Latest Odisha News

BREAKING NEWS

Browsing Tag

Lockdown

ଏହି ରାଜ୍ୟରେ ଜୁଲାଇ ୧୮ରୁ ୧୦ ଦିନ ଯାଏ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌

ନୂଆଦିଲ୍ଲୀ: ଡେଲଟା ଭାରିଆଣ୍ଟ ବୃଦ୍ଧି ହେତୁ ମଣିପୁର ସରକାର ରାଜ୍ୟରେ କରୋନା ଲକ୍‌ଡାଉନ୍‌କୁ ବୃଦ୍ଧି କରିଛନ୍ତି। ରାଜ୍ୟ ସରକାର ଜୁଲାଇ ୧୮ ରୁ ୧୦ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲକ୍‌ଡାଉନ୍‌ ଲାଗୁ କରିଛନ୍ତି। ତେଣୁ ରାଜ୍ୟ ସରକାର ଜୁଲାଇ ୧୮, ୨୦୨୧ ରୁ ୧୦ ଦିନ ପର୍ଯ୍ୟନ୍ତ କରୋନା କର୍ଫ୍ୟୁ…

ଏହି ରାଜ୍ୟରେ ଜୁଲାଇ ୧୯ ଯାଏ ବଢିଲା ଲକ୍‌ଡାଉନ

ଚଣ୍ଡିଗଡ଼: ହରିୟାଣାରେ ପୁଣି ବଢିଲା ଲକ୍‌ଡାଉନ୍‌। ଏ ନେଇ ହରି୍ରାଣା ସରକାର ଘୋଷଣା କରିଛନ୍ତି। ଲକ୍‌ଡାଉନ୍‌ ବଢାଇବା ସହିତ କିଛି କଟକଣା କୋହଳ ମଧ୍ୟ କରିଛନ୍ତି। ରାଜ୍ୟ ସରକାର ୧୨ ଜୁଲାଇ ସକାଳ ୫ଟାରୁ ୧୯ ସକାଳ ୫ଟା ଯାଏ କଟକଣାକୁ ବୃଦ୍ଧି କରିଛନ୍ତି। ତେବେ ରାଜ୍ୟ ସରକାରଙ୍କ ନୂଆ…

ଜୁଲାଇ ୧୯ ଯାଏ ଏହି ରାଜ୍ୟରେ ବଢିଲା ଲକ୍‌ଡାଉନ

ଚେନ୍ନାଇ: ତାମିଲନାଡୁରେ ଜୁଲାଇ ୧୯ ଯାଏ ବଢିଲା ଲକ୍‌ଡାଉନ। ଏ ନେଇ ତାମିଲନାଡୁ ସରକାର ଆଜି ଘୋଷଣା କରିଛନ୍ତି। ସରକାର ରାଜ୍ୟରେ କୋଭିଡ ଲକ୍‌ଡାଉନ୍‌କୁ ଜୁଲାଇ ୧୯ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। କିନ୍ତୁ କିଛି କଟକଣାକୁ କୋହଳ କରାଯାଇଛି। ରେସ୍ତୋରାଁ, ଚା ଦୋକାନ,…

ଏହି ରାଜ୍ୟରେ ଜୁଲାଇ ୧୦ ଯାଏ ବଢିଲା କରୋନା କଟକଣା

ନୂଆଦିଲ୍ଲୀ: ଭୟ ବଢାଉଛି ଡେଲ୍‌ଟା ପ୍ଲସ୍‌ ଭାରିଆଣ୍ଟ। ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ମଙ୍ଗଳବାର ଦିନ କରୋନା କର୍ଫୁଁକୁ ଜୁଲାଇ ୧୦ ଯାଏ ବୃଦ୍ଧି କରିଛନ୍ତି। ରାଜ୍ୟରେ ଡେଲଟା ପ୍ଲସ ଭାରିଆଣ୍ଟର ଅଧିକ ମାମଲା ରୁଜୁ ହୋଇଛି। ତେବେ ସିଏମ୍‌ ଅମରିନ୍ଦର ସିଂ କିଛିଟା ‌କୋହଳ ମଧ୍ୟ…

ଏହି ରାଜ୍ୟରେ ଜୁଲାଇ ୧୫ ଯାଏ ବଢିଲା ଲକ୍‌ଡାଉନ୍‌

କୋଲକାତା: କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ସୋମବାର ପଶ୍ଚିମବଙ୍ଗ ସରକାର କରୋନା ଲକ୍‌ଡାଉନ ଅବଧିକୁ ଜୁଲାଇ ୧୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହା ସହିତ କଟକଣାରେ କିଛିଟା କୋହଳ ମଧ୍ୟ କରାଯାଇଛି।  ୫୦ ପ୍ରତିଶତ କ୍ଷମତା ସହିତ ସାଲନ୍‌ ଏବଂ ପାର୍ଲର ଖୋଲିବାକୁ ଅନୁମତି…

