Latest Odisha News

BREAKING NEWS

Browsing Tag

indigo flight

[ଭିଡିଓ] ଚର୍ଚ୍ଚାରେ ରହିଛି ଇଣ୍ଡିଗୋ ଫ୍ଲାଇଟ୍‌ରେ ଏହି ଚକିତକର ଘଟଣା

ଓଡିଶା ସମ୍ବାଦ ବ୍ୟୁରୋ: ଆମ ମଧ୍ୟରୁ ଅଧକାଂଶ ଲୋକେ ବିଭିନ୍ନ ଫ୍ଲାଇଟରେ ଯାତ୍ରା କରିଥିବେ । ଫ୍ଲାଇଟରେ ବସିଥିବା ସମୟରେ କେହି ବିମାନ ପରିଚାଳକ କିମ୍ବା ପରିଚାଳିକାଙ୍କ ଆନାଉନ୍ସମେଣ୍ଟ ଉପରେ ଧ୍ୟାନ ଦେଇନଥାନ୍ତି । ତେବେ ନିକଟରେ ଇଣ୍ଡିଗୋ ଫ୍ଲାଇଟର ବିମାନ ପରିଚାଳକଙ୍କ ଘୋଷଣା ସୋସିଆଲ୍…

ମେ ୧ରୁ ଭୁବନେଶ୍ୱରରୁ ପାଟନାକୁ ଉଡିବ ବିମାନ

ଭୁବନେଶ୍ୱର: ଆସନ୍ତା ମେ ୧ ତାରିଖରୁ ଇଣ୍ଡିଗୋ ପକ୍ଷରୁ ଭୁବନେଶ୍ୱରରୁ ପାଟନାକୁ ଦୈନନ୍ଦିନ ବିମାନ ଉଡାଣ କରାଯିବ। ମାର୍ଚ୍ଚ ୨୮ରୁ ୨୨ ନୂଆ ଫ୍ଲାଇଟ ଉଡିବା ଆରମ୍ଭ କରିବ ବୋଲି ବିଜନେସ୍ ଓ୍ବାଲ୍ଡ ରିପୋର୍ଟରୁ ପ୍ରକାଶ। ସେହିପରି ଆରସିଏସ୍ ଯୋଜନା ଅନ୍ତର୍ଗତ ଅଗରତାଲା-ଅଜୱଲ୍,…

ବିମାନ ଅବତରଣ କରିବା କିଛି ସମୟ ପୂର୍ବରୁ ହୃଦ୍‌ଘାତର ଶିକାର ହେଲେ ପାଇଲଟ୍‌

ନୂଆଦିଲ୍ଲୀ: ବିଜୟୱାଡାରୁ ଆସୁଥିବା ଇଣ୍ଡିଗୋ ବିମାନର ପାଇଲଟ ତିରୁଚାପାଲି ବିମାନବନ୍ଦରରେ ଅବତରଣ କରିବା ପୂର୍ବରୁ 'ସାମାନ୍ୟ ହୃଦଘାତ'ର ଶିକାର ହୋଇଥିବା ନେଇ ଅଧିକାରୀମାନେ ସୂଚନା ଦେଇଛନ୍ତି। ବିମାନଟି ତିରୁଚାପାଲିରେ ଅବତରଣ କରିଥିବା ବେଳେ ଜଣେ କର୍ମଚାରୀଙ୍କ ଛାତିରେ ଯନ୍ତ୍ରଣା ଅନୁଭବ…

ଉଡନ୍ତା ବିମାନରେ ପୁତ୍ର ସନ୍ତାନ ଜନ୍ମ ଦେଲେ ମହିଳା

ବେଙ୍ଗାଳୁରୁ: ଦିଲ୍ଲୀରୁ ବେଙ୍ଗାଳୁରୁ ଯାଉଥିବା ଇଣ୍ଡିଗୋ ବିମାନରେ ଜନ୍ମ ନେଲା ଶିଶୁପୁତ୍ର । ଗୁରୁବାର ସନ୍ଧ୍ୟାରେ ଇଣ୍ଡିଗୋ ବିମାନ ୬ଇ ୧୨୨ରେ ଏହି ପିଲାଟି ଜନ୍ମ ନେଇଛି । ବେଙ୍ଗାଳୁରୁରେ ବିମାନଟି ପହଞ୍ଚିବା ପରେ ବିମାନ ବନ୍ଦର କର୍ତ୍ତୃପକ୍ଷ ଉଭୟ ମାଆ ଓ ଶିଶୁକୁ ସ୍ୱାଗତ କରିଥିଲେ । ଯାହାର…

ଏଥର ବିମାନଯାତ୍ରା କଲେ ମିଳିବ ଏହି ସୁବିଧା!!

