Latest Odisha News

BREAKING NEWS

Browsing Tag

Literarture

ସମୀକ୍ଷକ ନହେଲେ ଜଣେ ସଫଳ ସ୍ରଷ୍ଟା ହେବା ସମ୍ଭବ ନୁହେଁ : ନବଜ୍ୟୋତି ରାୟ

ଓଡ଼ିଆ ସାହିତ୍ୟର ଏକ ସଶ୍ରଦ୍ଧ ଉଚ୍ଚାରଣ ନବଜ୍ୟୋତି ରାୟ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ ରଚିତ କବିତାର ଶବ୍ଦବିନ୍ୟାସ ଏବଂ ନିଖୁଣ ଉପସ୍ଥାପନା ତାଙ୍କ ସମାଲୋଚକଙ୍କୁ ମଧ୍ୟ ବାଧ୍ୟ କରିଦିଏ ତାଙ୍କ ପ୍ରଶଂସା…

ସଂଘମିତ୍ରା ଭଞ୍ଜ ପାଇଲେ ପ୍ରଫେସର ବିଜୟିନୀ ମହାନ୍ତି ତାଳପଦେଶ୍ୱରୀ ସମ୍ମାନ

ଭୁବନେଶ୍ୱର : ବିଜୟିନୀ ସ୍ମୃତି ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଅଷ୍ଟମ ବିଜୟିନୀ ସ୍ମୃତି ସଭା ଓ ବିଜୟିନୀ ପତ୍ରିକା - ୨୦୨୧ ଉନ୍ମୋଚିତ ହୋଇ ଯାଇଛି। ଏହି ଅବସରରେ ସଂଘମିତ୍ରା ଭଞ୍ଜଙ୍କୁ ପ୍ରଫେସର ବିଜୟିନୀ ମହାନ୍ତି ତାଳପଦେଶ୍ୱରୀ ସମ୍ମାନ ପ୍ରଦାନ କରାଯାଇଛି। ମହାମାରୀ କରୋନାକୁ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ନିଜ ପାଇଁ ଚିଠି  ଏଇ ଚିଠି- ମୋ' ନିଜ ପାଇଁ । ନିଜଠୁ ନିଜକୁ ଦୂରେଇ , କୌଣସି ନା କୌଣସି ଆଳରେ ନିଜର ସ୍ୱରୂପକୁ ସାମ୍ନା ନକରି , ନିଜର ସ୍ଥିତିକୁ ଯେଉଁଠି ସେଇଠି ଓହଳେଇ ଆଉ କାହା ସ୍ଥିତିର ଖୋଳପାରେ ଖୋଜି ଆସୁଥିବା ରଙ୍ଗବେରଙ୍ଗର ସ୍ଥିତି ପାଇଁ ମୁଁ ମୋ ଭିତରେ ଅପର୍ଯ୍ୟାପ୍ତ ଧଇଁସଇଁକୁ…

ସାହିତ୍ୟ ସାମାଜିକ ସତ୍ୟର ନିଖୁଣ ପ୍ରତିରୂପ : ଲିପିକା ଦାସ

ଓଡ଼ିଆ ସାହିତ୍ୟ ଜଗତର ଜଣେ ପ୍ରବୀଣ ଶିଳ୍ପୀ ଲିପିକା ଦାସ । ଜୀବନର ଅଭିଜ୍ଞତା ଓ ଅନୁଭବକୁ ସାଉଁଟି, ନିଜସ୍ୱ ଢଙ୍ଗରେ ଉପସ୍ଥାପନ କରିବାରେ ସେ ଖୁବ ପାରଙ୍ଗମ। ଶାଣିତ ଶବ୍ଦର ପ୍ରୟୋଗ ସହ ସାବଲୀଳ ଭାବର ମଧୁରପଣରେ ଅତି ନିଖୁଣ ଭାବରେ ସେ ସଜାଇ ପାରନ୍ତି ତାଙ୍କ ସର୍ଜନାର ଧାରା। ଲୁହର ରଙ୍ଗ…

ଶିଶୁଲେଖା ପ୍ରସଙ୍ଗ ଓ ବୌଦ୍ଧିକ ବିଚାର ଶୂନ୍ୟତା

ଧୀରେନ୍ଦ୍ର କର   ଓଡ଼ିଶା ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରକାଶିତ ଶିଶୁ ପତ୍ରିକା, ଶିଶୁଲେଖାର ଜୁଲାଇ-ଅଗଷ୍ଟ-ସେପ୍ଟେମ୍ବର ୨୦୨୧ (ମନୋଜ ଦାସ ବିଶେଷାଙ୍କ)ରେ ପ୍ରକାଶିତ ଯଶସ୍ବୀ ସାହିତ୍ୟିକ ମନୋଜ ଦାସଙ୍କ ଏକ ହାତଅଙ୍କା ଚିତ୍ରକୁ ନେଇ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀ ଦ୍ୱାରା ସଞ୍ଚାର ମାଧ୍ୟମରେ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

