Latest Odisha News

BREAKING NEWS

Browsing Tag

maldives

ସରିଲା ମାଳଦ୍ୱୀପ-ଭାରତ ବୈଠକ, କ’ଣ ବାହାରିଲା ନିଷ୍କର୍ସ?

ନୂଆଦିଲ୍ଲୀ: ବିବାଦ ଭିତରେ ମାଳଦ୍ୱୀପ-ଭାରତ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଶୁକ୍ରବାର ଏହି ବୈଠକରେ ମାଳଦ୍ୱୀପରୁ ଭାରତୀୟ ସେନା ହଟାଇବା ନେଇ ଆଲୋଚନା ହୋଇଛି। ସୂଚନା ଅନୁସାରେ ମାଳଦ୍ୱୀପ ମାଟିରେ ନିୟୋଜିତ ଥିବା ଭାରତୀୟ ସେନା ବାହିନୀର ଉପସ୍ଥିତି ଏବଂ କାର୍ଯ୍ୟକଳାପ…

ମାଳଦ୍ୱୀପରେ କେତେ ସଂଖ୍ୟକ ରହିଛନ୍ତି ଭାରତୀୟ ସେନା, ଜାଣନ୍ତୁ ପୂରା ରିପୋର୍ଟ

ନୂଆଦିଲ୍ଲୀ: ମାଳଦ୍ୱୀପରୁ ସେନା ପ୍ରତ୍ୟାହାର ପାଇଁ ଆଜି ରବିବାର ଭାରତ ସରକାରଙ୍କୁ ଚିଠି ଲେଖି ଜଣାଇଛନ୍ତି ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁ। ସେ ଚିଠି ମାଧ୍ୟମରେ ଭାରତକୁ କହିଛନ୍ତି କି ଆସନ୍ତା ମାର୍ଚ୍ଚ ୧୫ ତାରିଖ ସୁଦ୍ଧା ସମସ୍ତ ସେନାଙ୍କ ପ୍ରତ୍ୟାହାର କରି ନିଆଯାଉ। ଏନେଇ…

୧୫ ମାର୍ଚ୍ଚ ପୂର୍ବରୁ ମାଳଦ୍ୱୀପ ଛାଡ଼ିବେ ଭାରତୀୟ ସେନା, ଚିଠି ଲେଖିଲେ ମାଳଦ୍ୱୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଚୀନରୁ ଗସ୍ତରୁ ଫେରିବା ପରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ଆକ୍ରାମକ ରୂପ ସାମ୍ନାକୁ ଆସିବାରେ ଲାଗିଛି। ଆସନ୍ତା ମାର୍ଚ୍ଚ ୧୫ ପୂର୍ବରୁ ଦେଶ ଛାଡ଼ିବାକୁ ଭାରତୀୟ ସେନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ଭାରତ ସରକାରଙ୍କୁ ଏକ ଚିଠି ମାଧ୍ୟମରେ ପ୍ରସ୍ତାବ ଦେଇଛନ୍ତି।…

ଭାରତ ସହ ବିବାଦ ପରେ ଅଧିକ ପର୍ଯ୍ୟଟକ ପଠାଇବାକୁ ଚୀନକୁ ମାଳଦ୍ୱୀପର ନିବେଦନ

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେବା ଏବେ ମାଳଦ୍ୱୀପ ପାଇଁ ମହଙ୍ଗା ପଡ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ପୂରା ଦେଶ ଏକ ହୋଇ ଛିଡ଼ା ହୋଇଛି। ମାଳଦ୍ୱୀପକୁ ସଂଖ୍ୟାଧିକ ମାତ୍ରାରେ ବିମାନ ଟିକେଟ ବାତିଲ ହେଉଛି।…

ମାଳଦ୍ୱୀପ ବନାମ ଲାକ୍ଷାଦ୍ୱୀପ: ବିବାଦ ମଧ୍ୟରେ ଏପରି ବଡ଼ ବୟାନ ଦେଲେ ବିଗ ବି

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲକ୍ଷାଦ୍ୱୀପ ଗସ୍ତ ପରେ ମାଳଦ୍ୱୀପ ଏବଂ ଭାରତ ସରକାରଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ମାଲଦ୍ୱୀପର କିଛି ମନ୍ତ୍ରୀ ତାଙ୍କ ବିରୋଧରେ ମନ୍ତବ୍ୟ ଦେଇଛନ୍ତି। ତେବେ ସେଠାକାର ସରକାର ଏହି ମାମଲାକୁ ନିୟନ୍ତ୍ରଣ…

ମାଳଦ୍ୱୀପରେ ଅଗ୍ନିକାଣ୍ଡ, ନିଆଁରେ ପୋଡ଼ି ଯାଇ ୯ ଭାରତୀୟଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ମାଳଦ୍ୱୀପ ରାଜଧାନୀ ମାଲେରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ପ୍ରାୟ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିରେ ୯ ଜଣ ଭାରତୀୟ ଥିବା କୁହାଯାଉଛି । ନିଆଁରେ କୋଠାର ଉପର ମହଲା ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ତଳେ ଥିବା ବାଇକ୍ ଗ୍ୟାରେଜରୁ ନିଆଁ ଉପରକୁ ବ୍ୟାପି ଯାଇଥିଲା…