ନୂଆଦିଲ୍ଲୀ: ଅଧିକ ଯାତ୍ରୀଙ୍କୁ ଆକର୍ଷିତ କରିବା ପାଇଁ ବିମାନସେବା ଏବେ କିଛି ନୂଆ ଅଫର ପ୍ରଦାନ କରୁଛି । ଦେଶର ବୃହତ୍ତମ ବିମାନ କମ୍ପାନୀ ଇଣ୍ଡିଗୋ ଏକ ଯୋଜନା ପ୍ରସ୍ତୁତ କରିଛି । ଯାହା ପ୍ରତ୍ୟେକ ମିଲିୟନ୍ ଯାତ୍ରୀରେ ଜଣଙ୍କୁ ଦୁଇଟି ମାଗଣା ରାଉଣ୍ଡ ଟ୍ରିପ୍ ଟିକେଟ୍ ପ୍ରଦାନ କରିବ ବୋଲି…

ଆଜିଠୁ ଭୁବନେଶ୍ୱର-ବାରଣାସୀ ଲାଗି ଇଣ୍ଡିଗୋର ବିମାନ ଉଡାଣ ଆରମ୍ଭ, ଜାଣନ୍ତୁ କେତେ ରହିଛି ଦାମ୍‌

ଭୁବନେଶ୍ୱର: ଭୁବନେଶ୍ୱରରୁ ବାରଣାସୀ ଲାଗି ଇଣ୍ଡିଗୋ ବିମାନ ପକ୍ଷରୁ ଶନିବାର ଦିନ ସିଧାସଳଖ ବିମାନ ଉଡାଣ ଆରମ୍ଭ ହୋଇଛି । ଏହାର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ ଫେବୃଆରୀ ୨୯ ତାରିଖରେ ଏହି ବିମାନ ଯାତ୍ରା ଲାଗି ଦାମ୍ ୩୩୩୫ ଟଙ୍କା ରହିଛି । ୭୨ ସିଟ୍ ବିଶିଷ୍ଟ ଏହି ବିମାନ ଉଡାଣ…

ଗୋଆରେ ଇଣ୍ଡିଗୋ ଫ୍ଲାଇଟର ଜରୁରୀ ଅବତରଣ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପଞ୍ଜିମ: ଗୋଆସ୍ଥିତ ଡବୋଲିମ୍ ବିମାନବନ୍ଦରରେ ରବିବାର ବିଳମ୍ବିତ ରାତିରେ ଦିଲ୍ଲୀର ଏକ ଇଣ୍ଡିଗୋ ବିମାନକୁ ଜରୁରୀ ଅବତରଣ କରାଯାଇଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଉକ୍ତ ବିମାନର ବାମପଟ ଇଞ୍ଜିନରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିବାରୁ ଏହାକୁ ଜରୁରୀ ଅବତରଣ କରାଯାଇଥିଲା ।…

ଇଣ୍ଡିଗୋ ଫ୍ଲାଇଟରେ ଯାନ୍ତ୍ରିକ ତ୍ରୁଟି, ବିମାନରେ ରହିଥିଲେ କେନ୍ଦ୍ରମନ୍ତ୍ରୀ ଗଡ଼କରୀ

ନାଗପୁର: ନାଗପୁରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ଇଣ୍ଡିଗୋ ବିମାନରେ କୌଣସି ପ୍ରକାରର ତ୍ରୁଟି ଦେଖାଯିବା କାରଣରୁ ମଙ୍ଗଳବାର ସକାଳେ ଏହାକୁ ନାଗପୁର ବିମାନ ବନ୍ଦରରେ ଅବତୀର୍ଣ୍ଣ କରାଯାଇଛି । ଏହି ବିମାନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ରହିଥିଲେ। ଜାତୀୟ ଗଣମାଧ୍ୟମ…