Latest Odisha News
Browsing Tag

IPL 2020

ନିଜ ୨୦୦ତମ ଆଇପିଏଲ୍ ମ୍ୟାଚ୍ ଜର୍ସିକୁ ଉପହାରରେ ଦେଲେ କ୍ୟାପଟେନ କୁଲ

ୟୁଏଇ: ଚାଲିଛି ଇଣ୍ଡିଆନ ପ୍ରିମିୟର ଲିଗ । ଗତକାଲିର ଚେନ୍ନାଇ ସୁପର କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ମ୍ୟାଚ ସରିବା ପରେ ଗୋଟିଏ ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଥିଲା । ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ତଥା କ୍ୟାପଟେନ କୁଲ ଏମଏସ ଧୋନି ନିଜ ୨୦୦ତମ ଆଇପିଏଲ୍ ମ୍ୟାଚ୍ ଜର୍ସିକୁ…

ଜାଣନ୍ତୁ ‘ରକ୍ ଷ୍ଟାର’ ଅମ୍ପାୟାରଙ୍କ ବିଷୟରେ

ୟୁଏଇ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୦ର ମ୍ୟାଚ୍ ନମ୍ବର ୩୫ ରେ ଦେଖାଯାଇଥିଲା ଗୋଟେ ଅଦ୍ଭୁତ ଘଟଣା । ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ଚାଲିଥିବା ମ୍ୟାଚରେ ନିଜ ହେୟାର ଷ୍ଟାଇଲ୍ ହେତୁ ଅନଫିଲ୍ଡ ଅମ୍ପାୟାର ଆକର୍ଷଣର କେନ୍ଦ୍ର ପାଲଟିଥିଲେ । ଲମ୍ବା ଚୁଟି ପାଇଁ…

ଅଧିନାୟକ ପଦ ଛାଡ଼ିବେ ଦିନେଶ କାର୍ତ୍ତିକ

ୟୁଏଇ: ଚଳିତ ବର୍ଷ ଆଇପିଏଲ ସଂସ୍କରଣରେ କେକେଆରର କ୍ୟାପଟେନ ଦିନେଶ କାର୍ତ୍ତିକ ଅଧିନାୟକତ୍ଵ ଛାଡିଥିବା ସୂଚନା ମିଳିଛି । ଶୁକ୍ରବାର ଦିନ ଅଫିସିଆଲ ୱେବସାଇଟରେ ଫ୍ରାଞ୍ଚାଇଜ ଘୋଷଣା କରିଛି ଯେ ବର୍ତ୍ତମାନ ଇଂଲଣ୍ଡ ଅଧିନାୟକ ଇଏନ୍ ମୋର୍ଗାନଙ୍କୁ ଅଧିନା ୟକତ୍ଵ ହସ୍ତାନ୍ତର କରିବାକୁ…

ଦିଲ୍ଲୀର ଘାତକ ବୋଲିଂ ଆଗରେ ଆଣ୍ଠେଇଲା ରାଜସ୍ଥାନ

ଦୁବାଇ: ଶିଖର-ଶ୍ରେୟସଙ୍କ ବ୍ୟାଟିଂ ଓ ଘାତକ ବୋଲିଂ ଯୋଗୁ ଆଇପିଏରେ ପୁଣି ଥରେ ରାଜସ୍ଥାନକୁ ହରାଇଛି ଦିଲ୍ଲୀ । ଗତକାଲି ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୧୩ ରନରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ଓଭରରେ ୭ ଓ୍ୱିକେଟ ହରାଇ…

IPL ମହାସମର: ଦିଲ୍ଲୀଠୁ ପ୍ରତିଶୋଧ ନେବା ଲକ୍ଷ୍ୟରେ ଖେଳିବ ରାଜସ୍ଥାନ

ଦୁବାଇ: ଆଇପିଏଲରେ ଆଜି ରହିଛି ଏକ ହାଇଭୋଲଟେଜ ଲଢ଼େଇ । ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ । ଉଭୟ ଦଳ ଚଳିତ ଆଇପିଏଲରେ ଜବରଦସ୍ତ ଫର୍ମରେ ଥିବାରୁ ଆଜିର ଲଢ଼େଇ ଜୋରଦାର ହେବା ଆଶା କରାଯାଉଛି । ଦିଲ୍ଲୀଠାରୁ ପୂର୍ବ ମ୍ୟାଚ ପରାଜୟର ବଦଲା ନେବା ଲକ୍ଷ୍ୟରେ ମୈଦାନକୁ…

