରନରେ ଭାରତ, ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚକୁ ଜିତିବା ସହ ୩ ଟିକିଆ ଦିନିକିଆ ମ୍ୟାଚ୍ ସିରିଜକୁ କ୍ଲିନ୍ ସୁଇପ୍ କରିଛି । ବିଜୟ ସହ ଭାରତ ଦିନିକିଆ ଫର୍ମାଟରେ ଇଂଲଣ୍ଡକୁ ପଛରେ ପକାଇ ବିଶ୍ୱର ଶ୍ରେଷ୍ଠ ଟିମ୍ ଭାବେ ଆଇସିସି ରାଙ୍କିରେ ସ୍ଥାନ ପାଇଛି । ଆଜିର…

୪-୨ ଗୋଲରେ ୱେଲ୍ସକୁ ହରାଇଲା ଭାରତ, କ୍ରସ୍ ଓଭରରେ ନ୍ୟୁଜିଲାଣ୍ଡ ସହ ମୁକାବିଲା

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ୱାଲେ ବିପକ୍ଷ ମ୍ୟାଚରେ ଭାରତ ବିଜୟୀ ହୋଇଛି । ଏଥିସହ କ୍ରସ୍ ଓଭରରେ ଭାରତ ନ୍ୟୁଜିଲାଣ୍ଡକୁ ଭେଟିବ । ଆଜିର ଚିତ୍ତାକର୍ଷକ ମ୍ୟାଚରେ ୪-୨ ଗୋଲରେ ଭାରତ ବିଜୟୀ ହୋଇଛି । ଦଳ ପକ୍ଷରୁ ଆକାଶଦୀପ ସିଂ ୨ଟି ଗୋଲ୍ ଦେଇଥିବା ବେଳେ ଶମଶେର ସିଂ ଓ ହରମନପ୍ରୀତ ସିଂ…

କାହାର ଏ ଚାପ ? ୨୪ ଘଣ୍ଟା ଯାଇନି କାହିଁକି ବଦଳିଗଲା ପାକ ପ୍ରଧାନମନ୍ତ୍ରୀ ସ୍ୱର

ନୂଆଦିଲ୍ଲୀ: ଶିକ୍ଷା ଲାଭ କରିଥିଲେ । ହେଲେ ଶିକ୍ଷା ଭୁଲିଗଲେ କି ପାକ ପ୍ରଧାନମନ୍ତ୍ରୀ ? ପ୍ରଥମେ ନେହୁରା ହେଲେ କିନ୍ତୁ ପରେ ପଲଟି ଗଲେ କାହିଁକି ? ୨୪ ଘଣ୍‌ଟା ପରେ କାହିଁକି ବଦଳିଗଲା ସ୍‌:ର ? ଯୁଦ୍ଧ ବରବାଦି ଆଣି ଦେଇଛି ବୋଲି କହୁଥିଲେ । ଶାନ୍ତିପୂର୍ଣ୍ଣ ଆଲୋଚନା ଚାହୁଁଥିଲେ । ହେଲେ…

ଏ ସରକାରୀ ବାବୁ ! ୟାଙ୍କର ତ୍ରିରଙ୍ଗାକୁ ଖାତିର ନାହିଁ…

ଭୁବନେଶ୍ୱର: ତ୍ରିରଙ୍ଗା ଯାହା ନାଁ କାନରେ ପଡିଲେ, ଦେହରେ ଶିହରଣ ସୃଷ୍ଟି ହୁଏ । ହେଲେ ଏଠି ତ୍ରିରଙ୍ଗାକୁ ଏତେ ଅସମ୍ମାନ !  ଫରଫର ଉଡୁଥିବା ତ୍ରିରଙ୍ଗାରେ ଚାଲିଛି ଧୂଳିପୋଛା ! ଯେଉ ତ୍ରିରଙ୍ଗା ଦେଖିଲେ  ଭାରତୀୟଙ୍କ ଛାତି ଗର୍ବରେ ଫୁଲିଯାଏ ତାର ପୁଣି ଏତେ ଅମର୍ଯ୍ୟଦା ! ସୋସିଆଲ ମିଡିଆରେ…

ପୂରଣ ହେବ କି ଭାରତର ୪୮ ବର୍ଷର ସ୍ୱପ୍ନ ?

ଭୁବନେଶ୍ୱର: ଆଉ ମାତ୍ର ୩ ଦିନ । ଆରମ୍ଭ ହେବ ହକି ବିଶ୍ୱକପ୍ । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯିବ ସମସ୍ତ ମ୍ୟାଚ । ୨୦୧୮ ହକି ବିଶ୍ୱକପ୍ ପରେ ଓଡ଼ିଶାରେ ଲଗାତାର ଦ୍ୱିତୀୟ ଥର ପାଇଁ ହକି ବିଶ୍ୱକପ୍ ଖେଳ ହେବାକୁ ଯାଉଛି । ବିଶ୍ୱର…

ବାପା ହେଲେ ମିଳିବ ଛୁଟି

ଓଡ଼ିଶା ସମ୍ବାଦ ବ୍ୟୁରୋ: ସରକାରୀ ଅଫିସ ହେଉ ବା ବେସରକାରୀ, ପ୍ରତ୍ୟେକ ମହିଳାଙ୍କୁ ମାତୃତ୍ଵକାଳୀନ ଅବକାଶ ଦିଆଯାଇଥାଏ । ସାଧାରଣତଃ ମାତୃତ୍ୱକାଳୀନ ଅବକାଶ ୬ ମାସ ମିଳିଥାଏ । ତେବେ ଏହି ଅବକାଶ କେବଳ ମା’ ମାନଙ୍କ ପାଇଁ । ଖୁସିର କଥା, ଏଣିକି ବାପାମାନଙ୍କୁ ବି ମିଳିବ ଏମିତି ସୁବିଧା । ଏହି…