Latest Odisha News
Browsing Tag

land dispute

ଜମି ପାଇଁ ଗୁଳିମାଡ଼: ବାପା ମୃତ, ଝିଅ ଗୁରୁତର

ବ୍ରହ୍ମପୁର: ଜମିଜମା ପାଇଁ ଗଞ୍ଜାମ ଜିଲ୍ଲା ପୋଲସରା ଅଞ୍ଚଳରେ ଗୁଳିମାଡ଼ ହୋଇଛି । ଝିଅର ଶ୍ୱଶୁର ଘରକୁ ଯାଇଥିବା ବେଳେ ଗୁଳିମାଡ଼ରେ ବାପାର ମୃତ୍ୟୁ ହୋଇଛି । ଝିଅକୁ ଗୁରୁତର ଆହତ ଅବସ୍ଥାରେ ମେଡିକାଲ ନିଆଯାଇଛି । ବୁଧବାର ସନ୍ଧ୍ୟାରେ ଘଟିଛି ଏ ଅଘଟଣ । ମୃତକ ଖଲ୍ଲିକୋଟ ଥାନା ଅନ୍ତର୍ଗତ…

ମହିଳାଙ୍କୁ ଢାଲ କରି ରାଜଧାନୀରେ ମାତିଛନ୍ତି ଜମି ମାଫିଆ ! ୭ ଗିରଫ, ମାଷ୍ଚରମାଇଣ୍ଡ ଫେରାର୍

ଭୁବନେଶ୍ୱର : ରାଜଧାନୀରେ ମାତିଛନ୍ତି ବଡି ବିଲଡର୍ ଜମି ମାଫିଆ । ମହିଳାଙ୍କୁ ଢାଲ କରି ଚଳାଇଥିଲେ ଜମି ପଜେସନ୍ ଗ୍ୟାଙ୍ଗ । ୧୦ କୋଟିର ଜମି ପାଇଁ ଏମାନେ ନେଇଥାନ୍ତି ଏକ କୋଟିର ବଟି । ଏଭଳି ଏକ ୭ ଜଣିଆ ଗ୍ୟାଙ୍ଗକୁ ଭୁବନେଶ୍ବର ନୟାପଲ୍ଲୀ ଥାନା ପୋଲିସ ଗୁରୁବାର ଗିରଫ କରିଛି । ଏମାନେ ହେଲେ,…

ଜମି ବିବାଦ : ଭାଇ ଗୁଳି ମାଡ଼ରେ ଭାଇ ଗୁରୁତର

ବ୍ରହ୍ମପୁର:ଜମିବାଡ଼ି ବିବାଦକୁ ନେଇ ଗଞ୍ଜାମ ଜିଲା ଖଲିକୋଟ ଥାନା ଅନ୍ତର୍ଗତ ଭିକାପଡ଼ା ଗ୍ରାମରେ ଗୁଳିକାଣ୍ଡ ଘଟିଛି । ଭାଇର ଗୁଳିମାଡ଼ରେ ଭାଇ ଗୁରୁରତ ଆହତ ହୋଇଛନ୍ତି । ଗୁରୁବାର ଦିନ ଦ୍ବିପହରରେ ଏହି ଘଟଣା ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ଭିକାପଡ଼ା ଗ୍ରାମର ବଡ଼ଦାଣ୍ଡ ସାହିରେ…

ଜମି ବିବାଦକୁ ନେଇ ହତ୍ୟାକାଣ୍ଡ, ଜଣେ ମୃତ ୬ ଆହତ

ବଲାଙ୍ଗୀର: ମୁଣ୍ଡ ନେଇଗଲା ଜମି ବିବାଦ । ରକ୍ତାକ୍ତ ସଂଘର୍ଷରେ ଚାଲିଗଲା ଜଣକର ଜୀବନ । ଅନ୍ୟପଟେ ୬ ଜଣ ଆହତ ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏପରି ଏକ ଅଭାବନୀୟ ଘଟଣାକୁ ନେଇ ଲଜ୍ଜା ମୁଣ୍ଡାଇଛି ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ କୁଟୁରାପାଲି ଗାଁ । ମିଳିଥିବା…

