Latest Odisha News

BREAKING NEWS

Browsing Tag

LAC

ଏଲ୍‌ଏସିରେ ସ୍ଥିତି ପରିବର୍ତ୍ତନ ପାଇଁ ଏକତରଫା ପ୍ରୟାସ ଗ୍ରହଣୀୟ ନୁହେଁ; ଏସ୍‌ ଜୟଶଙ୍କର

ନୂଆଦିଲ୍ଲୀ: ଚୀନ୍-ଭାରତ ସୀମା ଅବରୋଧ ମଧ୍ୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଶନିବାର କହିଛନ୍ତି ଯେ ଭାରତ ଏବଂ ଚୀନ୍ ମଧ୍ୟରେ ସମ୍ପର୍କ ଗୁରୁତର ହୋଇପଡିଛି ଏବଂ ସମ୍ପର୍କର ସ୍ୱାଭାବିକତା ଫେରାଇ ଆଣିବା ପାଇଁ ଦୁଇ ବର୍ଷ ମଧ୍ୟରେ ଚୁକ୍ତିନାମା ହୋଇଛି। ତେବେ ଦୁଇ ଦେଶ ମଧ୍ୟରେ…

ଏଲ୍‌ଏସିରେ ଏବେ ନା ଅଛି ଯୁଦ୍ଧ ପରିସ୍ଥିତି ନା ଶାନ୍ତି: ବାୟୁ ସେନା ମୁଖ୍ୟ

ନୂଆଦିଲ୍ଲୀ: ଭାରତ-ଚୀନ୍ ମଧ୍ୟରେ ଲାଗି ରହିଛି ସୀମା ବିବାଦ । ଉତ୍ତର ସୀମାରେ ଉତ୍ତେଜନା କମିବାର ନାଁ ନେଉନି । ପୂର୍ଣ୍ଣ ଏହାରି ଭିତରେ ପାକିସ୍ତାନ ପକ୍ଷରୁ ମଧ୍ୟ କ୍ରମାଗତ ଅନୁପ୍ରବେଶ ପ୍ରୟାସ ଲାଗି ରହିଛି। ଭାରତୀୟ ବାୟୁସେନା (ଆଇଏଏଫ) ମୁଖ୍ୟ ଆର କେ ଏସ ଭଦୋରିଆ କହିଛନ୍ତି ଉତ୍ତର ସୀମାରେ…

ସବୁ ପରିସ୍ଥିତିର ସାମ୍ନାକୁ କରିବାକୁ ଭାରତ ପ୍ରସ୍ତୁତ: ରାଜନାଥ

ନୂଆଦିଲ୍ଲୀ: ସଂସଦରେ ଉଠିଲା ଭାରତ-ଚୀନ ବିବାଦ ପ୍ରସଙ୍ଗ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ରଖିଲେ ବିବୃତି । କହିଲେ, ଲଦାଖରେ ଯବାନଙ୍କ ମନୋବଳ ବୃଦ୍ଧି କରାଯାଉଛି ।  ଭାରତ-ଚୀନ୍ ସୀମା ବିବାଦ ଏକ ଜଟିଳ ବିବାଦ । ସବୁ ପରିସ୍ଥିତିର ସାମ୍ନା କରିବାକୁ ପ୍ରସ୍ତୁତ ଅଛି ଭାରତ ।…

ସଂସଦୀୟ ପ୍ୟାନେଲ ସମ୍ମୁଖରେ ହାଜିର ହେଲେ ସିଡ଼ିଏସ୍ ଜେନେରାଲ ବିପିନ ରାୱତ

ନୂଆଦିଲ୍ଲୀ: ଲଦାଖରେ ଏଲଏସି ଭାରତ ଏବଂ ଚୀନ୍ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଚାଲିଛି । ଏହା ମଧ୍ୟରେ ଶୁକ୍ରବାର ଦିନ ପ୍ରତିରକ୍ଷା ମୁଖ୍ୟ ବିପିନ୍ ରାୱତ  ପ୍ରତିରକ୍ଷା ସଂସଦରେ ହାଜର ହୋଇଛନ୍ତି । ଏହି ବୈଠକର ଅଫିସିଆଲ୍ ଏଜେଣ୍ଡା 'ପ୍ରତିରକ୍ଷା ବାହିନୀକୁ ବିଶେଷ କରି ସୀମାନ୍ତବର୍ତ୍ତୀ…