IPL ମହାସମର: ହାଇଦ୍ରାବାଦକୁ ୨୦ ରନରେ ହରାଇଲା ଚେନ୍ନାଇ

ଦୁବାଇ: ସନ୍ ରାଇଜର୍ସ ହାଇଦ୍ରାବାଦାଠାରୁ ପ୍ରଥମ ମ୍ୟାଚ୍ ପରଜାୟର ବଦଲା ନେଲା ଚେନ୍ନାଇ ସୁପରକିଙ୍ଗ । ଆଇପିଏଲରେ ଖେଳାଯାଇଥବା ୨୯ତମ ମୁକାବିଲାରେ ହାଇଦ୍ରାବାଦକୁ ୨୦ ରନରେ ପରାସ୍ତ କରିଛି ଧୋନିଙ୍କ ଚେନ୍ନାଇ । ୧୬୮ ରନ୍ ବିଜୟ ଲକ୍ଷ୍ୟର ପିଛା କରି ଡେଭିଡ୍ ଓ୍ୱାର୍ଣ୍ଣରଙ୍କ ଟିମ୍ ନିର୍ଦ୍ଧାରିତ…

ଧୋନିଙ୍କ ଆଗରେ ଅଗ୍ନି ପରୀକ୍ଷା, ହାଇଦ୍ରାବାଦ ବିପକ୍ଷ ମ୍ୟାଚ ଜିତିବାକୁ ହେବ

ଦୁବାଇ: ଆଇପିଏଲରେ ଆଜି ମୁହାଁମୁହିଁ ହେବେ ଚେନ୍ନାଇ ସୁପରକିଙ୍ଗସ ଓ ସନ୍ ରାଇଜର୍ସ ହାଇଦ୍ରାବାଦ । ଆଜିର ମ୍ୟାଚ ଚେନ୍ନାଇ ପାଇଁ ବେଶ ଗୁରୁତ୍ୱ ରଖୁଛି । ଧୋନିଙ୍କ ନେତୃତ୍ୱାଧୀନ ଚେନ୍ନାଇକୁ ବିଜୟ ସହ କମବ୍ୟାକ୍ କରିବାକୁ ହେବ । ସିରିଜରେ ରହିବାକୁ ହେଲେ ଆଜିର ମ୍ୟାଚକୁ ବଡ଼ ବ୍ୟବଧାନରେ…

ଲଢ଼ିଲେ ଧୋନି, ଜିତାଇ ପାରିଲେନି: ୭ ରନରେ ହାଇଦ୍ରାବାଦଠୁ ହାରିଲା ଚେନ୍ନାଇ

ଦୁବାଇ: ଆଇପିଏଲରେ ଜାରି ରହିଛି ଚେନ୍ନାଇ ସୁପରକିଙ୍ଗସର ପରାଜୟ ଧାରା । ପ୍ରଥମ ବିଜୟ ପରେ ଗୋଟିଏ ପରେ ଗୋଟିଏ ମ୍ୟାଚ ହାରି ଚାଲିଛି ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପରକିଙ୍ଗସ୍ । ସନରାଇଜର୍ସ ହାଇଦ୍ରାବାଦଠାରୁ ୭ ରନରେ ହାରିଛି ଚେନ୍ନାଇ । ଧୋନି ଅପରାଜିତ ୪୭ ରନ୍ ହାସଲ କରିଛନ୍ତି ।…

ଆଇପିଏଲ୍ ମହାସମର: ବିଜୟ ସହ ଆଇପିଏଲରେ ଖାତା ଖୋଲିଲା ହାଇଦ୍ରାବାଦ

ଆବୁଧାବି: ଆଇପିଏଲରେ ଆଜି ଖେଳାଯାଇଥିବା ୧୧ ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲସକୁ ୧୫ ରନ୍‌ରେ ପରାସ୍ତ କରିଛି ସନ୍‌ରାଇଜର୍ସ ହାଇଦ୍ରାବାଦ । ବିଜୟ ସହ ଆଇପିଏଲରେ ନିଜ ଖାତା ଖଲିଛି ହାଇଦ୍ରାବାଦ ଦଳ । ହାଇଦ୍ରାବାଦ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ ବିନିମୟରେ ୧୬୨ ରନ୍ କରିଥିଲା । ଦିଲ୍ଲୀ…

ସୁପର ଓଭରର ଶେଷ ବଲରେ ବିରାଟଙ୍କ ଚଉକା ବଳରେ ମୁମ୍ବାଇକୁ ହରାଇଲା ବେଙ୍ଗାଳୁରୁ

ଦୁବାଇ : ଆଜି ଆଇପିଏଲ-୨୦୨୦ର ଏକ ଉତ୍କଣ୍ଠା ଭରା ମ୍ୟାଚରେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସକୁ ସୁପରଓଭରରେ ହରାଇ ବାଜି ମାରିନେଇଛି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ । ସୁପର ଓଭର ବୋଲିଂ କରିବାକୁ ଆସିଥିବା ବେଙ୍ଗାଳୁରୁର ନବଦୀପ ସାଇନି ମୁମ୍ବାଇ ଇଣ୍ଡିଆନ୍ସ ବିସ୍ଫୋରକ…