Latest Odisha News

BREAKING NEWS

Browsing Tag

Literarture

ସାହିତ୍ୟରେ ପୁରସ୍କାର ପ୍ରକୃତ ପ୍ରାପ୍ତି ନୁହେଁ : ସଞ୍ଜୟ କୁମାର ମିଶ୍ର

ସଞ୍ଜୟ କୁମାର ମିଶ୍ର , ସ୍ଵତନ୍ତ୍ର ତାଙ୍କ କଥା ଓ କଥନ। ଚିରାଚରିତ ଶୈଳୀର ଢେର ଉର୍ଦ୍ଧ୍ବରେ ତାଙ୍କର ସୃଷ୍ଟି। ତାଙ୍କ ତିଆରି ଚରିତ୍ରମାନଙ୍କ ସହ ସେ ସବୁବେଳେ ମଗ୍ନ । କାହାର ପ୍ରଶଂସା ବା ନିନ୍ଦା ପ୍ରତି ଖିଆଲ ନଥାଏ ତାଙ୍କର। ତାଙ୍କ କାହାଣୀ କେଉଁଠି ବି ଫୁଟି ଉଠିପାରେ। କେବଳ ଫୁଟେ ନାହିଁ ,…

ଦାସିଆ ସାଂସ୍କୃତିକ ପରିଷଦ ପକ୍ଷରୁ ଅନଲାଇନ କବିତା ଆସର

ଉମରକୋଟ : ବିଶିଷ୍ଟ ସାଂସ୍କୃତିକ ଅନୁଷ୍ଠାନ , ଦାସିଆ ସାଂସ୍କୃତିକ ପରିଷଦ ପକ୍ଷରୁ ରାଜ୍ୟସ୍ତରୀୟ ଷଷ୍ଠ ଅନଲାଇନ କବିତା ଆସର ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ନଳିନୀ ରଞ୍ଜନ ମିଶ୍ର ମୁଖ୍ୟ ଅତିଥି ଅତିଥି ଭାବରେ ଯୋଗ ଦେଇଥିଲେ। କବି ଏମ . ହିମାଂଶୁ ଆଚାରୀଙ୍କ ସ୍ୱାଗତ ଭାଷଣ ସହ ଆରମ୍ଭ…

ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି

ମଧ୍ୟସ୍ୱର୍ଗର ପ୍ରଶାନ୍ତି  ଚିଠିରେ ଅବିରାମତ୍ୱ ନରହିଲେ ପଢିବାରେ ଆଗ୍ରହ ତିଆରି ହୁଏନି କୁଆଡେ ! ସତରେ ଆବଶ୍ୟକ କଣ ତୁମ ସହ ଘଟଣାମାନଙ୍କୁ ସମୟାନୁପାତରେ ପାହାଚ ଭଳି ନିର୍ଦ୍ଦିଷ୍ଟ ତାଳରେ ଅତିକ୍ରମି ଯିବା ? ଆବଶ୍ୟକ କି ଅମୂର୍ତ୍ତ ଭାବର ଗହ ଗହ ଅନ୍ଧାରକୁ ପ୍ରଶ୍ନର ଆଲୁଅଟେ ଫିଙ୍ଗି…

ବ୍ୟଙ୍ଗ : ଆକ୍ସିଡେଣ୍ଟ

ଓଁ ଅଭିଜ୍ଞାନ ସାହୁ  କିଛି ବର୍ଷ ତଳର କଥା । ମୋ ବାହାଘରକୁ ସେତେବେଳେ ବେଶି ବୟସ ହେଇନଥିଲା । ଦିନେ ରାସ୍ତାରେ ଯାଉଥିବା ବେଳେ ଗୋଟେ ଛୋଟ ଆକ୍ସିଡେଣ୍ଟ ହେଲା । ମୁଣ୍ଡରେ ମାଡ଼ ବାଜ଼ି ଆବୁ ହେବା ସହ ବାଜ଼ିବା ଜାଗାରେ ଟିକେ ଖଣ୍ଡିଆ ବି ହୋଇଥିଲା । ଆବୁଟାକୁ ହାତରେ ଘୋଡେଇ ଘରେ ପହଞ୍ଚିଲି…

ପରମ୍ପରା ଓ ପ୍ରଗତିର ଆଢ଼ୁଆଳରେ ରଜପର୍ବ

ମାନସ ରଞ୍ଜନ ନାୟକ  ମାନବୀୟ ସଭ୍ଯତା ପ୍ରଗତିଶୀଳ ହେବା ସହ ସମାନ୍ତରାଳରେ ପରିବର୍ତ୍ତିତ ତାର ପରମ୍ପରା । ବଦଳିଯାଉଛି ଜୀବନର ମୂଲ୍ଯବୋଧ, ସାମାଜିକତା, ଆଉ ଆଚରଣ। ବସ୍ତୁବାଦୀ ସଫଳତା, ବୃତ୍ତିଗତ ପ୍ରତିଦ୍ବନ୍ଦିତା , ବଦଳାଇ ଦେଇଛି ମଣିଷର ରୂଚି, ଆମୋଦ ପ୍ରମୋଦ ଆଉ ଆଡ଼ମ୍ବରର ପରିସୀମା।…