ମୋଦୀଙ୍କ ପରେ ଲଦାଖ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରେ ଏବେ ଲଦାଖ ଗସ୍ତରେ ଯିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଗଲ୍‌ୱାନ୍ ସଂଘର୍ଷ ପରେ ଭାରତ-ଚୀନ ମଧ୍ୟରେ ଏବେ ତିକ୍ତତା କମ ହେବା ସହ ଚୀନ ସେନା ପଛକୁ ଘୁଞ୍ଚିଛି । ତଥାପି ଚୀନର ପ୍ରତି ଆକ୍ରମଣର ଜବାବ ଦେବା ପାଇଁ ଭାରତୀୟ ସେନା…

ଆଜି ଭାରତ-ଚୀନ୍ କୁଟନୈତିକ ଆଲୋଚନା

ଏଲଏସିରୁ ଚୀନ୍ ସେନା ପଛଘୁଞ୍ଚା ଦେଇଛି । ଆଜି ଭାରତ-ଚୀନ ମଧ୍ୟରେ ପ୍ରଥମ କୁଟନୈତିକ ଆଲୋଚନା ହେବ । କୁହାଯାଉଛି ବିବାଦୀୟ ସ୍ଥାନରୁ ସେନା ଅପସାରଣ, ସୀମାରେ ଶାନ୍ତି ବଜାୟ ରଖିବା ଓ ଆଗକୁ ଗଲଓ୍ୱାନ ସଂଘର୍ଷ ଭଳି ଘଟଣା ଯେଭଳି ନଘଟିବ ସେଦିଗରେ ଆଲୋଚନା ହୋଇପାରେ । ଜାତୀୟ ସୁରକ୍ଷା…

ଚୀନ-ଭାରତ ସଂଘର୍ଷ: ସହିଦ ହେଲେ ୨ ଓଡ଼ିଆ ଯବାନ

ଭୁବନେଶ୍ୱର: ପୂର୍ବ ଲଦାଖର ଗଲୱାନ୍ ଉପତ୍ୟକାରେ ହୋଇଥିବା ଚୀନ ସୈନିକମାନଙ୍କ ବିରୋଧରେ ଲଢି ୨ ଓଡ଼ିଆ ପୁଅ ଦେଶମାତୃକା ଲାଗି ସହିଦ ହୋଇଛନ୍ତି । ସୋମବାର ରାତିରେ ହୋଇଥିବା ଏହି ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ଦେଶ ଲାଗି ପ୍ରାଣ ଦେଇଛନ୍ତି । ଏହି ଦୁଇଜଣ ଓଡ଼ିଆ ଯବାନ ମାନଙ୍କ ମଧ୍ୟରୁ ଜଣେ…

ଭାରତ-ଚୀନ ଉତ୍ତେଜନା ପ୍ରସଙ୍ଗ: ଭାରତକୁ ସହଯୋଗ କରିବାନେଇ ଆମେରେକୀୟ କୁଟନୀତିଜ୍ଞଙ୍କ ଦୃଢୋକ୍ତି

ୱାଶିଂଟନ: ଲଦାଖ ନିକଟବର୍ତ୍ତୀ ଲାଇନ୍ ଅଫ ଆକଚୁଆଲ କଣ୍ଟ୍ରୋଲ୍ (ଏଲଏସି) ନିକଟରେ ଭାରତ ଓ ଚୀନ ସେନାଙ୍କ ମଧ୍ୟରେ ଉତ୍ତେଜନା ଦେଖାଯିବା ପ୍ରସଙ୍ଗରେ ଆମେରିକା ଭାରତ ସହିତ ସଦା ସର୍ବଦା ରହିଛି ବୋଲି ଆମେରିକାର ପୂର୍ବତନ ପ୍ରିନସିପାଲ୍ ଡେପୁଟୀ ଆସିଷ୍ଟାଣ୍ଟ ସେକ୍ରେଟାରୀ (ପିଡ଼ିଏଏସ) ଆଲିସ୍ ଜି…