Latest Odisha News

BREAKING NEWS

Browsing Tag

india

ନୀତୀଶ କୁମାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଦାବି

ପାଟଣା: ଏନଡିଏ କାହାକୁ ରାଷ୍ଟ୍ରପତି ପ୍ରାର୍ଥୀ କରିବ ସେ ନେଇ ଅଙ୍କକଷା ଚାଲିଥିବା ବେଳେ ମେଣ୍ଟର ଅନ୍ୟତମ ସହଯୋଗୀ ଦଳ ଜେଡିୟୁର ସୁପ୍ରିମୋ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବାକୁ ଦାବି ହୋଇଛି । ଜେଡିୟୁ ନେତା ତଥା ମନ୍ତ୍ରୀ ଶ୍ରବଣ କୁମାର ଏହି…

ମୃତ୍ୟୁ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ପାଇଁ ମାଲେସିଆ ଆଣୁଛି ନୂଆ ନିୟମ

କୁଆଲାଲାମପୁର: ମାଲେସିଆରେ ଉଚ୍ଛେଦ ହେବ ମୃତ୍ୟୁ ଦଣ୍ଡ । ସରକାର ବାଧ୍ୟତାମୂଳକ ମୃତ୍ୟୁଦଣ୍ଡ ବ୍ୟବସ୍ଥାକୁ ଉଚ୍ଛେଦ କରିବା ପାଇଁ ସହମତି ପ୍ରକାଶ କରିଛନ୍ତି । ଏବେ ଯେଉଁମାନେ ଅପରାଧ ଅନୁଯାୟୀ ଦଣ୍ଡ ପାଇବେ । କିନ୍ତୁ ମୃତ୍ୟୁ ଦଣ୍ଡ ପାଇବେ ନାହିଁ । ଦେଶର ବିଚାରପତିଙ୍କୁ ମୃତ୍ୟୁ ଦଣ୍ଡର ବିକଳ୍ପ…

ହୋଟେଲ ମେ ଫାୟାରରେ ପହଞ୍ଚିଲେ ଦୁଇ ଦେଶର ଖେଳାଳି

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲେ ଖେଳାଳି । ବାରବାଟୀ ଟି-୨୦ ପାଇଁ ଉଭୟ ଦଳର ଖେଳାଳି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଛନ୍ତି । ଭାରତ ଓ ଦକ୍ଷିଣ ଆଫ୍ରିକା ଦଳର ସମସ୍ତ ଖେଳାଳି ବିମାନବନ୍ଦରରେ ପହଞ୍ଚିଛନ୍ତି । ବିମାନବନ୍ଦରରେ ପହଞ୍ଚିବା ପରେ ଉଭୟ ଦେଶରେ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ…

କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ସ୍ଥାନରେ ଅଧିକ ଟେଷ୍ଟ କରାଅ: କେନ୍ଦ୍ର

ନୂଆଦିଲ୍ଲୀ : ଗୁରୁବାର କେନ୍ଦ୍ର ସରକାର ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ କୋଭିଡ ସଂକ୍ରମଣର ନୂଆ କିମ୍ବା କ୍ଲଷ୍ଟର ରିପୋର୍ଟ ଆସୁଥିବା ଅଞ୍ଚଳରେ ଅଧିକରୁ ଅଧିକ ପରୀକ୍ଷା ସୁନିଶ୍ଚିତ କରିବାକୁ କହିଛନ୍ତି ଏବଂ ଏହି ରୋଗର ମୁକାବିଲା ପାଇଁ ପାଇଁ ପଞ୍ଚମୁଖୀ ରଣନୀତି ଅନୁସରଣ କରିବାର…

ବାରବାଟି ଲଢ଼େଇ ପାଇଁ ମଇଦାନ ରେଡି : ଆଜି ସୁରକ୍ଷା ମକଡିଲ କରିବ ପୋଲିସ

ଭୁବନେଶ୍ବର: ବାରବାଟି ଲଢ଼େଇ ପାଇଁ କ୍ରିକେଟ ପ୍ରଶଂସକମାନଙ୍କ ଆଖିରେ ନିଦ ନାହିଁ । ମ୍ୟାଚ୍ ଦେଖିବା ପାଇଁ ଟିକେଟ ପାଇଁ ରାତି ଅନିଦ୍ରା ମଧ୍ୟ ହେଉଛନ୍ତି ପ୍ରଶଂସକ । କଟକରେ ବାରବାଟୀ ଟି-୨୦ ମ୍ୟାଚ୍ ଏଥର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଖିବା ପାଇଁ ଟିକେଟ କିଣିଛନ୍ତି । ମୁଖ୍ୟମନ୍ତ୍ରୀ…

