Latest Odisha News

BREAKING NEWS

Browsing Tag

Killed

ମିଳିଲା ନିଖୋଜ ବୃଦ୍ଧଙ୍କ ମୃତଦେହ, ହାତୀ ଦଳି ଦେଇଥିବା ସନ୍ଦେହ

ଅନୁଗୁଳ: ଗତକାଲି ଠାରୁ ନିଖୋଜ ଥିବା ବୃଦ୍ଧଙ୍କ ମୃତଦେହ ମିଳିଛି । ରବିବାର ଠାରୁ ଅନୁଗୁଳ ଜିଲ୍ଲା ବନ୍ତଳା ହମାମିପା ଗାଁର ୫୫ ବର୍ଷୀୟ ନିତ୍ୟା ଗୋଚ୍ଛାୟତ ବାହାରକୁ ଯାଇ ଘରକୁ ଫରେ ନଥିଲେ । ଘର ଲୋକ ରାତିରେ ଖୋଜାଖୋଜି ପରେ ନିତ୍ୟାଙ୍କୁ ପାଇ ନଥିଲେ । ଆଜି ପୁଣି ଖୋଜାଖୋଜି କଲା ବେଳେ ଗାଁ…

ପିଶାଚ ସାଜିଲା ପୁଅ, ପରିବାରର ୪ ସଦସ୍ୟଙ୍କୁ ଛୁରି ଭୁଶି କଲା ହତ୍ୟା

ନୂଆଦିଲ୍ଲୀ : ରକ୍ତମୁଖା ହେଲା ପୁଅ । ଭୁଲିଗଲା ରକ୍ତ ସମ୍ପର୍କ । ଛାଡ଼ିଲାନି ନିଜ ବାପା, ମା, ଜେଜେମା, ଏବଂ ନିଜ ଭଉଣୀକୁ ସମସ୍ତଙ୍କୁ ଛୁରୀ ଭୁଶି ହତ୍ୟା କଲା । ଏଭଳି ଅମାନବୀୟ କାଣ୍ଡ ଘଟିଛି ଦିଲ୍ଲୀର ସାଉଥ ଓ୍ବେଷ୍ଟ ଜିଲ୍ଲା ପାଲମ ଅଞ୍ଚଳର । ବଇରି ସାଜିଲା ଜନ୍ମକଲା ପୁଅ । ନିଜ ପରବାରର…

ଜମ୍ମୁ ଓ କଶ୍ମୀରରେ ଆତଙ୍କବାଦୀଙ୍କ ବର୍ବର କାଣ୍ଡ, କଶ୍ମୀରୀ ପଣ୍ଡିତଙ୍କୁ ନିର୍ମମ ହତ୍ୟା

ଭୁବନେଶ୍ୱର: ଜମ୍ମୁ ଓ କଶ୍ମୀରରେ ରକ୍ତର ହୋଲି ଖେଳିଛନ୍ତି ଆତଙ୍କବାଦୀ । ଦିନ ଦ୍ୱିପହରେ ତହସିଲ ଅଫିସରେ ପଶି ଘଟାଇଲେ ଖୁଲମ୍‌ଖୁଲା ହତ୍ୟାକାଣ୍ଡ । ଏହି ଘଟଣା ସମଗ୍ର ଦେଶରେ ଚାଂଚଲ୍ୟ ଖେଳାଇଥିଲାବେଳେ ଜଣେ ସରକାରୀ କର୍ମଚାରୀ ନିହତ ହୋଇଥିବା ସୂଚନା ରହିଛି । ଆଜି ବୁଦଗାମ ଜିଲ୍ଲାରେ ରାହୁଲ…

ଅନନ୍ତନାଗ ଜିଲ୍ଲାରେ ସୁରକ୍ଷା ବାହିନୀ-ଆତଙ୍କବାଦୀ ମୁହାଁମୁହିଁ: ୨ ଆତଙ୍କବାଦୀ ନିିହତ

ଶ୍ରୀନଗର:ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଏନକାଉଣ୍ଟର । ସୁରକ୍ଷା ବାହିନୀ ସହ ଆଜି ହୋଇଥିବା ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଯେଉଁମାନଙ୍କ ପରିଚୟ ମିଳିପାରିିନାହିଁ।  ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀଙ୍କ ଉପସ୍ଥିତି ସମ୍ପର୍କରେ ସୂଚନା ପାଇବା ପରେ ସୁରକ୍ଷା…

