Latest Odisha News

BREAKING NEWS

Browsing Tag

Kanpur

କାନପୁରରେ ବଡ଼ ବିମାନ ଦୁର୍ଘଟଣା: ତାଲିମପ୍ରାପ୍ତ ୨ ପାଇଲଟଙ୍କ ମୃତ୍ୟୁ

କାନପୁର: ଉତ୍ତର ପ୍ରଦେଶର କାନପୁରସ୍ଥିତ ଗଙ୍ଗା ନଦୀ ନିକଟସ୍ଥ ଏକ ବିଲରେ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଏକ ଘରୋଇ ଟ୍ବିନ୍-ଇଞ୍ଜିନ୍, ୪-ସିଟର ତାଲିମପ୍ରାପ୍ତ ବିମାନ ନିୟନ୍ତ୍ରଣ ହରାଇ ତଳେ ଖସିପଡ଼ିବା ଫଳରେ ଏଥିରେ ଥିବା ଇନଷ୍ଟ୍ରକ୍ଟର ପାଇଲଟ ଏବଂ ଟ୍ରେନି ପାଇଲଟ - ଦୁହିଁଙ୍କର…

ବିରାଟଙ୍କୁ ଦେଖିବାକୁ ୭ ଘଣ୍ଟାରେ ୫୮ କିମି. ସାଇକେଲ ଚଳାଇ ଆସିଲେ ୧୫ ବର୍ଷର ବାଳକ

କାନପୁର: କ୍ରିକେଟର ବିରାଟ କୋହଲିଙ୍କ ବହୁ ପ୍ରଶଂସକ ରହିଛନ୍ତି। ହେଲେ ଇଏ ହେଉଛନ୍ତି ଏଭଳି ଜଣେ ଫ୍ୟାନ ଯିଏ କୋହଲିଙ୍କ ବ୍ୟାଟିଂ ଦେଖିବା ପାଇଁ ୫୮ କିଲୋମିଟର ସାଇକେଲ ଚଳାଇ ଆସିଛନ୍ତି। କାନପୁରର ଗ୍ରୀନପାର୍କ ଷ୍ଟାଡିୟମରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍…

ଘର ସହ ଜଳି ଯାଉଥିଲେ ମା’-ଝିଅ: ଦେଖୁଥିଲେ ପୋଲିସ, ଅଫିସର

କାନପୁର: ସାମ୍ନାରେ ଥିଲେ ପୁରା ପୋଲିସ ଫୋର୍ସ ଆଉ ପ୍ରଶାସନିକ ଅଧିକାରୀ । ଥୁଆ ହୋଇଥିଲା ବୁଲଡୋଜର । ଝୁପୁଡି ଘର ଭିତରେ ଥିଲେ ମା’ ଆଉ ଝିଅ । ସମସ୍ତଙ୍କ ସାମ୍ନାରେ ଝୁପୁଡି ଜଳୁଥିଲା ଆଉା ତା ଭିତରେ ଜଳି ଯାଉଥିଲେ ମା-ଝିଅ । ତାଙ୍କର କରୁଣ ଚିତ୍କାର ସମସ୍ତେ ଶୁଣୁଥିଲେ, ହେଲେ କେହି ଆଗେଇ…

ବାହାଘର ବରଯାତ୍ରୀରେ ନାଚୁ ନାଚୁ ଚାଲିଗଲା ଜୀବନ

କାନପୁର: ମୃତ୍ୟୁ କାହା ପାଇଁ  କେତେବେଳେ ଆସେ  ଜଣା ନଥାଏ । ଆାଜିକାଲି ଏମିତି ମୃତ୍ୟୁ ଆସୁଛି ଯାହାକୁ ଶୁଣିଲେ ଛାତି ଥରି ଯାଉଛି । ଏମିତିକି ନୃତ୍ୟ, ଅଭିନୟ, ଜିମ୍ କରିବା ସମୟରେ ଲୋକଙ୍କ ମୃତ୍ୟୁ ଖବର ମଧ୍ୟ ସାମ୍ନାକୁ ଆସୁଛି। ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି  । କାନପୁରର ହରଡାଉଲି…

କେନ୍ଦୁଝରରେ ମୁଖ୍ୟ ଶାସନ ସଚିବ, ଚଳିତ ବର୍ଷାଋତୁରେ କାର୍ଯ୍ୟକ୍ଷମ ହେବ କାନପୁର ଡ୍ୟାମ୍

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ରାଉଲକେଲାରୁ କେନ୍ଦୁଝର ଆସିବା ରାସ୍ତାରେ ରାଜମୁଣ୍ତରୁ ରିମିଳି ପର୍ଯ୍ୟନ୍ତ ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟର କ୍ଷେତ୍ରୀୟ ପରିଦର୍ଶନ ସହ…

ମୋତିଆବିନ୍ଦୁ ଅସ୍ତ୍ରୋପଚାର ପରେ ଚାଲିଗଲା ୬ ରୋଗୀଙ୍କ ଦୃଷ୍ଟି ଶକ୍ତି

କାନପୁର: ମୋତିଆବିନ୍ଦୁ ଅପରେସନ୍ ପରେ ଚାଲିଗଲା ଦୃଷ୍ଟି ଶକ୍ତି । ଜଣେକି ଦୁଇ ଜଣ ନୁହେଁ ମୋତିଆବିନ୍ଦୁ ଅପରେସନ୍ ପରେ ୬ ଜଣ ରୋଗୀ ସମ୍ପୂର୍ଣ୍ଣ ଦୃଷ୍ଟି ଶକ୍ତି ହରାଇ ବସିଛନ୍ତି । ଉତ୍ତରପ୍ରଦେଶ କାନପୁରରେ ଘଟିଛି ଏଭଳି ଘଟଣା । ଅଭିଯୋଗ ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ତଦନ୍ତ…

ଘର ବିକିଲେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

କାନପୁର: ଦେଶର ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଘରକୁ ବିକ୍ରି କରି ଦେଇଛନ୍ତି । ରାମନାଥ ତାଙ୍କର କାନପୁର କଲ୍ୟାଣପୁର ସ୍ଥତ ଘରକୁ ବିକ୍ରି କରିଛନ୍ତି । ତେବେ ରାଷ୍ଟ୍ରପତି ହେବା ପରେ ଏହି ଘରକୁ ଥରଟିଏ ମଧ୍ୟ ଆସିପାରି ନଥିଲେ ରାମନାଥ କୋବିନ୍ଦ । ଏହି ଘରକୁ ରାମନାଥ କାନପୁରର…

କାର୍ଡିଓଲୋଜି ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୨ ରୋଗୀ ମୃତ

କାନପୁର: ଉତ୍ତରପ୍ରଦେଶ କାନପୁରରେ କାର୍ଡିଓଲୋଜି ଇନଷ୍ଟିଚ୍ୟୁଟର ଆଇସିୟୁରେ ଭୟାବହ ନିଆଁ ଲାଗିଛି । ଅଗ୍ନିକାଣ୍ଡ ପରେ ଆଇସିୟୁରେ ଥିବା ରୋଗୀଙ୍କୁ ତୁରନ୍ତ ବାହାର କରିଦିଆଯାଇଛି । ୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ରୋଗୀ ତିମାରଦାର ହସ୍ପିଟାଲରେ ଫସି ରହିଥିବା ସୂଚନା…