Latest Odisha News

BREAKING NEWS

Browsing Tag

leopard

ଶିମିଳିପାଳରୁ କଲରାପତିଆ ବାଘର ଗଳିତ ମୃତଦେହ ଉଦ୍ଧାର

ବାରିପଦା : ମୟୁରଭଞ୍ଜ ଜିଲ୍ଲାରେ ଥିବା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଅନ୍ତର୍ଗତ ଜେନବିଲ ବନ୍ୟଖଣ୍ଡର ଟିକତାଲି ସେକ୍ସନର ସରାଇ ଠାରେ ଥିବା ଏକ ନାଳରୁ ବୁଧବାର ରାତିରେ ବନବିଭାଗ କର୍ମଚାରୀମାନେ ଏକ କଲରାପତିଆ ବାଘର ମୃତଦେହ ଉଦ୍ଧାର କରିଛନ୍ତି । ସ୍ଥାନୀୟ ବାସିନ୍ଦା ପ୍ରଥମେ ଏହି…

କଳାହାଣ୍ଡିରେ ବାଘଛାଲ ଜବତ, ଖସିଗଲେ ଅଭିଯୁକ୍ତ

କଳାହାଣ୍ଡି : ସମ୍ବଲପୁର ଓ ମୟୁରଭଞ୍ଜ ପରେ କଳାହାଣ୍ଡି ଜିଲ୍ଲାରୁ ବୁଧବାର ଦିନ କଲରାପତରିଆ ବାଘର ଚମଡ଼ା ଜବତ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ବିଶ୍ୱନାଥପୁର ପୋଲିସ ସୀମା ଅନ୍ତର୍ଗତ ଧଅଁରାଭଟା ରାସ୍ତାରେ ପୋଲିସ ଏକ ବାଇକରେ ବସ୍ତା ଟଙ୍ଗାଯାଇଥିବା ଦେଖି ତାକୁ ଅଟକାଇଥିଲା । ପରେ…