ପୋଲିସ୍‌ ଟିମ୍‌ ଉପରେ ଆକ୍ରମଣ କଲେ ମଦ ମାଫିଆ, ଏଏସ୍ଆଇ ମୃତ

ସୀତାମାରି:ବିହାରର ସୀତାମାରି ଜିଲ୍ଲାରେ ମଦ ମାଫିଆଙ୍କ ଆକ୍ରାମଣରେ ଜଣେ ଆସିଷ୍ଟାଣ୍ଟ୍‌ ସବ୍‌ ଇନସ୍ପେକ୍ଟର୍‌ଙ୍କ ମୃତ୍ୟୁ ହୋଇଛି । ଏହି ଘଟଣାରେ ଅନ୍ୟ ଜଣେ ପୋଲିସ କର୍ମୀ ଗମ୍ଭୀର ଭାବେ ଆହାତ ହୋଇଛନ୍ତି । ମୃତ ଏଏସ୍‌ଆଇଙ୍କ ନାମ ଦିନେଶ୍‌ ରାମ୍‌ ହୋଇଥିବା ବେଳେ ଆହାତଙ୍କ ନାମ ଲାଲ୍‌ବାବୁ…

ବିମାନ ଦୁର୍ଘଟଣାରେ ୪ ଫୁଟବଲ୍ ଖେଳାଳିଙ୍କ ମୃତ୍ୟୁ  

ନୂଆଦିଲ୍ଲୀ : ବ୍ରାଜିଲରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ଫୁଟବଲ୍ କ୍ଳବର ୪ ଜଣ ଖେଳାଳିଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।  ସୂଚନାଯୋଗ୍ୟ, ମୃତ୍ୟୁ ହୋଇଥିବା ୪ ଜଣ ଫୁଟବଲ୍ ଖେଳାଳି କରୋନା ସଂକ୍ରମିତ ଥିଲେ । ତାଙ୍କୁ କ୍ବାରେଣ୍ଟାଇନରେ ରଖା ଯାଇଥିଲା । ଏଥିପାଇଁ…

ଯୁବତୀଙ୍କ ସହ ବନ୍ଧୁତା, ୧୮ବର୍ଷୀୟ ଯୁବକଙ୍କୁ ନିର୍ମମ ହତ୍ୟା !

ନୂଆଦିଲ୍ଲୀ: ମହଙ୍ଗା ପଡିଛି ଯୁବତୀଙ୍କ ସହ ବନ୍ଧୁତା । ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ପିଟିପିଟି ହତ୍ୟା । ଦିଲ୍ଲୀ ୟୁନିଭର୍ସିଟିରେ ପଢୁଥିବା ଯୁବକଙ୍କୁ ହତ୍ୟା ମାମଲାରେ ୫ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ଉତ୍ତର ପଶ୍ଚିମ ଦିଲ୍ଲୀର ଆଦର୍ଶ ନଗରରେ ଘଟିଥିବା ଏହି ଘଟଣା ଚାଂଚଲ୍ୟ…

ଭାଇରାଲ୍ ପୋଷ୍ଟମୋର୍ଟମ୍‌: ସହିଦ ହେଲେ ୭୫ ଭାରତୀୟ ଯବାନ, ସତ ନା ଗୁଜବ ?

ଭୁବନେଶ୍ୱର: ତେଜିବାରେ ଲାଗିଛି ଭାରତ ଓ ଚାଇନା ମଧ୍ୟରେ ବିବାଦ । ପୂର୍ବ ଲଦାଖରେ LAC ବା ଲାଇନ୍ ଅଫ୍ ଆକ୍‌ଚୁଆଲ୍ କଣ୍ଟ୍ରୋଲ୍‌କୁ ନେଇ ମୁହାଁମୁହିଁ ଦୁଇ ଦେଶ । ଏପରି ସ୍ଥିତିରେ ଚାଇନା ସେନା ୭୫ ଭାରତୀୟ ଯବାନଙ୍କୁ ନିହତ କରିଥିବା ଖବର ସାମ୍ନାକୁ ଆସିଛି । ତ୍ରୀରଙ୍ଗାରେ ଆବୃତ କିଛି…