Latest Odisha News

BREAKING NEWS

Browsing Tag

LAC

ଆମେରିକା ସଂସଦରେ ଆଗତ ହେଲା ଦ୍ୱିଦଳୀୟ ବିଧେୟକ-ଅରୁଣାଚଳ ପ୍ରଦେଶ ଭାରତର ଅଭିନ୍ନ ଅଙ୍ଗ

ୱାଶିଂଟନ: ଆମେରିକାର ଦୁଇଜଣ  ସାଂସଦ ଅରୁଣାଚଳ ପ୍ରଦେଶର ସମସ୍ୟା ଉପରେ ଭାରତକୁ ସମର୍ଥନ କରି  ସଂସଦରେ ଏକ ଦ୍ୱିଦଳୀୟ ବଲ ଆଗତ କରିଛନ୍ତି । ଏହି ବିଲରେ ଅରୁଣାଚଳ ପ୍ରଦେଶକୁ ଭାରତର ଅଭିନ୍ନ ଅଙ୍ଗ ବୋଲି ଦର୍ଶାଯାଇଛି । ଏହି ବିଲ ଓରେଗୋନର ସାଂସଦ ଜେଫ ମର୍କେଲ ଏବଂ ବିଲ ହାଗେର୍ଟୀ ଆଗତ…

ଏଲଏସିରେ ମୁତୟନ ଚୀନ ସୈନିକଙ୍କ ସହ କଥା ହୋଇ ଯୁଦ୍ଧ ପ୍ରସ୍ତୁତିର ସମୀକ୍ଷା କଲେ ଜିନପିଙ୍ଗ

ନୂଆଦିଲ୍ଲୀ: ଲଦାଖ ଏଲଏସିରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଥମୁନି । ସେପଟେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଯୁଦ୍ଧ ପ୍ରସ୍ତୁତି ନେଇ ସୈନିକଙ୍କ ସହ ଆଲୋଚନା କରିଛନ୍ତି । ଶୁକ୍ରବାର ଚୀନର ସରକାରୀ ଗଣମାଧ୍ୟମ ଏ ସୂଚନା ଦେଇଛି । ପିଏଲଏ ମୁଖ୍ୟାଳୟରୁ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ…

ଭାରତୀୟ ସେନାରେ ସାମିଲ୍ ହେବ କ୍ଷେପଣାସ୍ତ୍ର ‘ପ୍ରଳୟ’, ଚୀନ ସୀମାରେ ହେବ ମୁତୟନ

ନୂଆଦିଲ୍ଲୀ: ନଜର ରଖିବ, ଅମାନିଆ ହେଲେ ନିମିଷକେ ଧ୍ୱଂସ କରି ଦେବ । ଏଲଏସିରେ ଚୀନକୁ ନେଇ ବିବାଦ ଭିତରେ ଭାରତୀୟ ସେନା ‘ପ୍ରଳୟ’ ବାଲିଷ୍ଟିକ ମିସାଇଲକୁ ସୀମାରେ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି । ଭାରତୀୟ ସେନାର ଏହି ନିଷ୍ପତ୍ତି ଚୀନ ମନରେ ଭୟ ସଞ୍ଚାର କରିଥିବା କୁହାଯାଉଛି । ୧୫୦ରୁ…

ଭାରତୀୟ ଯବାନଙ୍କ ସାହସ ଦେଖି ଫେରିଗଲେ ଡ୍ରାଗନ ସେନା-ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ତଓ୍ୱାଙ୍ଗ ଠାରେ ଚୀନ ସେନା ଭାରତକୁ ଅନୁପ୍ରବେଶ କରିବାକୁ  ଚାହୁଁଥିଲେ । ଏହାର ମୁହଁତୋଡ ଜବାବ ଦେଇଛନ୍ତି ଭାରତୀୟ ସେନା । ଏଲଏସିର ସ୍ଥିତିକୁ ବଦଳାଇବା ପାଇଁ ଚୀନ ବାରମ୍ବାର ଚେଷ୍ଟା କରୁଛି । ଭାରତୀୟ ସେନାର ଖୁବ ସାହାସର ସହିତ ଏହାର ମୁକାବିଲା କରୁଛନ୍ତି । ଚୀନ ସେନାକୁ ନିଜ…