ଅରୁଣ ସାହୁଙ୍କ ‘ମଣିଷ ବ୍ୟତିରେକ’ ଉନ୍ମୋଚିତ

ଭୁବନେଶ୍ୱର : ଲେଖକ ,ପାଠକ , ପ୍ରକାଶକ ସାମ୍ମୁଖ୍ୟ  ଓଡ଼ିଶା , ଆନୁକୂଲ୍ୟରେ ଅନଲାଇନ ମାଧ୍ୟମରେ କୃଷି , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ସମ୍ପାଦିତ ଗଳ୍ପ ପୁସ୍ତକ 'ମଣିଷ ବ୍ୟତିରେକ'  ଡ. ପ୍ରତିଭା ରାୟଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ଏହି…

କବିତା ହେଉଛି ଓଡ଼ିଆ ସାହିତ୍ୟର ପ୍ରମୁଖ ପରିଚୟ : ରକ୍ଷକ ନାୟକ

ସମକାଳର ଜଣେ ନିଆରା ଶବ୍ଦଶିଳ୍ପୀ ରକ୍ଷକ ନାୟକ । ଓଡ଼ିଆ କବିତା ଜଗତରେ ଜଣେ ନିଷ୍ଠାପର ସ୍ରଷ୍ଟା ଭାବରେ , ସେ ସୃଷ୍ଟି କରି ଚାଲିଛନ୍ତି ଅନେକ କବିତା। ସେ କବିତା ମାଧ୍ୟମରେ ଏକ ଅନ୍ତର୍ଯାତ୍ରାରେ ବିଶ୍ୱାସ ରଖନ୍ତି। ସରଳତା ଭିତରେ ତୀକ୍ଷ୍ମତା ଓ ସ୍ୱାଭାବିକତା ଭିତରେ ଆସାଧାରଣତା, ତାଙ୍କ…

ସାବିତ୍ରୀ ଉପାଖ୍ୟାନ : ଏକ ଆଧ୍ୟାତ୍ମିକ ଅନୁଶୀଳନ

ରାଜଲକ୍ଷ୍ମୀ ତ୍ରିପାଠୀ  "ମହାଭାରତ"ର ବନପର୍ବରେ ବର୍ଣ୍ଣିତ ଥିବା ସାବିତ୍ରୀ ଉପାଖ୍ୟାନଟି  ହଜାର ହଜାର ବର୍ଷ ଧରି  ଭାରତୀୟଙ୍କ ମନରେ  କିମ୍ବଦନ୍ତୀ ରୂପେ ପ୍ରଚଳିତ ହୋଇ ଆସୁଥିଲା। ଏହି କିମ୍ବଦନ୍ତୀକୁ ମହାକବି ବ୍ୟାସଦେବ ଅତି ଚମତ୍କାର ଭାବେ ବର୍ଣ୍ଣନା କରିଛନ୍ତି।…

ଗଭୀର ଅନୁଭୂତି ଏବଂ ଦୀର୍ଘ ଅଭିଜ୍ଞତା ବିନା ସୃଜନଶୀଳ ସାହିତ୍ୟ ସମ୍ଭବ ନୁହେଁ : ଦିଲ୍ଲୀପ ବେହେରା

ସାମ୍ପ୍ରତିକ ଓଡ଼ିଆ ସାହିତ୍ୟ ଜଗତର ଏକ ସ୍ୱତନ୍ତ୍ର ବ୍ୟକ୍ତିତ୍ୱ ଦିଲ୍ଲୀପ ବେହେରା । ଜୀବନର ଅନାଲୋଚିତ ଫର୍ଦ୍ଦକୁ ଗଳ୍ପର କଳେବର ଦେଇ ଭାବପୂର୍ଣ୍ଣ ଓ ସମ୍ମୋହକ ସଙ୍କେତରେ ଖୁବ୍ ନିଆରା ଭାବରେ ସେ ଉପସ୍ଥାପନ କରିପାରନ୍ତି। କେବେଳ ଗଳ୍ପ ନୁହେଁ କବିତା ରଚନାରେ ମଧ୍ୟ ସେ ଖୁବ ସିଦ୍ଧହସ୍ତ ।…

ପ୍ରତ୍ୟେକ ଅନୁବାଦକଙ୍କ ଭିତରେ ଏକ ସୃଜନଶୀଳ ଲେଖକ ଥାଏ : କନକ ମଞ୍ଜରୀ ସାହୁ

ପୃଥିବୀର ପ୍ରାୟ ସବୁ ଭାଷାର ସାହିତ୍ୟ ଅଛି। କିନ୍ତୁ ସବୁ ଭାଷାର ସାହିତ୍ୟକୁ ପଢିବା ସମ୍ଭବ ନୁହେଁ। ଅନ୍ୟ ଭାଷାର ସାହିତ୍ୟ ଜାଣିବାକୁ ହେଲେ, ନିଜ ଭାଷାରେ ତାର ଅନୁବାଦ ଆବଶ୍ୟକ। କିନ୍ତୁ ଅନୁବାଦ ଏତେ ସହଜ ନୁହେଁ। ମୂଳ ସାହିତ୍ୟ ସହ ସମନ୍ୱୟ ରଖି ଆଉ ଗୋଟିଏ ଭାଷାରେ ତାକୁ ରୂପ ଦେବା ଖୁବ…