Latest Odisha News
Browsing Tag

Kidney

ମରିଗଲା ପରେ ୨ ଜଣଙ୍କ ଜୀବନ ବଞ୍ଚାଇଲେ

କଟକ: ଜଣେ ବ୍ରେନ୍ ଡେଡଙ୍କ କିଡନୀରେ ୨ ଜଣ ନୂଆ ଜୀବନ ପାଇଛନ୍ତି । କଟକ ବଡ଼ ମେଡିକାଲରେ ଏହା ସମ୍ଭବ ହୋଇଛି । ୟୁରୋଲୋଜି ଓ ନେଫ୍ରୋଲୋଜି ବିଭାଗର ଡାକ୍ତର ବ୍ରେନ୍ ଡେଡଙ୍କ କିଡନୀକୁ ୨ ଜଣଙ୍କ ଠାରେ ପ୍ରତିରୋପଣ କରି ନୂଆ ଜୀବନ ଦେଇଛନ୍ତି । ଏସସିବି କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, କଟକ…

ଗୋଟିଏ କିଡନୀରେ କେମିତି ବଞ୍ଚେ ମଣିଷ ? 

ନୂଆଦିଲ୍ଲୀ: ଆମ ଦେଶରେ କିଡନୀ ରୋଗୀଙ୍କ ସଂଖ୍ୟା କିଛି କମ୍ ନୁହେଁ । ଅନେକ କିଡନୀ ରୋଗୀ ଗୋଟିଏ କିଡନୀରେ ବଞ୍ଚୁଥିବା ବେଳେ ଆଉ ଅନେକ ଲୋକ କିଡନୀ ଦେବା ପରେ ଗୋଟିଏ କିଡନୀରେ ଜୀବନ ଜିଉଁଛନ୍ତି । ତେବେ ଆସନ୍ତୁ ଜାଣିବା ଗୋଟିଏ କିଡନୀରେ କେମିତି ବଞ୍ଚେ ମଣିଷ । ମଣିଷ ଶରୀରରେ ୨ଟି କିଡନୀ…

ଏମ୍ସ ଭୁବନେଶ୍ୱରରେ ପ୍ରଥମ ସଫଳ କିଡନୀ ପ୍ରତିରୋପଣ

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଏହାର ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ିଛି । ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବ ଭାରତରେ ଭରସାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏମ୍ସ ଭୁବନେଶ୍ୱରରେ ସଫଳତାର ସହିତ ପ୍ରଥମ କିଡନୀ ପ୍ରତି‌ରୋପଣ ସମ୍ପନ୍ନ ହୋଇଛି । ଅଗଷ୍ଟ ୩୦ ତାରିଖରେ…

ସଠିକ ସମୟରେ ଲକ୍ଷଣ ଚିହ୍ନନ୍ତୁ, କିଡନୀ ରୋଗରୁ ସାବଧାନ ରୁହନ୍ତୁ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମ ଦେଶରେ କିଡନୀ ଜନୀତ ରୋଗ ସମସ୍ୟା ଦିନକୁ ଦିନ ଉଗ୍ରରୂପ ଧାରଣ କରିବାରେ ଲାଗିଛି । ଦେଶରେ ବହୁ ସଂଖ୍ୟକ ଲୋକେ କିଡନୀ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଫଳରେ ରୋଗୀ ଗୁରୁତର ହେଉଛନ୍ତି ଓ କେତେକ କ୍ଷେତ୍ରରେ ମୃତ୍ୟୁ ମଧ୍ୟ ଘଟୁଛି। ଆମ ଶରୀର ପାଇଁ କିଡନୀ ଅତ୍ୟନ୍ତ…

