Latest Odisha News
Browsing Tag

karnataka election

ବିଜେପି ହାରିବା କାରଣ ଖୋଜୁଛି, ଜିତିବା ରାସ୍ତା ପ୍ରସ୍ତୁତ କରୁଛି

ଭୁବନେଶ୍ୱର: ହାରିବାର କାରଣ ଖୋଜୁଛି ବିଜେପି। କର୍ଣ୍ଣାଟକରେ ସବୁ ଶକ୍ତି ଖଟାଇବା ପରେ ମଧ୍ୟ ଦଳ କାହିଁକି ହାରିଲା ତାର କାରଣ ଖୋଜା ଆରମ୍ଭ ହୋଇଛି। ବିଜେପିର ଜାତୀୟ ସଭାପତି ଜେ ପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହା, ଦଳର ସାଧାରଣ ସମ୍ପାଦକ ବି ଏଲ ସନ୍ତୋଷ ପ୍ରମୁଖ ବୈଠକ କରିବା ସହ ହାରିବାର…

କର୍ଣ୍ଣାଟକ ପରେ ସବୁ ଜିତିବା ଯୋଜନାରେ କଂଗ୍ରେସ

ଭୁବନେଶ୍ୱର: କର୍ଣ୍ଣାଟକରେ ବଡ଼ ବିଜୟ ସହ ମନ୍ତ୍ରୀମଣ୍ଡଳର ଶପଥ ପରେ ଏବେ କଂଗ୍ରେସ ନେତୃତ୍ୱ ନିର୍ବାଚନ ହେବାକୁ ଥିବା ଅନ୍ୟ ରାଜ୍ୟ ଉପରେ ଫୋକସ କରିବା ଆରମ୍ଭ କରିଛନ୍ତି। ଖୁବ କମ ଦିନ ମଧ୍ୟରେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନାରେ ନିର୍ବାଚନ ହେବ। ତେଣୁ ଏ ସବୁ ରାଜ୍ୟରେ…

କର୍ଣ୍ଣାଟକ ପାଇଁ ନା ବିଜେପିକୁ ଦେଶରୁ ହଟାଇବାକୁ ‘ଶପଥ’?

ଭୁବନେଶ୍ୱର: କର୍ଣ୍ଣାଟକରେ କଂଗ୍ରେସ ସରକାର ଗଠନ ସହ ରାତି ପାହିଲେ ମୁଖ୍ୟମନ୍ତ୍ରୀ ଭାବେ ସିଦ୍ଦରମେୟା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ ସହ ପିସିସି ସଭାପତି ଡି କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। କିନ୍ତୁ ଏହି ଶପଥ ଗ୍ରହଣ ଉତ୍ସବ କେବଳ କର୍ଣ୍ଣାଟକରେ କଂଗ୍ରେସ…

ରାହୁଲ ଦୌଡୁଛନ୍ତି, ହାତ ବଢୁଛି !

ଭୁବନେଶ୍ୱର: କର୍ଣ୍ଣାଟକରେ ବଡ଼ ବିଜୟ ପରେ ଏବେ ରାହୁଲଙ୍କ ଭାରତ ଯୋଡୋ ଯାତ୍ରାକୁ ନେଇ ଜୋରଦାର ଚର୍ଚ୍ଚା। ଭାରତ ଯୋଡୋ ଯାତ୍ରା ହିଁ କର୍ଣ୍ଣାଟକରେ କଂଗ୍ରେସ ବିଜୟର ମୂଳଦୁଆ ପକାଇଲା ବୋଲି କୁହାଯାଉଛି। ୫ ମାସ ଧରି ପ୍ରାୟ ୪ ହଜାର କିଲୋମିଟରର ଏହି ଯାତ୍ରା କଂଗ୍ରେସ ସପକ୍ଷରେ ଦେଶବ୍ୟାପୀ ଏକ…

କର୍ଣ୍ଣାଟକରେ ଝୁଲାଇବ ଜେଡିଏସ

ଭୁବନେଶ୍ୱର: ରାତି ପାହିଲେ କର୍ଣ୍ଣାଟକ ନିର୍ବାଚନ ଭୋଟ ଗଣତି ଆରମ୍ଭ ହେବ। କର୍ଣ୍ଣାଟକ ମହାସଂଗ୍ରାମର ମହାଫଳ ପ୍ରକାଶ ପାଇବ। କିନ୍ତୁ ଏହା ପୂର୍ବରୁ ସରକାର ଗଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଭିନ୍ନ ଏକଜିଟ ପୋଲ ଭିନ୍ନ ଭିନ୍ନ କଥା କହୁଥିବା ହେଲେ ଝୁଲା ବିଧାନସଭାକୁ ଏଡାଇ…

କର୍ଣ୍ଣାଟକରେ ରେକର୍ଡ ମତଦାନ ,ଅଧିକ ଭୋଟ କଂଗ୍ରେସକୁ ନା ବିଜେପିକୁ?

