Latest Odisha News

BREAKING NEWS

Browsing Tag

love

ପ୍ରେମରେ ବାଧକ ସାଜିଲା ଧର୍ମ , ଲାଠି ମାଡ଼ରେ ଚାଲିଗଲା ଯୁବକଙ୍କ ଜୀବନ

ନୂଆଦିଲ୍ଲୀ : ପ୍ରେମ ଏଭଳି ଏକ ଶବ୍ଦ ଯାହାର ତୁଳନା ନାହିଁ  । ପ୍ରେମ କେବେ ଦେଖିନଥାଏ ସ୍ବାର୍ଥ ଟଙ୍କା କି କୌଣସି ଜାତି ଏବଂ ଧର୍ମ । ପ୍ରେମ ସର୍ବଦା ହୃଦୟର ଭାବାବେଗ ସହ ଜଡ଼ିତ ରହିଛି । ଯାହା ମଣିଷକୁ ବଶୀଭୂତ କରିଥାଏ  । ଏହି ପ୍ରେମରେ ଜାତି ଧର୍ମକୁ ନେଇ ମହାରାଷ୍ଟ୍ରର ନାନ୍ଦେଡରୁ ଆସିଛି…

ମୃତ ପ୍ରେମିକା ମଥାରେ ସିନ୍ଦୂର ଦେଇ ପ୍ରେମକୁ କଲେ ଅମର

ଗୌହାଟୀ : ପ୍ରେମ ମାନେନି ଜାତି ଧର୍ମ, ପ୍ରେମ ଦେଖେନି ଧନୀ ଗରୀବ, ପ୍ରେମକୁ ପାଇବାକୁ କିଏ ସାତ ଦରିଆ ପାର୍ ହେଉଛି ତ କିଏ ପ୍ରେମ ପାଇଁ ଜୀବନ ଦେଉଛି । ଦୂରରେ ଥିଲେ ବି ପ୍ରେମ ଶାଶ୍ୱତ । ମୃତ୍ୟୁ ପରେ ବି କିଛି ପ୍ରେମ କାହାଣୀ ଅମର । ଏପରି ନିଚ୍ଛକ ପ୍ରେମର ନିଦର୍ଶନ ଦେଖିବାକୁ ମିଳିଛି ଆସାମ…

ଭାରତୀୟ ସେନାକୁ ବିବାହ କାର୍ଡ ପଠାଇ ଚର୍ଚ୍ଚାରେ ନବ ଦମ୍ପତି

ନୂଆଦିଲ୍ଲୀ : ସମସ୍ତେ ନିଜର ବିବାହକୁ ଖାସ୍ କରିବା ପାଇଁ କିଛି ନାଁ କିଛି ଉପାୟ ଆପଣାଇ ଥାଆନ୍ତି । ସୁନ୍ଦର ଆଲୋକ ସାଜସଜ୍ଜା ସାଙ୍ଗକୁ ନିଜ ବନ୍ଧୁ ପରିଜନଙ୍କୁ ନିମନ୍ତ୍ରଣ କରି ବିବାହର ଦିନଟିକୁ ସ୍ବତନ୍ତ୍ର କରିଥାନ୍ତି । ଏହାରି ଭିତରେ ଏହି ବିବାହରେ କିଛି ନିଆରା ଘଟଣା ଦେଖିବାକୁ ମିଳିଛି…

ମନ୍‌ ଷ୍ଟାଇଲ୍‌ରେ ବାହା ହେଲେ ପ୍ରେମ ଚଢ଼େଇ, ହ୍ବିଲ୍‌ ଚେୟାରରେ ନେଲେ ସାତ ଫେରା

ବାଲେଶ୍ବର : ପ୍ରେମ ହେଉଛି ଶାଶ୍ବତ ଓ ଚିରନ୍ତନ । ତ୍ୟାଗର ଅନ୍ୟ ନାମ ହେଉଛି ପ୍ରେମ  । ପ୍ରେମ ଏପରି ଏକ ଶଦ୍ଦ ଯାହାର ତୁଳନା କେବେ କାହା ସହ କରିହେବ ନାହିଁ  । ଆଜିର ଡିଜିଟାଲ ଯୁଗରେ ପ୍ରେମ କରି କିଏ ପ୍ରତାରଣାର ଶିକାର ହେଉଛି ତ କାହାର ଜୀବନ ଚାଲିଯାଉଛି  । ତେବେ ଏଭଳି ସ୍ଥିତିରେ ଏକ ନିଛକ…

