Latest Odisha News

BREAKING NEWS

Browsing Tag

jharsuguda

ମେଡିକାଲ କଲେଜ ଓ ଆୟୁର୍ବେଦ ଆରୋଗ୍ୟ କେନ୍ଦ୍ର ପାଇଁ ଜମି ଚିହ୍ନଟ

ଝାରସୁଗୁଡ଼ା: ଝାରସୁଗୁଡାରେ ନିର୍ମାଣ ହେବ ଏଲୋପାଥି ମେଡିକାଲ କଲେଜ ଏବଂ ଆୟୁର୍ବେଦ ଆରୋଗ୍ୟ କେନ୍ଦ୍ର । ଆର୍ଟ ଅଫ ଲିଭିଂ ଅନୁଷ୍ଠାନ ପକ୍ଷରୁ ଏହି ମେଡିକାଲ କଲେଜ ଓ ଆରୋଗ୍ୟ କେନ୍ଦ୍ର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆ ଯାଇଥିଲା । ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ,…

ଟ୍ରେନ୍ ଦୁର୍ଘଟଣା ହେଲେ କେମିତି ହେବ ଉଦ୍ଧାର କାର୍ଯ୍ୟ ? ଝାରସୁଗୁଡ଼ାରେ ରେଲୱେର ମକଡ୍ରିଲ୍

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ବଡ଼ ଧରଣର ରେଳ ଦୁର୍ଘଟଣା । ବଗି ଭିତରେ ଫସି ରହିଛନ୍ତି ଯାତ୍ରୀ । ଜୋରସୋରରେ ଚାଲିଛି ଉଦ୍ଧାର କାର୍ଯ୍ୟ । ସତ ଦୁର୍ଘଟଣା ଭଳି ଲାଗୁଥିବା ଏ ଦୃଶ୍ୟ ହେଉଛି ମକଡ୍ରିଲର । ଅକସ୍ମାକ ହେଉଥିବା ଟ୍ରେନ୍ ଦୁର୍ଘଟଣା ଓ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟକୁ ନେଇ ଝାରସୁଗୁଡ଼ା…

କୋଇଲା ଭିତରୁ ମିଳିଲା ନିଖୋଜ ଯୁବକଙ୍କର ଶବ

ଝାରସୁଗୁଡା : କୋଇଲା ଭିତରୁ ନିଖୋଜ ଯୁବକର ଶବ ଉଦ୍ଧାର କରାଯାଇଛି । ପଶ୍ଚିମବଙ୍ଗ ରାଜ୍ୟର ମୂଳ ବାସିନ୍ଦା ହୋଇଥିବା ବେଳେ ଝାରସୁଗୁଡା ତେଲିଭଟ୍ଟା କବରସ୍ଥାନ ପଡ଼ାରେ ରହୁଥିଲା । ଗତ ୭ ତାରିଖରୁ ଯୁବକ ଜଣକ ନିଖୋଜ ହୋଇଥିବା ବେଳେ  ଗତ ୧୧ ତାରିଖରେ ନିଖୋଜ ସମ୍ପର୍କରେ ଝାରସୁଗୁଡା ସଦର ଥାନାରେ…

ଶିକ୍ଷୟିତ୍ରୀରୁ OAS, ଜଞ୍ଜାଳ ଭିତରେ ସ୍ୱପ୍ନ ସାକାର

ଝାରସୁଗୁଡ଼ା: ପେଶାରେ ଶିକ୍ଷୟିତ୍ରୀ । ତା ସାଙ୍ଗକୁ ପରିବାରର ବୋଝ । ତଥାପି ସେ ହାର୍ ମାନି ନାହାଁନ୍ତି । ବ୍ୟସ୍ତ ବହୁଳ ଜୀବନରେ ବ୍ୟତିବସ୍ତ ନହୋଇ ସଫଳତା ପାଇଛନ୍ତି । ଜଣେ ଶିକ୍ଷୟିତ୍ରୀରୁ ସେ ହୋଇଛନ୍ତି OAS । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଥିବା…

ଝାରସୁଗୁଡାରେ ନେପାଳୀ ରୀତିନୀତିରେ ଚାଲିଛି ନବରାତ୍ରୀ ପୂଜାର୍ଚ୍ଚନା

ଝାରସୁଗୁଡା : ଝାରସୁଗୁଡାର ସେକେଣ୍ଡ ବାଟାଲିୟନରେ ଭୁବନେଶ୍ବରୀ ଦୁର୍ଗା ମନ୍ଦିରରେ ଚାଲିଛି ନବରାତ୍ରୀ ପୂଜାର୍ଚ୍ଚନା । ନେପାଳ ଗୁରଖାମାନଙ୍କ ନବରାତ୍ରୀ ହେଉଛି ମୁଖ୍ୟ ପର୍ବ । ତେବେ ଏହି ମନ୍ଦିରର ବିଶେଷତ୍ବ ହେଲା ଓଡିଶା ପୋଲିସ ପାଇଁ କାମ କରୁଥିବା ସେକେଣ୍ଡ ବାଟାଲିୟନର ନେପାଳୀ…