ମାନିଲା ଚୀନ, ଗଲୱାନ ହିଂସାରେ ମରିଥିଲେ ତା’ର ସୈନିକ

ନୂଆଦିଲ୍ଲୀ: ଏଲଏସିରେ ଭାରତ-ପାକିସ୍ତାନ ମଧ୍ୟରେ ବର୍ଷେରୁ ଅଧିକ ସମୟ ହେବ ଲାଗି ରହିଥିବା ଉତ୍ତେଜନା କମୁଛି । ଉତ୍ତେଜନା ଥମୁଥିବା ବେଳେ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷରେ ଚୀନ ସୈନିକ ମରିଥିବା ପ୍ରଥମଥର ଲାଗି ବେଜିଂ ସ୍ୱୀକାର କରିଛି । ଜୁନ୍ ୨୦୨୦ରେ ଏଲଏସିରେ ହୋଇଥିବା ସଂଘର୍ଷରେ…

ରାଜ୍ୟସଭାରେ ରାଜନାଥଙ୍କ ବଡ଼ ବୟାନ, ଚୀନକୁ ଇଞ୍ଚେ ବି ଜମି ଦେବନି ଭାରତ

ନୂଆଦିଲ୍ଲୀ: ଭାରତ-ଚୀନ ସୀମା ବିବାଦକୁ ନେଇ ଆଜି ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବିବୃତି ରଖିଛନ୍ତି । ରାଜ୍ୟସଭାରେ ରାଜନଥା ଦୃଢ଼ୋକ୍ତିର ସହ କହିଛନ୍ତି- ‘ଭାରତର ଜମି ଉପରେ ଚୀନ କବଜା କରିଛି । ଭାରତ ଗୋଟିଏ ଇଞ୍ଚ୍ ବି ଜମି ଛାଡ଼ିବ ନାହିଁ । ବାସ୍ତିବିକ ସୀମା ରେଖା (LAC)କୁ…

ଭାରତ-ଚୀନ ସୀମା ବିବାଦର ୯ମ ବୈଠକରେ ବାହାରିଲା କି ସମାଧାନର ସୂତ୍ର ?

ନୂଆଦିଲ୍ଲୀ: ଦୀର୍ଘ ୯ ମାସ ଧରି ଲଦାଖର ପୂର୍ବ ଭାଗରେ ଭାରତ ଓ ଚୀନ ସେନା ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ଗତକାଲି ହୋଇଥିବା ୯ମ ବୈଠକରେ ସମାଧାନର ସୂତ୍ର ବାହାରିଥିବାର ସଂକେତ ମିଳିଛି । ଏହି ବୈଠକ ପରେ କୁହାଯାଇଛି ଯେ, ହୋଇଥିବା ଆଲୋଚନା ସକରାତ୍ମକ, ବାସ୍ତବାଦୀ ଓ ଗଠନମୂଳକ ଥିଲା । ଏହା…

ଏଲ୍ଏସି ନିକଟରୁ ଧରା ପଡ଼ିଥିବା ଚୀନ୍‌ ସେନାକୁ ଫେରାଇଲା ଭାରତ

ନୂଆଦିଲ୍ଲୀ: ଜାନୁଆରୀ ୮ରେ, LAC ଅତିକ୍ରମ କରି ଭାରତୀୟ ସୀମାକୁ ପସି ଆସିଥିବା ଚୀନ୍‌ ସେନାକୁ ଆଜି ଚୁସୁଲରେ ଫେରାଇଦିଆଯାଇଛି। ଭାରତୀୟ ସେନା ପକ୍ଷରୁ ଏହି ସୂଚନା ଦିଆଯାଇଛି। ଶୁକ୍ରବାର ଦିନ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ଅତିକ୍ରମ କରି ପୂର୍ବ ଲଦାଖର ପାଙ୍ଗୋଙ୍ଗ ହ୍ରଦର ଦକ୍ଷିଣ…

ଭାରତୀୟ ସୀମା ଭିତରକୁ ପ୍ରବେଶ କରିଥିବା ଚୀନ୍‌ ସେନା ଗିରଫ

ନୂଆଦିଲ୍ଲୀ: ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଶୁକ୍ରବାର ସକାଳେ ଲଦାଖର ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (LAC) ନିକଟରେ ଜଣେ ଚୀନ୍ ସୈନିକଙ୍କୁ ଧରାଯାଇଥିଲା। ପିପୁଲ୍ସ ଲିବରେସନ୍ ଆର୍ମିର ସ‌ୈନିକମାନେ ଭାରତୀୟ ସୀମା ମଧ୍ୟରେ ଥିବା ପାଙ୍ଗୋଙ୍ଗ ସୋ ହ୍ରଦର ଦକ୍ଷିଣ…