Latest Odisha News
Browsing Tag

jharsuguda

ହଷ୍ଟେଲରେ ଆତ୍ମହତ୍ୟା, କାହିଁକି ଜୀବନ ହାରିଲେ ବେଦାନ୍ତରେ କାର୍ଯ୍ୟରତ ଯୁବତୀ ?

ଝାରସୁଗୁଡ଼ା: ହଷ୍ଟେଲରେ ଆତ୍ମହତ୍ୟା । ବେଦାନ୍ତ ଆଲୁମିନିୟମ୍ କାରଖାନାରେ କାର୍ଯ୍ୟରତ ଜଣେ ଯୁବତୀ ଆତ୍ମହତ୍ୟା କରିଛନ୍ତି । ବଡ଼ମାଲ ଥାନା ଟାଉନ ସିପରେ ଥିବା ଲେଡିଜ୍ ହଷ୍ଟେଲରୁ ମୃତ ୨୬ ବର୍ଷୀୟ ଯୁବତୀ ସ୍ତୁତି ସାଗରିକା ସାହୁଙ୍କ ଝୁଲନ୍ତା ମୃତଦେହ ମିଳିଛି । ମୃତ ସାଗରିକା ଭୁବନେଶ୍ୱର…

ପାଇଖାନା ଟାଙ୍କିରେ ସ୍ବାମୀଙ୍କୁ ମାରି ପୋତିଦେଲେ ସ୍ତ୍ରୀ ଓ ଶଳା

ଝାରସୁଗୁଡ଼ା : ଦୁଇବର୍ଷ ପରେ ମାମଲା ଉପରୁ ହଟିଲା ପରଦା  । ପାଇଖାନା ଟାଙ୍କିରେ ସ୍ବାମୀଙ୍କୁ ମାରି ପୋତିଦେଲେ ସ୍ତ୍ରୀ ଓ ଶଳା । ପାଇଖାନା ସେଫଟି ଟାଙ୍କିରୁ ମୃତଦେହ ଜବତ କରିଛି ଝାରସୁଗୁଡା ଜିଲ୍ଲା ବନହରପାଳି ପୋଲିସ । ମୃତକ ହେଲେ ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡ଼ାର ଡମ୍ବରୁଧର ପାତ୍ର ।…

ଓଡ଼ିଶୀ ଓ ସମ୍ବଲପୁରୀ ନୃତ୍ୟରେ ଝୁମିଲେ ଝାରସୁଗୁଡ଼ାବାସୀ

ଝାରସୁଗୁଡ଼ା : ସାଂସ୍କୃତିକ ସପ୍ତ ରଙ୍ଗରେ ରଙ୍ଗିଗଲା ଶିଳ୍ପ ନଗରି ଝାରସୁଗୁଡ଼ା । କରୋନା ମହାମାରୀ ପାଇଁ ଦୁଇବର୍ଷ ହେବ ବନ୍ଦ ରହିବା ପରେ ନବ କଳେବର ହୋଇ ଆରମ୍ଭ ହୋଇଛି ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି । ଲୋକ କଳା, ଲୋକ ସଂସୃତି ଓ ଲୋକ ପରମ୍ପରାକୁ ବଞ୍ଚେଇ ରଖିବା ପାଇଁ ୨୧ବର୍ଷ ଧରି…

ଓକିଲଙ୍କୁ ଅତିରିକ୍ତ ତହସିଲଦାରଙ୍କ ଦୁର୍ବ୍ୟବହାର ଅଭିଯୋଗ

ଝାରସୁଗୁଡ଼ା: ଆଫିଡେବିଟ୍ ପାଇଁ ମନା କଲେ ଓଲଟା ଓକିଲଙ୍କୁ ଦୁର୍ବ୍ୟବହାର କଲେ ଅତିରିକ୍ତ ତହସିଲଦାର । ଝାରସୁଗୁଡ଼ା ତହସିଲର ଅତିରିକ୍ତ ତହସିଲାଦର ରେସମା ଟେଟେ ଓକିଲଙ୍କ ପ୍ରତି ଦୁର୍ବ୍ୟବାହର କରିଥିବା ଅଭିଯୋଗ ହୋଇଛି । ଯାହାର ପ୍ରତିବାଦରେ ଆଜି ଆଇନଜୀବୀ ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ…

ଭିସେରା ଚୋରି ପଛରେ ଅଛି କି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସମ୍ପୃକ୍ତି ?

