Latest Odisha News

BREAKING NEWS

Browsing Tag

Literature

ମୈତ୍ରେୟୀ ଲେଖିକା ସଙ୍ଗଠନର ତୃତୀୟ ମାସିକ ସାହିତ୍ୟ ଆସର

ଭୁବନେଶ୍ୱର : ମୈତ୍ରେୟୀ ଲେଖିକା ସଙ୍ଗଠନର ଚଳିତ ବର୍ଷର ତୃତୀୟ ମାସିକ ସାହିତ୍ୟ ଆସର ଆଭାଷୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ଉର୍ମିଳା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗଦେଇ, ବୃତ୍ତି ଓ ବ୍ରତରେ ନାରୀ ବିଷୟରେ ନିଜର ମତାମତ ରଖିଥିଲେ ଏହି ଆସରରେ ମୌସୁମୀ…

କବିତା ଅତୀତର ଅନୁଭୂତି ସହ ଭବିଷ୍ୟତର ସ୍ୱର

ଭୁବନେଶ୍ୱର : ଅଗ୍ରଣୀ ପ୍ରକାଶନ ସଂସ୍ଥା ଏଥେନା ବୁକସ ଆନୁକୂଲ୍ୟରେ ଗୋବିନ୍ଦ ଚନ୍ଦ୍ର ଦାଶଙ୍କର ଚାରିଗୋଟି କବିତା ସଙ୍କଳନ ଫେରିବା ବାଟରେ , ଅମୃତ ଆଲେଖ୍ୟ , ଶ୍ରୀଜଗନ୍ନାଥ ଭଜନ ଶତକ ଓ ଶ୍ରୁତି ସଂଜୀବନୀ ସହିତ ଏ ବି ପ୍ରଡକ୍ସନ ଦ୍ୱାରା ଏକ ମ୍ୟୁଜିକ ଭିଡ଼ିଓ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ…

ପଦ୍ମଜ ପାଳ ପାଇଲେ ପ୍ରଥମ ‘ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର’

ଭୁବନେଶ୍ୱର : ସୁକୁବିନା ସ୍ରଷ୍ଟା ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ଜାପାନୀ ବାବୁଙ୍କ ଜନ୍ମଦିନ ପାଳନ ଅବସରରେ ଔପନ୍ୟାସିକ ତଥା କ୍ଷୁଦ୍ରଗଳ୍ପ ଲେଖକ ପଦ୍ମଜ ପାଳଙ୍କୁ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା ପାଇଁ ପ୍ରଥମ ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଛି । ଜ୍ଞାନପୀଠ…

‘ପାଠକ ସମାବେଶ’ରେ ସମ୍ମାନିତ ହେବେ ଗଙ୍ଗାଧର ବିଶ୍ୱାଳ ଏବଂ ଅଞ୍ଜନ ଚାନ୍ଦ

ବାଲେଶ୍ଵର : ଭାଷା ସାହିତ୍ୟର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଜାପତି ଅନୁଷ୍ଠାନ ପକ୍ଷରୁ ଗାଳ୍ପିକ ଗଙ୍ଗାଧର ବିଶ୍ୱାଳଙ୍କୁ 'ବାଲେଶ୍ଵର ସାହିତ୍ୟ ସମ୍ମାନ' ଏବଂ ବ୍ୟଙ୍ଗ ସାହିତ୍ୟିକ ଅଞ୍ଜନ ଚାନ୍ଦଙ୍କୁ 'ପ୍ରଜାପତି ସାହିତ୍ୟ ସମ୍ମାନ' ପ୍ରଦାନ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ…

ଶଶଧର ଦାସଙ୍କ କବିତା ସଙ୍କଳନ ‘ଝରକା ବାହାରେ ଭାରତ’ ଉନ୍ମୋଚିତ

ଭୁବନେଶ୍ୱର : ସାହିତ୍ୟ ପତ୍ରିକା କାହାଣୀ ଆନୁକୂଲ୍ୟରେ କବି ଶଶଧର ଦାସଙ୍କ କବିତା ସଙ୍କଳନ 'ଝରକା ବାହାରେ ଭାରତ' ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ବିଶିଷ୍ଟ କବି ରମାକାନ୍ତ ରଥଙ୍କ ଦ୍ୱାରା ଉନ୍ମୋଚିତ ହୋଇଯାଇଛି। ରବି ନାରାୟଣ ସେନାପତିଙ୍କ ସ୍ଵଭାପତିତ୍ୱରେ ଏହି ସାରସ୍ୱତ ସଭାରେ…

