ଅଜ୍ଞାତ ଠିକଣା : ଅନ୍ତହୀନ ଅଭିବ୍ୟକ୍ତି
ମୁଗ୍ଧ ବିଭାବରୀ
ଆଜି କାଲି ଲେଖି ହେଉନି ଚିଠି । ଅକ୍ଷର ପଛରେ ଥିବା ଛୋଟବଡ଼ କାହାଣୀମାନ ଯେମିତି ତ୍ରସ୍ତ ଭାବେ ମୋଡି ହୋଇ ରହିଛନ୍ତି ଫର୍ଦ୍ଦର କଡ଼କୁ । ମୋତେ ଦିଶୁନି ସଫେଦ କାଗଜ ଫର୍ଦ୍ଦ ଯାହାକୁ ମୁଁ କେବେ ଆକାଶ କରି ବିଛେଇ ଦେଇପାରେ ପୁଣି ଚିରୁଡ଼ାଏ ଚିରୁଡ଼ାଏ କରି କାନ୍ଭାସ ଆକାରରେ…