Latest Odisha News

BREAKING NEWS

Browsing Tag

leopard

୧୧ ବାଘ ଶିକାରୀ ଗିରଫ; ବାଘ ଛାଲ, ନଖ ଓ ମାଂସ ଜବତ

ବାଲିଗୁଡ଼ା: ଜଙ୍ଗଲରେ କଲରାପତରିଆ ବାଘ ଶିକାର କରି ଛାଲ, ନଖ ବାହାର କରି ମାଂସ ଭାଗ ବାଣ୍ଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ବନାଞ୍ଚଳର ବାରବା ସେକ୍ସନର ବାଦଗଡ଼ ଜଙ୍ଗଲରେ । ବାଘ ଛାଲ, ନଖ ଓ କିଛି ମାଂସ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ…

ବାଘକୁ ଅଂଶୁଘାତ ! ଅସୁସ୍ଥ ଅବସ୍ଥାରେ କାବୁ କରି ଚିକିତ୍ସା କରୁଛି ବନ ବିଭାଗ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଧରମାବାନ୍ଧ ସେକ୍ସନରେ ଏକ ଅସୁସ୍ଥ କଲରାପତରିଆ ବାଘକୁ କାବୁ କରିଛି ବନ ବିଭାଗ । ସିଲିଆରୀବାହାରା ଗାଁ ନିକଟ ଜଙ୍ଗଲରୁ ବାଘକୁ କାବୁ କରି ବନ କର୍ମଚାରୀ ଚିକିତ୍ସା କରୁଛନ୍ତି । ତେବେ ପ୍ରବଳ ଖରା ଯୋଗୁଁ କଲରାପତରିଆ ଅସୁସ୍ଥ ହୋଇ ପଡ଼ିଥିବା ଆଶଙ୍କା କରାଯାଉଛି ।…

ଗତ ୧୦ ବର୍ଷ ରାଜ୍ୟରେ ମରିଛନ୍ତି ୬ ମହାବଳ ବାଘ: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ଜଙ୍ଗଲରେ ମହାବଳ ବାଘଙ୍କ ସହ କଲରାପତରିଆ ପ୍ରଜାତିର ବାଘ ରହିଛନ୍ତି । ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ ସଂସ୍ଥା (NTCA)ଙ୍କ ଦ୍ୱାରା ୨୦୧୮ରେ ପ୍ରକାଶିତ ଆକଳନ ଅନୁସାରେ, ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ଏବେ ୨୮ଟି ମହାବଳ ବାଘ ଏବଂ ୭୬୦ଟି କଲରାପତରିଆ ବାଘ…

କୋର୍ଟରେ ପଶିଲା ବାଘ, ଆକ୍ରମଣରେ ୧୦ ଆହତ ‌

ନୂଆଦିଲ୍ଲୀ: କୋର୍ଟରେ ବାଘ ଆତଙ୍କ । ଉତ୍ତର ପ୍ରଦେଶ ଗାଜିଆବାଦର ଏକ କୋର୍ଟ ପରିସରରେ ପଶିଲା କଲରାପତରିଆ ବାଘ । ବାଘ ଆକ୍ରମଣରେ ୫ ଜଣ ଆଇନଜୀବୀ ସମେତ ୧୪ ଜଣ ଲୋକ ଆହତ ‌ହୋଇଛନ୍ତି । ସୂଚନା ଅନୁଯାୟୀ, ଗାଜିଆବାଦ କୋର୍ଟରେ ଅପରାହ୍ନ ୪ଟାରେ ଗୋଟାଏ କଲରାପତରିଆ ବାଘ ପଶିଯାଇଥିଲା  । କୋର୍ଟ…

ପଞ୍ଜାବରେ ବାଘ ଶିକାର, ସପ୍ତାହରେ ୨ କଲରାପତରିଆ ଶବ ଉଦ୍ଧାର ହେଲାଣି

ପଞ୍ଜାବ: ପଞ୍ଜାବରେ ଚାଲିଛି ଅବାଧ ବାଘ ଶିକାର । ମଙ୍ଗଳବାର ରୁପନଗର ଜିଲ୍ଲା ନିକଟସ୍ଥ ଜଙ୍ଗଲରୁ ଏକ ୫ ବର୍ଷୀୟ କଲରାପତରିଆ  ଛୁଆର ମୃତଦେହ ମିଳିଛି । ବାଘଟି ଗୁଳିର ଶିକାର ହୋଇଛି । ତେବେ ବାଘକୁ ପେଶାଦାର ଶିକାରୀ ଗୁଳି ମାରିଛି କି ଆଉ କିଏ ତାହା ସ୍ପଷ୍ଟ କରିଛନ୍ତି ଡିଏଫଓ କୁଲରାଜ ସିଂ ।…