ଜଳୁଛି ଶ୍ରୀଲଙ୍କା, ଅଧ ରାତିରେ ଲୁଚି କରି ମାଳଦ୍ୱୀପ ପଳାଇଲେ ଗୋଟାବାୟା  

କଲମ୍ବୋ: ଶ୍ରୀଲଙ୍କାରେ ସଂହାର ଲୀଳା । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡ଼ି ଚାଲିଯିବା ପରେ ଅଶାନ୍ତ ଶ୍ରୀଲଙ୍କାରେ ହିଂସାର ସୁନାମି ମାଡ଼ି ଆସିଛି । ପ୍ରଧାନମନ୍ତ୍ରୀଙ୍କ ଆୱାସ, ସଂସଦ ଭବନ କବଜା କରିବା ପରେ ଆନ୍ଦୋଳନକାରୀ ସରକାରୀ ନ୍ୟୁଜ୍ ଚ୍ୟାନେଲରେ ପଶିଛନ୍ତି । ଏପରିକି ନ୍ୟୁଜ୍…

ମାଲଦିବସରେ ଯୋଗ ଦିବସ ପାଳନ ବେଳେ ଭାରତୀୟଙ୍କୁ ଆକ୍ରମଣ

ମେଲ: ଭାରତ ମହାସାଗରରେ ଅବସ୍ଥିତ ଦ୍ୱୀପ ଦେଶ ମାଲଦିବସରେ ଭାରତୀୟଙ୍କ ଉପରେ ହୋଇଛି ଆକ୍ରମଣ । ସେଠାରେ ଅବସ୍ଥାପିତ ଭାରତୀୟ ହାଇକମିଶନଙ୍କ ଦ୍ୱାରା ଆୟୋଜିତ ଅର୍ନ୍ତଜାତୀୟ ଯୋଗ ଦିବସ ପାଳନ ବେଳେ ବିରୋଧ ପ୍ରଦର୍ଶନକାରୀ ଏକ ଗୋଷ୍ଠୀ ଆକ୍ରମଣ କରିଥିଲେ । ମଙ୍ଗଳବାର ହାଇ କମିଶନଙ୍କ ଦ୍ୱାରା…

ଭାରତୀୟ ପର୍ଯ୍ୟଟକଙ୍କ ଲାଗି ଆଜିଠୁ ଖୋଲିଲା ମାଳଦ୍ୱୀପ

ନୂଆଦିଲ୍ଲୀ: ମାଳଦ୍ୱୀପ ଭ୍ରମଣରେ ଯିବାକୁ ଚାହୁଁଥିବା ପର୍ଯ୍ୟଟକଙ୍କ ଲାଗି ଖୁସି ଖବର। ଭାରତୀୟ ପର୍ଯ୍ୟଟକଙ୍କ ଲାଗି ଆଜିଠୁ ଖୋଲିଲା ମାଳଦ୍ୱୀପ। ମାଳଦ୍ୱୀପ ଭାରତୀୟ ପର୍ଯ୍ୟଟକଙ୍କ ଏକ ପ୍ରିୟ ପର୍ଯ୍ୟଟନ ସ୍ଥଳୀ। ନିଜ ଖାଲି ସମୟ କଟାଇବା ଲାଗି ଏହି ସ୍ଥାନ ଲୋକଙ୍କର ଅଧିକ ପସନ୍ଦଯୋଗ୍ୟ।…

ଜୁଲାଇ ୧୫ରୁ ମାଲଦ୍ୱୀପ ଯାଇପାରିବେ ଭାରତୀୟ ପର୍ଯ୍ୟଟକ!

ନୂଆଦିଲ୍ଲୀ: ବିଦେଶ ଯାତ୍ରା କରିବାକୁ ଅପେକ୍ଷା କରିଥିବା ଭାରତୀୟଙ୍କ ପାଇଁ ଏହା ଏକ ବଡ଼ ଆଶ୍ବସ୍ତି। ଏଣିକି ଭାରତୀୟ ପର୍ଯ୍ୟଟକଙ୍କ ମାଲଦ୍ୱୀପ ପ୍ରବେଶକୁ ମିଳିଲା ଅନୁମତି। ମଙ୍ଗଳବାର ଦିନ ମାଲଦ୍ୱୀପ ଦକ୍ଷିଣ ଏସୀୟ ଦେଶର ପର୍ଯ୍ୟଟକଙ୍କ ଲାଗି ତାର ପ୍ରବେଶ ଦ୍ବାର ଖୋଲିବା ନେଇ ଘୋଷଣା କରିଛି।…