ପ୍ରେମିକ ଦେଇଥିଲା ପ୍ରେମିକାର ମାଆକୁ କିଡନୀ, ପ୍ରତିରୋପଣ ପରେ ପ୍ରେମିକା ଚମ୍ପଟ୍

ଭୁବନେଶ୍ୱର: ପ୍ରେମ ଓ ପ୍ରେମିକା ପାଇଁ ଅନେକ ଲୋକ ଅପ୍ରତ୍ୟଶିତ ପଦକ୍ଷେପ ନେବାକୁ ପଛାଇନଥାନ୍ତି । ଏମିତି ଅନେକ କାହାଣୀ ଓ ଘଟଣା ରହିଛି ଯେଉଁଠି ପ୍ରେମିକା ପାଇଁ ଜଣେ ପ୍ରେମିକ ତା ଜୀବନକୁ ବି ବାଜି ଲଗାଇଦେଇଛି । ହେଲେ ସମସ୍ତଙ୍କ ପ୍ରେମ କାହାଣୀର ଅନ୍ତ କିନ୍ତୁ ସମାନ ନଥାଏ । ମେକ୍ସିକୋର…

ମହଙ୍ଗା ପଡିଲା କିଡନୀ ବିକି ଆଇଫୋନ୍ କିଣିବା !

ଭୁବନେଶ୍ୱର: ଆଇଫୋନ୍ କିଣିବା ଅନେକଙ୍କ ପାଇଁ ସମ୍ଭବ କିମ୍ବା ଆବଶ୍ୟକ ପଡିନଥାଏ । ଅତ୍ୟାବଶ୍ୟକ କାମ ନୁହେଁ ବରଂ କିଛି ଲୋକ ଷ୍ଟାଟସ୍ ମେଣ୍ଟେନ କରିବାକୁ ଏହି ଫୋନ୍ କିଣିଥାନ୍ତି । ତେବେ ଖାସ୍ କରି ଦାମୀ ଆଇଫୋନ କିଣିବାକୁ ନେଇ କିଡନୀ ବିକିବା ଭଳି ଉପହାସ୍ ଅନେକଙ୍କ ମୁହଁରେ ଶଣିବାକୁ ଥାଏ ।…

କିଡ୍‌ନୀକୁ ସୁସ୍ଥ ରଖିବାକୁ ଚାହୁଁଥିଲେ ଖାଅନ୍ତୁ ଏହି ସବୁ ଖାଦ୍ୟ

ମଣିଷ ଶରୀରର ଏକ ମୁଖ୍ୟ ଅଙ୍ଗ ହେଉଛି କିଡ୍‌ନୀ । ଏହା ଶରୀରରେ ରକ୍ତକୁ ସଫା କରିବାରେ ସାହାଯ୍ୟ କରିଥାଏ । ଏଠି ସହିତ ଶରୀରରେ ରକ୍ତଚାପକୁ ନିୟନ୍ତ୍ରଣ କରିବା, ସୋଡିୟମ ଏବଂ ପୋଟାସିୟମକୁ ନିୟନ୍ତ୍ରଣ କରିବା ତଥା ରକ୍ତରେ ଏସିଡ୍‌ର ମାତ୍ରାକୁ କମ କରିବାରେ ଏହା ସାହାଯ୍ୟ କରିଥାଏ । କିନ୍ତୁ…

ନିର୍ବାଚନ ଖର୍ଚ୍ଚ ନିମନ୍ତେ ସ୍ୱାଧୀନ ପ୍ରାର୍ଥୀ ବିକିବେ ନିଜ କିଡନୀ !

ଗୌହାଟୀ : ଆସାମର ଜଣେ ଯୁବକ ଆଗାମୀ ଲୋକସଭା ନିର୍ବାଚନ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବାକୁ ଯାଉଛନ୍ତି । ତେବେ ନିର୍ବାଚନ ଲାଗି ଅର୍ଥରାଶି ଯୋଗାଡ କରିବା ପାଇଁ ସେ ନିଜ କିଡନୀ ବିକିବେ ବୋଲି କହିଛନ୍ତି । ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ଆସାମର ମୋଦତୀ ଗ୍ରାମର ସୁକୁର ଅଲ୍ଲୀ…