କଳା ପ୍ରଜାପତି ଦୁଃଖ ଏକ କଳା ପ୍ରଜାପତି । ପ୍ରତିଶ୍ରୁତିରେ ଉଡ଼େ , ପ୍ରେମରେ ପଡ଼େ , ଫୁଲ ଯାଏଁ ଯାଉ କି ନଯାଉ ପବନର ମାଡ଼ରେ ଡେଣା ଝଡିପଡ଼େ । କେତେ ଅଦ୍ଭୁତ ଦେଖ ! ଲାର୍ଭାର ଖୋଳପାରେ ଭୟାନକ ଲାଗୁଥିବା ପ୍ରଜାପତିଟି ତାର ମଞ୍ଜୁଳ ଡେଣାରେ ପ୍ରେମର ରଙ୍ଗ ନେଇ ଖେଦିଯାଏ କାନ୍ଥ, ବାଡ଼ ,…

ମୋ ଲେଖା ମୋ ଦୁନିଆ ପକ୍ଷରୁ ରାଜ୍ୟ ସ୍ତରୀୟ ଅନଲାଇନ କବିତା ଆସର

କଳାହାଣ୍ଡି : ପବିତ୍ର ଜନ୍ମାଷ୍ଟମୀ ଅବସରରେ 'ମୋ ଲେଖା ମୋ ଦୁନିଆ' ଅନୁକୂଲ୍ୟରେ ଏକ ରାଜ୍ୟ ସ୍ତରୀୟ ଅନଲାଇନ କବିତା ଆସର ଆୟୋଜିତ ହୋଇଯାଇଛି । ଏହି କବିତା ଆସରରେ ମୁଖ୍ୟ ଅତିଥି ଭାବରେ କଲିକତାରୁ କବି ତଥା ଯୋଗଗୁରୁ ସନାତନ ମହାକୁଡ଼ ଯୋଗ ଦେଇଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ…

କବିତା : କେହି ଜଣେ ତୁମ ଭଳି

ଶ୍ୟାମା କିଙ୍କର ମହାନ୍ତି ତୁମେ ନ ହେଲ ନାଇଁ ତୁମ ଭଳି କେହିଜଣେ ଜନ୍ମ ନିଅନ୍ତା କି ଠିକ ଏଇ ଅଷ୍ଟମୀ ତିଥିରେ ! କେହି ଜଣେ ବସୁଦେବଙ୍କ ଟୋକେଇରେ ସେ ଚାଲି ଆସନ୍ତା ଆମ ନଗରକୁ ହସନ୍ତା ଖେଳନ୍ତା ବଢନ୍ତା ଶଶିକଳା ପରି ଆମରି ସାଥିରେ ! ଟିକେ ବଡ ହେଲାପରେ ସେ ଦଳନ କରନ୍ତା ଏ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ମୋଡ଼ ବଦଳ  ଗୋଟିଏ ବିନ୍ଦୁରେ ଠିଆହୋଇଥାଏ ମୁଁ । ପାଦ ଥାଏ ସ୍ଥିର । ହଜାର ଦିଗକୁ ଥାଏ ପାଦ କାଢ଼ିବା ଲାଗି ହଜାର ହଜାର ସମ୍ଭାବନା । କେଜାଣି କେମିତି ଚମକେ ସେ ବିଜୁଳୀ (ହୁଏତ ପୂର୍ବ ନିର୍ଦ୍ଧାରିତ ) । ମୁଁ ପାଦ କାଢେ ଗୋଟିଏ ଦିଗରେ,ଗୋଟିଏ ରେଖାରେ ତାର ସେହି କ୍ଷଣିକ ଆଲୁଅର ରୋଷଣିରେ ।…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ଅରୁଣିମାର ସ୍ବପ୍ନ  ପୂର୍ବ ଚିଠିରେ ସୂଚେଇ ଥିଲି ତାରା ଖଚିତ ଆକାଶର ଉଜ୍ଜ୍ଵଳତା କୋମଳ ଜ୍ୟୋତ୍ସ୍ନାର ସ୍ନିଗ୍ଧ ଶୀତଳ ସ୍ପର୍ଶ ତନ୍ମଧ୍ୟରେ ତୁମ ଦୁଇ କଥାକୁହା ଆଖିର ଅପୂର୍ବ ମାଦକତା । ତୁମ ସହ ସମ୍ପର୍କୀକୃତ ହେଲା ପରେ ଉପଲବ୍ଧିରେ ନେଇ ସାରିଛି କେତେବେଶି ଅଲୌକିକ ଲାଗେ କ୍ଷୀଣ ଆଲୋକର…