ପ୍ରେମିକା ଦେଲା ଧୋକା, ପ୍ରେମିକ ଗଳା କାଟିବାର ଫେସବୁକରେ ଲାଇଭ ଦୃଶ୍ୟ

ଉତ୍ତର ପ୍ରଦେଶ : ପୁଣି ସାମ୍ନାକୁ ଆସିଲା ପ୍ରେମରେ ଧୋକା ପାଇ ଆତ୍ମହତ୍ୟା କରିବା ଘଟଣା । ପ୍ରେମିକା ପାଇଁ ଜୀବନ ହାରିଲେ ପ୍ରେମିକ। ଫେସବୁକରେ ଲାଇଭ କରି ନିଜର ଗଳା କାଟିଲେ ଯୁବକ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଉତ୍ତର ପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାର ପୁରନ୍ଦରପୁର ଥାନା ଅନ୍ତର୍ଗତ…

ପୁରୀ ହୋଟେଲରେ ବିଷ ପିଇ ଦେଲେ ପ୍ରେମୀଯୁଗଳ

ପୁରୀ : ପୁରୀରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ପୁରୀର ଏକ ହୋଟେଲରେ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ | ସିଟି ରୋଡ଼ ସ୍ଥିତ ଘରୋଇ ହୋଟେଲରେ  ଘଟିଛି ଏ ଘଟଣା | ଉଭୟ ବିଷ ପାନ କରିଥିବା ସୂଚନା | ଉଭୟଙ୍କୁ ହୋଟେଲ କର୍ତ୍ତୃପକ୍ଷ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ପ୍ରେମିକର ଘର ଆଗରେ ପ୍ରେମିକାଙ୍କ ଧାରଣା

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ପୁଣି ଥରେ ପ୍ରେମ ଓ ପ୍ରତାରଣାର ଅଭିଯୋଗ ଆସିଛି । ପ୍ରେମିକଙ୍କ ଘର ଆଗରେ ଧାରଣା ଦେଇଛନ୍ତି ପ୍ରେମିକା । ଘଟଣା ହେଲା, ରାମଗିରି ଗ୍ରାମର ଶିବ ପ୍ରଧାନ କାମ ସନ୍ଧାନରେ ଗୁଜରାଟର ସୁରତକୁ ଯାଇଥିଲେ । ସେଠାରେ ଖଲିକୋଟ ଥାନା ସଚ୍ଛିନା ଗ୍ରାମର ଯୁବତୀ ଜଣକ ମଧ୍ୟ…

ପ୍ରେମରେ ବିଫଳ ହେବାରୁ ହାତ ଓ ଗଳା କାଟିଦେଲେ ଯୁବକ

କାମାକ୍ଷାନଗର: ପ୍ରେମ ପାଇଁ ସେ ପାଗଳ ଥିଲା । କେତେବେଳେ ଫେସବୁକରେ ପ୍ରେମକୁ ନେଇ ରୋମାଣ୍ଟିକ ପୋଷ୍ଟ କରୁଥିଲା ତ ଆଉ କେବେ ଇନଷ୍ଟାଗ୍ରାମରେ ରୋମାଣ୍ଟିକ ରିଲ୍ । ଆଉ ଶେଷରେ ପ୍ରେମରେ ନିରାଶ ହେବା ପରେ ଭାଙ୍ଗି ଯାଇ ଧାରୁଆ ବ୍ଲେଡରେ ନିଜ ହାତ ସହ ଗଳା କାଟି ଦେଇଛନ୍ତି ଯୁବକ ଜଣଙ୍କ । ଏଭଳି…

ସତ୍ୟାନନ୍ଦର ସାଙ୍ଘାତିକ ପ୍ରେମ, ଅଳ୍ପକେ ବର୍ତ୍ତିଲା ଲିପି !

ଢେଙ୍କାନାଳ: ମାରାତ୍ମକ ପ୍ରେମ କାହାଣୀ । ସତ୍ୟାନନ୍ଦର ମିଛ ପ୍ରେମ କାହାଣୀରେ ଫସିଥିବା ଏକ ନୀରିହ ଜୀବନ ଅଲ୍ପକେ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛି । ଏହି ଦୁଇ ଧାଡି ଆପଣଙ୍କୁ ବୋଧ ହୁଏ ଅବୁଝା ଲାଗୁଥିବ । ହେଲେ ସତ୍ୟାନନ୍ଦ ଭଳି ଲୋକଙ୍କ ପ୍ରେମ କାହାଣୀ ଆଜି ପ୍ରେମ ଭଳି ଶବ୍ଦକୁ ବଦନାମ କରିବାକୁ…