ଗୋଚରଜମି ଦଖଲ ନେଇ ନାବାଳକକୁ ହତ୍ୟା

ବାରିପଦା : ଗୋଚରଜମି ଦଖଲକୁ ନେଇ ହତ୍ୟାକାଣ୍ଡ । ଦଶମ ଶ୍ରେଣୀ ଛାତ୍ର ହରେକୃଷ୍ଣ ମହାନ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣିଲେ ଦୁବୃର୍ତ୍ତ ।। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ମହୁଲବଣୀ ଗାଁରେ । ସରକାରୀ ଗୋଚର ଜମି ଦଖଲକୁ ନେଇ ଉନ୍ମତ୍ତ କାଣ୍ଡ । ବିବାଦ ଯୋଗୁଁ ଚାଲିଗଲା…

ଜମିଜମା ବିବାଦକୁ ନେଇ କଟୁରୀ ବୁଲିଲା, ୨ ଗୁରୁତର

ଯାଜପୁର: ଜମିଜମା ବିବାଦକୁ ନେଇ ତୁମୁଳକାଣ୍ଡ । ଦୁଇ ପଡୋଶୀଙ୍କ ମଧ୍ୟରେ ପ୍ରଥମେ ଯୁକ୍ତିତର୍କ, ପରେ ଧସ୍ତାଧସ୍ତି ଓ ଶେଷରେ କଟୁରୀ ଚୋଟରେ ଝଗଡାର ଅବସାନ ଘଟିଥିଲା । କିଛି ଏଭଳି ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ଯାଜପୁର ଜିଲ୍ଲାର ଅରିଲୋ ଗାଁ । ରିପୋର୍ଟ ଅନୁଯାୟୀ ପ୍ରତାପ ସାମଲ ଓ…

ଜମିବାଡି ବିବାଦକୁ କେନ୍ଦ୍ର କରି ମହିଳା ଓ ତାଙ୍କ ପରିବାରକୁ ମରଣାନ୍ତକ ଆକ୍ରମଣ

ପୁରୀ: ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁରରେ ଅଭାବନୀୟ ଘଟଣା । ଜମିବାଡି ଓ ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ପଡିଶା ଘରର ପରିବାର ସଦସ୍ୟମାନେ ବିଭିନ୍ନ ମାରଣାସ୍ତ୍ରରେ ଜଣେ ମହିଳା ଓ ତାଙ୍କ ପରିବାର ଉପରେ ମାରଣାତ୍ମକ ଆକ୍ରମଣ କରିଥିବା ନେଇ ଡେଲାଙ୍ଗ ଥାନାରେ ଅଭିଯୋଗ ହୋଇଛି ।…

[ଭିଡିଓ] ଜମି ବିବାଦକୁ ନେଇ ୮୦ ବର୍ଷୀୟଙ୍କ ଉନ୍ମକ୍ତ କାଣ୍ଡ !

ତାମିଲନାଡୁ: ବୟସ ୮୦, ହେଲେ ତାଙ୍କ କାରନାମା ସାଧାରଣ ଲୋକଙ୍କ ସମେତ ପୋଲିସକୁ ବି ତାଜୁବ କରିଛି । ସିସିଟିଭିରେ କଏଦ ହୋଇଥିବା ଏହି ଭିଡିଓରେ ଜଣେ ବୟସ୍କ ବ୍ୟକ୍ତି ୩ ଜଣଙ୍କୁୁ ଗୁଳିମାଡ କରୁଥିବା ଘଟଣା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଗତକାଲି ଏହି ଘଟଣା ସକାଳ ପ୍ରାୟ ୧୦ଟା…