[ଭିଡିଓ] ପୋଷା କୁକୁରକୁ ଟେକିନେଲା ଚିତାବାଘ

ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ଗୋଟିଏ ସିସିଟିଭି ଫୁଟେଜ ବହୁଳ ମାତ୍ରାରେ ଭାଇରାଲ୍ ହେଉଛି । ଅନ୍ଧାର ରାତିରେ କଏଦ ହୋଇଥିବା ଏହି ଭିଡିଓରେ ଗୋଟିଏ ଚିତାବାଘର ଲୋମଟାଙ୍କୁରା କାରନାମା ସାମ୍ନାକୁ ଆସିଛି । ଘଟଣାଟି ମଧ୍ୟପ୍ରଦେଶ ଛତରପୁରରେ ଘଟିଥିବା ଲୋକେ ଦାବି କରିଛନ୍ତି । ଏଥିରେ ଗୋଟିଏ…

ଚିତାବାଘ ସହ ଲଢି ୮ ବର୍ଷର ପୁଅକୁ ରକ୍ଷା କଲେ ସାହସୀ ମହିଳା

ଭୁବନେଶ୍ୱର: ବୀରତ୍ୱର ଗାଥା କହିଲେ ଭୁଲ ହେବନି । ଚିତାବାଘ କବଳରୁ ନିଜ ଜନ୍ମକଲା ୮ ବର୍ଷର ଛୁଆକୁ ବଂଚାଇ ଆଣିଲା ସାହସୀ ମାଆ । କୌଣସି ଫିଲ୍ମରେ ଏହି ଦୃଶ୍ୟ ହୁଏ ତ ସାଧାରଣ ଲାଗିପାରେ । ହେଲେ ଅସଲ ଜୀବନରେ ଏହି ଘଟଣା ଦେଖିବା ତ ଦୂରର କଥା କଳ୍ପନା କଲେ ମଧ୍ୟ ଦେହ ଶୀତେଇ ଉଠେ ।…

ବଲାଙ୍ଗିରରେ କଲରାପତରିଆ ବାଘ ଆତଙ୍କ

ଟିଟଲାଗଡ: ବଲାଙ୍ଗିର ଜିଲ୍ଲାର ସଇଁନ୍ତଲାସ୍ଥିତ ବଡମାଳ ଗୋଳାବାରୁଦ କାରଖାନା ନିକଟସ୍ଥ ଅଞ୍ଚଳରେ କଲରାପତିଆ ବାଘ ବିଚରଣ କରୁଥିବା ନଜରକୁ ଆସିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ପ୍ରାପ୍ତ ସୂଚନାନୁଯାୟୀ ଗତ କିଛି ଦିନ ହେବ ଉକ୍ତ ଅଞ୍ଚଳରେ ଏକ କଲରାପତରିଆ ବାଘ…

ଆଠଗଡ଼ରେ କଲରାପତିରିଆ ବାଘର ମୃତ୍ୟୁ ଘଟଣା: ୨ ବନ କର୍ମଚାରୀ ନିଲମ୍ବିତ

କଟକ: କଟକ ଜିଲ୍ଲା ତଗିରିଆ ନିକଟସ୍ଥ ଆଠଗଡ ବନଖଣ୍ଡରେ କଲରାପତରିଆ ବାଘର ମୃତ୍ୟୁ ଘଟଣାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ୨ଜଣ ବନ କର୍ମଚାରୀ ଫରେଷ୍ଟର ସୁଚରିତା ରାୟ ଓ ଫରେଷ୍ଟ ଗାର୍ଡ଼ ଚନ୍ଦନ ବେହେରାଙ୍କୁ ଶୁକ୍ରବାର କାର୍ଯ୍ୟରୁ ନିଲମ୍ବିତ କରାଯାଇଛି ।…

ଅନୁଗୁଳରେ କଲରାପତିଆ ବାଘର ମୃତଦେହ ଉଦ୍ଧାର

ଅନୁଗୁଳ : ଅନୁଗୁଳ ଜିଲ୍ଲାରେ ଥିବା ଆଠମଲ୍ଲିକ୍ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ହାତୀଧାରା ଜଙ୍ଗଲରୁ ଶୁକ୍ରବାର ଦିନ ଉଦ୍ଧାର ହୋଇଥିବା କଲରାପତିଆ ବାଘର ମୃତଦେହକୁ ଶନିବାର ଦିନ ବ୍ୟବଚ୍ଛେଦ କରାଯାଇଛି । ଗଣମାଧ୍ୟମକୁ ସୂଚନା ଦେଇ ଆଠମଲ୍ଲିକ ଡିଏଫଓ କହିଛନ୍ତି, ବନ କର୍ମଚାରୀମାନେ ଶୁକ୍ରବାର ଦିନ…