ଭାରତ – ଭିଏତନାମା ପ୍ରତିରକ୍ଷା ଚୁକ୍ତିକୁ ନେଇ ଚୀନ ଚିନ୍ତାରେ

ନୂଆଦିଲ୍ଲୀ: ସୀମାରେ ଚୀନକୁ ଭାରତୀୟ ସେନା ଟକ୍କର ଦେବା ପରେ ଏବେ ଯେଉଁ ବଡ଼ ନିଷ୍ପତ୍ତି ନେଇଛି ତାହାକୁ ନେଇ ଚୀନ ଚିନ୍ତାରେ । ଚୀନ ସହ ଭିଏତନାମାର ଘୋର ଶତ୍ରୁତା ଥିବା ବେଳେ ଭାରତ ଏବେ ଭିଏତନାମ ସହ ବନ୍ଧୁତାର ହାତ ବଢ଼ାଇଛି ।  ଚୀନକୁ ସାବାଡ କରିବା ପାଇଁ ଭାରତୀୟ ସେନା ଏବେ ଭିଏତନାମ ସହ…

ଭାରତୀୟ ମହାକାଶ କ୍ଷେତ୍ର ଆମେରିକା ଚୀନକୁ ଦେବ ଟକ୍ମର!

ନୂଆଦିଲ୍ଲୀ: ମହାକାଶ କ୍ଷେତ୍ରରେ ଦ୍ରୁତ ବିକାଶ ପାଇଁ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି । ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତ ସରକାରଙ୍କ ଠାରୁ ୧୦ଟି ଇନ-ଅର୍ବିଟ୍‌ ସଞ୍ଚାର ଉପଗ୍ରହ ଏନଏସଆଇଏଲ କୁ ହସ୍ତାନ୍ତର…

ଯୁବକମାନଙ୍କ ପାଇଁ ସେନା ଆଣୁଛି ନୂଆ ସୁଯୋଗ

ନୂଆଦିଲ୍ଲୀ: ଭାରତୀୟ ସେନାରେ ଯୁବକମାନଙ୍କୁ ନିଯୁକ୍ତି ଦେବା ପାଇଁ ସେନା ନୂଆ ପ୍ଲାନ କରିଛି । ଅଧିକରୁ ଅଧିକ ଯୁବକ ଦେଶସେବାରେ ଯୋଗଦେବାକୁ ସେନା  ନିଯୁକ୍ତି ପ୍ରକ୍ରିୟା ସବୁଦିନ ପାଇଁ ବଦଳିବାକୁ ଯାଉଛି । ଏବେ ସେନାରେ ଅଧିକ ଯୁବ ଗାେଷ୍ଠୀଙ୍କୁ ନିଯୁକ୍ତି ଦିଆଯିବ ପୁଣି କମ ଦିନ ପାଇଁ…

ଆସୁଛି ଇଲେକ୍ଟ୍ରିକ୍ ଟ୍ରାକ୍ଟର୍ ଏବଂ ଟ୍ରକ୍

ମୁମ୍ବାଇ: କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି ପୁଣି ଏକ ଦମଦାର ଘୋଷଣା କରିଛନ୍ତି । ଭାରତରେ ଖୁବଶୀଘ୍ର ଲଞ୍ଚ ହେବାକୁ ଯାଉଛି ଇଲେକ୍ଟ୍ରିକ ଟ୍ରାକ୍ଟର ଏବଂ ଟ୍ରକ୍ । ଯଦି ଏପରି ହୁଏ ଭାରତ ୟୁରୋପୀୟ ଦେଶମାନଙ୍କୁ ମଧ୍ୟ ପଛରେ ପକାଇଦେବ କୁହାଯାଇଛି । କୃଷକମାନଙ୍କ ଆୟ ଦୁଇଗୁଣ ବଢ଼ିଯିବ ବୋଲି…

ନୂପୁର ଶର୍ମାଙ୍କ ମନ୍ତବ୍ୟ ନୂଆଦିଲ୍ଲୀ ମତାମତର ପ୍ରତିଫଳନ ନୁହେଁ :  ଭାରତ

ନୂଆଦିଲ୍ଲୀ: ଟିଭିରେ ଜ୍ଞାନବାପି  ପ୍ରସଙ୍ଗରେ  ଡିବେଟ୍ ଚାଲିଥିବା ବେଳେ  ମହାପୁରଷ ମହମ୍ମଦଙ୍କ ବିଷୟରେ କିଛି ବିବାଦୀୟ ମନ୍ତ୍ରବ୍ୟ ଦେଇଥିଲେ ବିଜେପି ନେତ୍ରୀ ନୂପୁର ଶର୍ମା । ଏହାକୁ ନେଇ ବିବାଦ ଉଠିବା ପରେ ବିଜେପି ତାଙ୍କୁ ଦଳରୁ ନିଲମ୍ବନ କରିଛି ।  ନୂପୁର ଶର୍ମାଙ୍କ ମନ୍ତବ୍ୟ ବିଜେପିର…