ଏହି ରାଜ୍ୟରେ ଜୁଲାଇ ୫ ଯାଏ ବଢିଲା ଲକ୍‌ଡାଉନ

ଚଣ୍ଡୀଗଡ଼: ହରିୟାଣାରେ ପୁଣି ବଢିଲା ଲକ୍‌ଡାଉନ୍‌ ଅବଧି। ରାଜ୍ୟରେ ଜୁଲାଇ ୫ ଯାଏ ଏହି ଅବଧିକୁ ବୃଦ୍ଧି କରିଛନ୍ତି ହରିୟାଣା ସରକାର। ଏଥର କିନ୍ତୁ ଲକ୍‌ଡଡାଉନ୍‌ ଅବଧି ବଢିବା ସହିତ କିଛିଟା କୋହଳ ମଧ୍ୟ କରିଛନ୍ତି ରାଜ୍ୟ ସରକାର। କେତେକ ଜରୁରୀକାଳୀନ ସେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି…

ବ୍ରିଟେନରେ ହୋଇପାରେ ଚତୁର୍ଥ ଲକ୍‌ଡାଉନ!

ନୂଆଦିଲ୍ଲୀ: ୟୁକେରେ ହୋଇପାରେ ଚତୁର୍ଥ ଲକ୍‌ଡାଉନ। ଏ ନେଇ ଜନସ୍ୱାସ୍ଥ୍ୟ ଇଂଲଣ୍ଡର ଜଣେ ପରାମର୍ଶଦାତା ଚେତାବନୀ ଦେଇଛନ୍ତି। କରୋନା ଭୂତାଣୁକୁ ନିୟନ୍ତ୍ରଣ କରିବା ଲାଗି ଚଳିତ ବର୍ଷ ଚତୁର୍ଥ ଥର ପାଇଁ ଲକ୍‌ଡାଉନ୍‌ ହୋଇପାରେ। ୟୁରୋପରେ ଭ୍ରମଣ ଉପରେ କେତେକ କଠୋର ନିୟମ ବଜାୟ ରଖିବା ପାଇଁ…

ହରିୟାଣାରେ ଆଉ ସପ୍ତାହେ ବୃଦ୍ଧି ହେଲା ଲକ୍‌ଡାଉନ

ଚଣ୍ଡୀଗଡ଼: ହରିୟାଣାରେ ଆଉ ସପ୍ତାହେ ବଢିଲା ଲକ୍‌ଡାଉନ୍‌। ଏ ନେଇ ରାଜ୍ୟ ସରକାର ଆଜି ଘୋଷଣା କରିଛନ୍ତି। ହରିୟାଣା ସରକାର କୋଭିଡ ଲକଡାଉନ୍ କୁ ଜୁନ୍‌ ୨୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଲକ୍‌ଡାଉନ୍‌ ବୃଦ୍ଧି ହେବା ସହ କଟକଣାରେ କିଛି କୋହଳ ମଧ୍ୟ କରିଛନ୍ତି ରାଜ୍ୟ ସରକାର।

ଏହି ରାଜ୍ୟରେ ଜୁନ୍‌ ୨୯ ଯାଏ ବଢିଲା ଲକ୍‌ଡାଉନ

ଡେରାଡୁନ୍‌: ଉତ୍ତରାଖଣ୍ଡରେ ପୁଣି ବଢିଲା ଲକ୍‌ଡାଉନ୍‌। ରାଜ୍ୟ ସରକାର କୋଭିଡ ପ୍ରତିବନ୍ଧକକୁ ଜୁନ୍ ୨୯ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣାକୁ ଆଉ ଏକ ସପ୍ତାହ ବଢାଇ ଦେଇଛନ୍ତି ସରକାର। ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ଉତ୍ତରପ୍ରଦେଶ…

ତାମିଲନାଡୁରେ ଆଉ ସପ୍ତାହେ ବଢିଲା ଲକ୍‌ଡାଉନ୍‌

ଚେନ୍ନାଇ: ତାମିଲନାଡୁରେ ଆଉ ସପ୍ତାହେ ବଢିଲା ଲକ୍‌ଡାଉନ୍‌। ଏ ନେଇ ତାମିଲନାଡୁ ସରକାର ଆଜି ଘୋଷଣା କରିଛନ୍ତି। ଏହି ପ୍ରତିବନ୍ଧକଗୁଡିକ ବର୍ତ୍ତମାନ ଜୁନ୍ ୨୮ ପର୍ଯ୍ୟନ୍ତ ଜାରି ରହିବ। ତେବେ ଲକ୍‌ଡାଉନ୍‌ ବଢିବା ସହିତ ରାଜ୍ୟ ସରକାର କଟକଣାକୁ କିଛି ମାତ୍ରାରେ କୋହଳ କରିବା ପାଇଁ…