ଘର କରାଇ ଦେବାକୁ ଲାଞ୍ଚ ନେଇ ଧରାପଡ଼ିଲେ ଜିଆରଏସ୍

ଝାରସୁଗୁଡ଼ା: ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି ଜିଆରଏସ୍ । ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ କନକତୋରା ପଞ୍ଚାୟତର ଜିଆରଏସ ମନୋଜ କୁମାର ସାହୁଙ୍କୁ ଧରିଛି ଭିଜିଲାନ୍ସ । ୧୪ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମନୋଜ ଧରା ପଡିଛନ୍ତି । ପ୍ରଧାନମନ୍ତ୍ରୀ ଆବାସ…

କୁଲାବିରା ଓ ଲଇକେରା ବ୍ଲକକୁ ITDS ବ୍ଲକ ଘୋଷଣା କରିବାକୁ ଆଦିବାସୀ ସଂଗଠର ଦାବି

ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାର କୁଲାବିରା ଓ ଲଇକେରା ବ୍ଲକକୁ ITDS ବ୍ଲକ ଘୋଷଣା କରାଯାଉ ବୋଲି ଆଦିବାସୀ ସଂଗଠନ ଦାବି କରାଯାଇଛି  । ଏହି ସଂଗଠନ ଅନେକ ଥର ଦାବି କରିଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ଆଜି ଝାରସୁଗୁଡାରେ ଆଦିବାସୀ ମାନେ ପାରମ୍ପରିକ ନୃତ୍ୟ…

କମ୍ପାନୀରୁ ଶ୍ରମିକଙ୍କୁ ନେଇ ଫେରିବା ବେଳେ ବସକୁ ପିଟିଲା ହାଇୱା, ୩ ମୃତ

ଝାରସୁଗୁଡ଼ା: ବସକୁ ପିଟିଲା ହାଇୱା । ୩ ଜଣଙ୍କ ମୃତ୍ୟୁ । ଝାରସୁଗୁଡ଼ା ବିଜୁ ଏକ୍ସପ୍ରେସ୍ ୱେରେ ଜେଏସଡବ୍ଲୁର ଶ୍ରମିକଙ୍କୁ ନେଇ ଫେରୁଥିବା ବସକୁ ହାଇୱା ଧକ୍କା ଦେବା ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୧୫ରୁ ୨୦ ଜଣ ଆହତ ହୋଇଛନ୍ତି । ତେବେ କିଭଳି ପରିସ୍ଥିତିରେ ଦୁର୍ଘଟଣା…

ହାଇଡ୍ରା କ୍ରେନ୍ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ରାସ୍ତାରୋକ

ଝାରସୁଗୁଡ଼ା: କଲେଜ ଯାଉଥିବା ବେଳେ ହାଇଡ୍ରା କ୍ରେନ୍ ଧକ୍କାରେ କଲେଜ ଛାତ୍ରୀଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଝାରସୁଗୁଡ଼ା ଜିଲ୍ଲା ଚିକିତ୍ସାଳୟ ସମ୍ମୁଖରେ ଉତ୍ତେଜନା ପ୍ରକାଶ ପାଇଛି । ଲିଜା ଧୁରିଆ ସାଇକେଲରେ ଯିବା ବେଳେ ଏକ ହାଇଡ୍ରା ମେସିନ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଲିଜାଙ୍କ…

ଝାରସୁଗୁଡାବାସୀଙ୍କୁ ମାଗଣାରେ ମିଳିବ ସିଟି ସ୍କାନର ସୁବିଧା

ଝାରସୁଗୁଡା : ଆଜି ଝାରସୁଗୁଡା ଜିଲ୍ଲାମୁଖ୍ୟ ଚିକିତ୍ସାଳୟରେ ସିଟି ସ୍କାନ ମେସିନର ଶୁଭାରମ୍ଭ ହୋଇଛି  । ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ସିଟିସ୍କାନ ମେସିନର ଲୋକାର୍ପିତ କରିଛନ୍ତି  । ଆଜିଠାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଲୋକେ ମାଗଣାରେ ସିଟି…