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ମଙ୍ଗଳ ବଜାରରେ ଥିବା ଶବ ବ୍ୟବଚ୍ଛେଦ ଗୃହରୁ ଭିସେରା ଚୋରି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ବିବାଦ ଘେରକୁ ଟାଣି ଆଣିଛି । ଅଭିଯୋଗ ଅନୁସାରେ, ୨୦୨୨ ଡିସେମ୍ବର ମାସରୁ ଶବ ବ୍ୟବଚ୍ଛେଦ ଗୃହ ଝରକା ଭାଙ୍ଗି କିଏ ଭିସେରା ଚୋରି କରିଛି । ତଥାପି ଅଭିଯୋଗ ପରେ…

ଝାରସୁଗୁଡ଼ା ବିସିପାଲିରେ ବିରଳ ଶାଗୁଣା ଉଦ୍ଧାର

ଝାରସୁଗୁଡ଼ା :  ଝାରସୁଗୁଡ଼ା ବିସିପାଲି ଗାଁରେ ଠାବ ହୋଇଛି ଏକ ବିରଳ ପ୍ରଜାତିର ଶାଗୁଣା । ଯାହା ଗରୁଡ଼ ପରି ଦେଖାଯାଉଛି । ଯାହାକୁ ହିମାଳୟ ଗରୁଡ଼ ଶାଗୁଣା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । ଶାଗୁଣାଟିକୁ ପ୍ରଥମେ କିଛି ଯୁବକ ଠାବ କରିଥିଲେ । ଶାଗୁଣାଟି ଚାଲିବାକୁ ଓ ଉଡ଼ିବାକୁ ସକ୍ଷମ…

ଏସ୍ଏମସି ପାଓ୍ୱାର ଜେନେରେସନରେ ଦୁର୍ଘଟଣା: ଉତ୍ତପ୍ତ ଲୁହା ପିଣ୍ଡ ପଡି ପୋଡ଼ିଗଲେ ଶ୍ରମିକ

ଝାରସୁଗୁଡା: ନିଆଁରେ ପୋଡ଼ି ହୋଇ ଶ୍ରମିକ ଗୁରୁତର। ଏସଏମସି ପାଓ୍ୱାର ଜେନେରେସନ କାରଖାନାରେ ନିଆଁରେ ପୋଡି ଗୁରୁତର ହୋଇଛନ୍ତି ଶ୍ରମିକ ମହାବୀର ମାଝୀ। ତାଙ୍କର ଶରୀରର ୭୦ ପ୍ରତିଶତ ଅଂଶ ପୋଡ଼ିଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବୁର୍ଲାରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟ…

ଶ୍ୱଶୂର ଘରେ ଜ୍ୱାଇଁର ଛୁରାମାଡ଼, ସ୍ତ୍ରୀ ସହ ୪ ଆହତ

ଝାରସୁଗୁଡ଼ା: ଭଲ ପାଇ ବାହା ହୋଇଥିଲା ଝିଅ । ଜ୍ୱାଇଁ ସହ ଝଗଡ଼ା ପରେ ହସଖୁସିର ସଂସାରରେ ଯେମିତି ଲାଗି ଯାଇଥିଲା କାହାର ଅଶୁଭ ନଜର । ଝଗଡ଼ା ପରେ ଝିଅ ଚାଲି ଆସିଥିଲା ବାପଘରକୁ । ଆଉ ସ୍ୱାମୀ, ସ୍ତ୍ରୀକୁ ଛାଡ଼ି କୁନି ଝିଅକୁ ପାଖରେ ରଖିଥିଲା । ବେଳେ ବେଳେ ଶ୍ୱଶୁର ଘରକୁ ଆସି ସ୍ତ୍ରୀ ସହ…

ଦମ୍ପତିଙ୍କ ଆଖି ଆଗରେ ଦୁଇ ପୁଅଙ୍କୁ ଦଳିଦେଲା ହାତୀ

ଝାରସୁଗୁଡ଼ା: ବାପାମାଆଙ୍କ ଆଖି ଆଦରେ ଚାଲିଗଲା ୨ ପୁଅଙ୍କ ଜୀବନ । ଦେଖୁ ଦେଖୁ ଦଳିଦେଲା ହାତୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଭଉଁରା ଗାଁ ନିକଟରେ । ହାତୀ ଆକ୍ରମଣରେ ୨ ନାବାଳକ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ, ସ୍ତ୍ରୀ ଆହତ ହୋଇଛନ୍ତି ।…

ଝାରସୁଗୁଡାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଝାରସୁଗୁଡା: ୨୦୨୪ ପାଇଁ ଅଙ୍କକଷା ଆରମ୍ଭ । ଝାରସୁଗୁଡାରେ ଆଜି ବିଜୁ ଜନତା ଦଳ ପକ୍ଷରୁ ଏକ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଛି  ।  ଏହି ପଦଯାତ୍ରା ଝଣ୍ଡା ଛକରୁ ଆରମ୍ଭ ହୋଇ ଝାରସୁଗୁଡା ଟାଉନ ପରିକ୍ରମା କରିବା ସହ କାଳିମନ୍ଦିର ରୋଡସ୍ଥିତ ରାଉତରାୟ ବଗିଚାରେ ଏକ ସାଧାରଣ ସଭା ଅନୁଷ୍ଠିତ…