Latest Odisha News

BREAKING NEWS

Browsing Tag

karnatak

ଯୁବ ଚାଷୀଙ୍କ ପଶୁପ୍ରେମ, ଯୋଡ଼ା ବଳଦ ପାଇଁ ପ୍ରସ୍ତୁତ କଲେ ସ୍ୱତନ୍ତ୍ର ବିବାହ ମଣ୍ଡପ

ବେଙ୍ଗାଲୁରୁ : ଯୁବ ଚାଷୀଙ୍କ ନିଆରା ପଶୁ ପ୍ରେମ । ଯୋଡ଼ା ବଳଦ ପାଇଁ ନିର୍ମାଣ କଲେ ସ୍ୱତନ୍ତ୍ର ବିବାହ ମଣ୍ଡପ । ସମସ୍ତେ ନିଜ ବିବାହକୁ ଟିକିଏ ସ୍ୱତନ୍ତ୍ର କରିବାକୁ ଚାହିଁଥାଆନ୍ତି  ।  ନିଜ ବିବାହକୁ ସ୍ବତନ୍ତ୍ର କରିବା ଉଦ୍ଦେଶ୍ୟରେ ଅଭିନବ ପ୍ରୟାସ କରିଛନ୍ତି ପଶୁପ୍ରେମୀ ମହେଶ । ଯାହା…

କଣ୍ଟେନର ପଛରୁ ପିଟିଲା କାର୍‌, ୬ ଜଣଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ତାମିଲନାଡ଼ୁର ଚେଙ୍ଗଲପେଟ ଜିଲ୍ଲାରେ ବଡ଼ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି  । ତିରୁବନ୍ନା ମଲାଇରୁ ଚେନ୍ନାଇ ଫେରୁଥିବା ବାଟରେ ହୋଇଥିଲା ଅଘଟଣ  । ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି  । ତେବେ ଏହି ସମସ୍ତ…

କର୍ଣ୍ଣାଟକରେ ଟିଣ ଡବାରୁ ମିଳିଲା ୭ଟି ଭ୍ରୂଣ; କ୍ଲିନିକ ସିଜ୍

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲାଗଭି ଜିଲ୍ଲାରେ ଏକ ଡ୍ରେନରେ ୭ଟି ନଷ୍ଟ ଭ୍ରୂଣ ମିଳିଛି । ମୁଦାଲଗି ଠାରେ ଏକ ବସ ଷ୍ଟାଣ୍ଡ ନିକଟରେ ୫ଟି ଟିଣ ବାକ୍ସରେ ଏହି ୭ଟି ଭ୍ରୂଣ ମିଳିଛି । ଗୋଟିଏ ଡ୍ରେନରେ ଏହି ଟିଣ ଗୁଡ଼ିକ ଭାସୁଥିଲା, ସେଥିରୁ ଏହି ଭ୍ରୂଣ ଗୁଡ଼ିକ ମିଳିଛି । ଏହା ପରେ ସ୍ଥାନୀୟ ଅଞ୍ଚଳ…

ହିଜାବ ବିବାଦରେ ମୁଣ୍ଡ ଖେଳଉଛି ଅଲ-କାଏଦା, ବିଜେପି-କଂଗ୍ରେସର କଡ଼ା ସମାଲୋଚନା

ବେଙ୍ଗାଲୁରୁ: ହିଜାବ ବିବାଦରେ ବୁଧବାର ମୁଣ୍ଡ ପୁରେଇଛି ଅଲ-କାଏଦା । କର୍ଣ୍ଣାଟକ ହାଇକୋର୍ଟକୁ ବିରୋଧ କରି ମନ୍ତବ୍ୟ ରଖିଛନ୍ତି ଅଲ-କାଏଦା ମୁଖ୍ୟ ଏମାନ-ଅଲ-ଜୱାହିରି । ସେ ଏକ ୮ ମିନିଟ୍ ୪୩ ସେକେଣ୍ଟର ଭିଡିଓ ଜାରି କରିଛନ୍ତି । କର୍ଣ୍ଣାଟଙ୍କ ହାଇକୋର୍ଟଙ୍କ ରାୟକୁ ମୁସଲମାନ ବିରୋଧୀ ବୋଲ…

କେଉଁ କେଉଁ ରାଜ୍ୟରେ ଚିହ୍ନଟ ହୋଇଛି ନୂଆ କରୋନା ଷ୍ଟ୍ରେନ୍‌ର ଭୂତାଣୁ

ନୂଆଦିଲ୍ଲୀ-ବ୍ରିଟେନରେ ଯେଉଁ ନୂଆ ଷ୍ଟ୍ରେନ୍‌ର କରୋନା ଭୂତାଣୁ ଚିହ୍ନଟ ହୋଇଛି, ସେଥିରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ଭାରତରେ ୨୦ରେ ପହଞ୍ଚିଛି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ତେବେ କେଉଁ ରାଜ୍ୟରେ କେତେ ଜଣ ବ୍ୟକ୍ତି ଏହି ନୂଆ ପ୍ରକାରର…