ଭୁବନେଶ୍ୱର: ଆଉ ଗୋଟିଏ ଦିନ ପରେ ଅର୍ଥାତ ଆସନ୍ତା ୧୩ ତାରିଖରେ କର୍ଣ୍ଣାଟକ ନିର୍ବାଚନ ପାଇଁ ଭୋଟ ଗଣତି ହେବ। ତେଣୁ ନିର୍ବାଚନର ପ୍ରକୃତ ଫଳାଫଳ ଉପରେ ସମସ୍ତଙ୍କର ନଜର ରହିଛି। ଏଭଳି ସ୍ଥିତିରେ ବିଭିନ୍ନ ସଂସ୍ଥା ପକ୍ଷରୁ କରାଯାଇଥିବା ଏକଜିଟ ପୋଲରେ ଭିନ୍ନ ଭିନ୍ନ ମତ ଆସୁଛି। ପ୍ରାୟ ମତ…

‘କର୍ଣ୍ଣାଟକ ନିର୍ବାଚନ’, ଝାଳ ବୁହାଇ ଲଢ଼ିଲେ ଝୁଲା ସରକାର ଗଢିବେ !

ଭୁବନେଶ୍ୱର: କର୍ଣ୍ଣାଟକରେ ମତଦାନ ପ୍ରକ୍ରିୟା ସରିବା ସହ ଏବେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି। ରାଜନୈତିକ ଦଳ ଗୁଡ଼ିକର ଭବିଷ୍ୟତ ମଧ୍ୟ ଏହି ଇଭିଏମର ଫଳାଫଳ ଉପରେ ନିର୍ଭର କରୁଛି। ଏଭଳି ସ୍ଥିତିରେ ବିଭିନ୍ନ ପ୍ରାକ ନିର୍ବାଚନ ସର୍ଭେରେ ଭିନ୍ନ ଭିନ୍ନ ଚିତ୍ର ଆସୁଛି। କଂଗ୍ରେସ…

କର୍ଣ୍ଣାଟକରେ ମୋଦିଙ୍କ ଗଣିତକୁ ମାତ ଦେବେ କି ରାହୁଲ ?

ଭୁବନେଶ୍ୱର: ରାତି ପାହିଲେ କର୍ଣ୍ଣାଟକ ନିର୍ବାଚନ ପାଇଁ ମତଦାନ ହେବ। ଦୀର୍ଘ ଦିନ ଧରି ଜୋରଦାର ପ୍ରଚାର ପରେ ବର୍ତ୍ତମାନ ବିଭିନ୍ନ ସିଟକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। କର୍ଣ୍ଣାଟକରେ ୨୨୪ ବିଧାନସଭା ଆସନ ଥିବାବେଳେ ଗତ ନିର୍ବାଚନରେ ୭୪ ଟି ବିଧାନସଭା କ୍ଷେତ୍ରରେ ପ୍ରାର୍ଥୀଙ୍କ ଜିତିବା…

କଂଗ୍ରେସର ରାହୁଲ କାର୍ଡ

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ଏଥର କଂଗ୍ରେସ ସମ୍ପୂର୍ଣ୍ଣ ଷ୍ଟ୍ରାଟେଜି ଅନୁଯାୟୀ ସବୁ କରୁଥିବା କୁହାଯାଉଛି। କିଛି ପ୍ରମୁଖ ରଣନୀତିକାରଙ୍କୁ ନେଇ ଦଳ ପ୍ରଚାରଠୁ ଆରମ୍ଭ କରି ପ୍ରତ୍ୟେକ ମନ୍ତବ୍ୟ ଯୋଜନାବଦ୍ଧ ଢଙ୍ଗରେ ଦେଉଥିବା ଆଲୋଚନା ହେଉଛି। ଏସବୁ ଷ୍ଟ୍ରାଟେଜି ମଧ୍ୟରେ ରାହୁଲ…

କର୍ଣ୍ଣାଟକରେ ସରିଲା ପ୍ରଚାର, ଡବଲ ଇଞ୍ଜିନକୁ ବନ୍ଦ କରିଦେବନି ତ ଦୁର୍ନୀତି କାର୍ଡ?

ଭୁବନେଶ୍ୱର: କର୍ଣ୍ଣାଟକରେ ପ୍ରଚାର ଶେଷ ହେବା ସହ ଆରମ୍ଭ ହୋଇଛି ଅନେକ କଳ୍ପନାଜଳ୍ପନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ହାଇଭୋଲ୍ଟେଜ ପ୍ରଚାରରେ ଦୀର୍ଘ ଦିନ ଧରି କର୍ଣ୍ଣାଟକ ମୈଦାନ କମ୍ପୁଥିଲା। ଏପରିକି କଂଗ୍ରେସ ଓ ବିଜେପିର ଅନେକ ନେତା ଜୋରଦାର…