ଚନ୍ଦ୍ରଶେଖର ରଥ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ଥିଲେ

ଭୁବନେଶ୍ୱର : ଚନ୍ଦ୍ରଶେଖର ରଥ ଫାଉଣ୍ଡେସନ ଆନୁକୂଲ୍ୟରେ, ବିଶିଷ୍ଟ ସାହିତ୍ୟିକ ଚନ୍ଦ୍ର ଶେଖର ରଥ ଚତୁର୍ଥ ସ୍ମାରକୀ ଅଭିଭାଷଣ କାର୍ଯ୍ୟକ୍ରମ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ହୋଇଯାଇଛି। ସାହିତ୍ୟିକ ସ୍ୱର୍ଗତଃ ରଥ ପ୍ରଚଣ୍ଡ ପ୍ରତିଭାର ଅଧିକାରୀ ହେବା ସହ ସମସ୍ତଙ୍କ ପାଇଁ ଆଦର୍ଶ…

ପଦ୍ମଜ ପାଳ ପାଇବେ ପ୍ରଥମ ‘ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର’

ଭୁବନେଶ୍ୱର : ଔପନ୍ୟାସିକ ତଥା କ୍ଷୁଦ୍ରଗଳ୍ପ ଲେଖକ ପଦ୍ମଜ ପାଳ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉତ୍କର୍ଷତା ପାଇଁ ପ୍ରଥମ ସୁକୁବିନା ସ୍ରଷ୍ଟା ସ୍ମାରକୀ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ମାର୍ଚ୍ଚ ୩ ରେ ସୁକୁବିନା ସ୍ରଷ୍ଟା ସ୍ମାରକୀ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ହେବାକୁ ଥିବା…

ଉନ୍ମୋଚିତ ହେଲା ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକଙ୍କର ‘ପଞ୍ଚସତୀ ଓ ଅନ୍ୟମାନେ’

ଭୁବନେଶ୍ୱର : ଖଣ୍ଡକାବ୍ୟ ସାରସ୍ୱତ ଅନୁଷ୍ଠାନ ପକ୍ଷରୁ ବିଜୟଲକ୍ଷ୍ମୀ ମହାନ୍ତି ପଟ୍ଟନାୟକଙ୍କର 'ପଞ୍ଚସତୀ ଓ ଅନ୍ୟମାନେ' ଖଣ୍ଡକାବ୍ୟ ଲୋକାର୍ପିତ ହୋଇଯାଇଛି। ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହୃଷିକେଶ ମଲ୍ଲିକ ଏହି କାବ୍ୟଖଣ୍ଡର ମୁଖବନ୍ଧ ଲେଖିଛି । ଏହି ସାରସ୍ୱତ କାର୍ଯ୍ୟକ୍ରମରେ…

ପଞ୍ଚାନନ ମିଶ୍ର : ଶ୍ରଦ୍ଧା ଓ ସର୍ଜନାର ଉଦାର ବ୍ୟକ୍ତିତ୍ୱ

ସୌଭାଗ୍ୟବନ୍ତ ମହାରଣାଙ୍କର ସ୍ୱତନ୍ତ୍ର ଆଲେଖ୍ୟ  ଇଂରାଜୀ ଭାଷା ଓ ସାହିତ୍ୟର ଜଣେ ପ୍ରଖ୍ୟାତ ପ୍ରଫେସର ଥିଲେ ପଞ୍ଚାନନ ମିଶ୍ର ; ଯିଏକି ଓଡ଼ିଆ ସାହିତ୍ୟର କବିତା, ପ୍ରବନ୍ଧ, ସମାଲୋଚନା , ଅନୁବାଦ ତଥା ସମ୍ପାଦନାରେ ବିପୁଳ ମାତ୍ରାରେ ସ୍ଵୀୟ ମୌଳିକତା ଓ ପାରଦର୍ଶିତା ପ୍ରଦର୍ଶନ କରିଥିଲେ।…

ଅଭିଜ୍ଞ ବ୍ୟକ୍ତିମାନଙ୍କର ଜୀବନ ଗାଥା ପର ପୀଢ଼ି ପାଇଁ ପ୍ରେରଣାଦାୟୀ ହେବ

ଭୁବନେଶ୍ବର : ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍ ଇନ୍ ବୁକ୍ସ ପକ୍ଷରୁ ସ୍ଥାନୀୟ ଏକ ହୋଟେଲରେ ଉଦ୍ୟୋଗ ବିକାଶ ମଞ୍ଚର ଅଧ୍ୟକ୍ଷ ତଥା ପୂର୍ବତନ ଏମ୍ଏସ୍ଏମ୍ଇ ସଚିବ ପଞ୍ଚାନନ ଦାଶଙ୍କ ଜୀବନସ୍ମୃତି ପୁସ୍ତକ "ଜୀବନ ଯେମିତି" ଉନ୍ମୋଚିତ ହୋଇଯାଇଛି। ଶୁଭ୍ରାଂଶୁ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…