ଆଜିଠାରୁ ଜାନୁୟାରୀ ୨ ପର୍ଯ୍ୟନ୍ତ କର୍ଣ୍ଣାଟକରେ ରାତ୍ରି କର୍ଫ୍ୟୁ ଘୋଷଣା କଲେ ରାଜ୍ୟ ସରକାର

ବେଙ୍ଗାଲୁରୁ: ନୂତନ ପ୍ରକାରର କରୋନା ଭୂତାଣୁକୁ ଦୃଷ୍ଟିରେ ରଖି ଭାରତ ସମ୍ପୂର୍ଣ୍ଣ ସତର୍କ ସୂଚନା ଜାରି କରିଛି। କର୍ଣ୍ଣାଟକ ସରକାର ମଧ୍ୟ ଏ ବିଷୟରେ ସଚେତନ ହୋଇଛନ୍ତି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍ ୟେଦୁରୁପ୍ପା ରାଜ୍ୟରେ ରାତ୍ରୀ କର୍ଫ୍ୟୁ ଘୋଷଣା କରିଛନ୍ତି। ଏହି ନିର୍ଦ୍ଦେଶ…

ଭାରତର ଏହି ସ୍ଥାନରେ ତିଆରି ହେବାକୁ ଯାଉଛି ଉଚ୍ଚତମ ହନୁମାନ ମୂର୍ତ୍ତୀ

କର୍ଣ୍ଣାଟକ: ଆସ୍ଥା ଓ ଶ୍ରଦ୍ଧାରେ ଭରା ଆମ ଦେଶ ଭାରତ। ଭାରତୀୟ ସଂସ୍କୃତିର ବର୍ତ୍ତାବହ ସାଜିଛନ୍ତି ଏହାର ମନ୍ଦିର ସବୁ। ପ୍ରାୟତଃ ଆମ ଦେଶର ମନ୍ଦିର ଗୁଡିକ କିଛି ନା କିଛି କିମ୍ବଦନ୍ତୀକୁ ନିଜ ଭିତରେ ଚାପି ରଖିଥାନ୍ତି। ରାମାୟଣ ରେ ବର୍ଣ୍ଣିତ କିସ୍କିନ୍ଦା କଥା ପ୍ରାୟ ସଭିଙ୍କର ଉଣା…

କନ୍ନଡ ଜାଣିନଥିଲେ ମିଳିବନି ଚାକିରି !

ବେଙ୍ଗଳୁରୁ: ଏଣିକି ରାଜ୍ୟ ସରକାରଙ୍କ ଚାକିରି କରିବାକୁ ହେଲେ ରାଜ୍ୟର ସ୍ଥାନୀୟ ଭାଷା ଜାଣିବା ଜରୁରୀ । ଆଂଚଳିକ ଭାଷା ଜାଣିନଥିଲେ ମିଳିବନି ଚାକିରି । ଶିକ୍ଷାନୁଷ୍ଠାନରେ ପାଠ ପଢିବାକୁ ସୁଯୋଗ ବି ମିଳିବା ସମ୍ଭାବନା ନାହିଁ । ଚାକିରି ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଏଭଳି ପରୀକ୍ଷା କରିବାକୁ…

ଲକ୍‌-ଡାଉନ୍ ଭାଙ୍ଗି ଧାର୍ମିକ ଉତ୍ସବରେ ସାମିଲ ଶତାଧିକ ଲୋକ !

କର୍ଣ୍ଣ।ଟକ: ଲକ୍‌-ଡାଉନ୍ ଭାଙ୍ଗି ଧାର୍ମିକ ଉତ୍ସବରେ ସାମିଲ ହେଲେ ଶତାଧିକ ଲୋକ । କର୍ଣ୍ଣ।ଟକ ରାଜ୍ୟର କରୋନା ହଟସ୍ପଟ୍ କଲବୁର୍ଗିରେ ଚାଲିଥିଲା ରଥଟଣା ଉତ୍ସବ । ସରକାରୀ ନିୟମକୁ ବେଖାତିର ଓ ସାମାଜିକ ଦୂରତ୍ୱକୁ ଭୁଲି ଏକତ୍ରିତ ହେଲେ ଶତାଧିକ ଶ୍ରଦ୍ଧାଳୁ । A village in Chittapur of…