Latest Odisha News

BREAKING NEWS

Browsing Tag

Mao Poster

ପୁଣି ଲାଗିଲା ମାଓ ପୋଷ୍ଟର

ନୂଆପଡ଼ା : ନୂଆପଡ଼ା ଜିଲ୍ଲାରେ ପୁଣି ଲାଗିଲା ମାଓ  ପୋଷ୍ଟର । ଉପସ୍ଥିତି ଜାହିର କଲେ ମାଓବାଦୀ  । ପୋଷ୍ଟରରେ ଲେଖା ହୋଇଛି ମେନପୁର ନୂଆପଡ଼ା ମାଓ ଡିଭିଜନ କମିଟି । ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଆନ୍ତର୍ଗତ ଫୁଲଚୀ ଘାଟି ନିକଟ ଫରେଷ୍ଟ ବୋର୍ଡ , ନଙ୍ଗଲବୋର୍ଡ ପଞ୍ଚାୟତ କାର୍ଯ୍ୟାଳୟ…

ପାଇକମାଳରେ ମାଓ ପୋଷ୍ଟର: ଭୟଭୀତ ନହେବାକୁ ବରଗଡ଼ ଏସପିଙ୍କ ଆଶ୍ୱାସନା

ପଦ୍ମପୁର: ବରଗଡ ଜିଲ୍ଲା ପଦ୍ମପୁର ଉପନିର୍ବାଚନ ପାଇଁ ଚାଲିଛି ପ୍ରଚାର। ସେପଟେ ପଦ୍ମପୁର ପାଇକମାଳ ରାସ୍ତାରେ ଲାଗିଛି ମାଓ ପୋଷ୍ଟର । ପଦ୍ମପୁରରେ ଭୋଟରଙ୍କୁ ଧମକକୁ ପୋଷ୍ଟରରେ ବିରୋଧ କରାଯାଇଛି । ସରକାରୀ ନେତା ଓ ମନ୍ତ୍ରୀ ଭୋଟରଙ୍କୁ ଧମକାଇବା ବନ୍ଦ କରନ୍ତୁ ନୋଚେତ କଡ଼ା ଜବାବ ଦିଆଯିବ ବୋଲି…

ଖପ୍ରାଖୋଲ ବ୍ଲକରେ ପୁଣି ଲାଗିଲା ମାଓ ପୋଷ୍ଟର

ପାଟଣାଗଡ଼: ପୁଣି ଲାଗିଲା ମାଓ ପୋଷ୍ଟର । ଦୀର୍ଘ ଦିନ ପରେ ବଲାଙ୍ଗିର ଜିଲ୍ଲା ମାଓ ଅଧ୍ୟୁଷିତ ଖପ୍ରାଖୋଲ ବ୍ଳକରେ ଲାଲବାହିନୀ ପୁଣି ଉପସ୍ଥିତି ଜାହିର୍ କରିଛନ୍ତି । ଖପ୍ରାଖୋଲ ଥାନା ଠାରୁ ୬ କିଲୋମିଟର ଦୂର ଘୁନସର ବଜାରରେ ମାଓବାଦୀ ବଡ଼ ବଡ଼ ବ୍ଯାନର ଲଗାଇ ଥିବା ଦେଖିବାକୁ ମିଳିଛି ।…

ନବରଙ୍ଗପୁର ରାଇଘର ଅଞ୍ଚଳରେ ମାଓ ପୋଷ୍ଟର

ନବରଙ୍ଗପୁର: ପୁଣି ଥରେ ନବରଙ୍ଗପୁର ଜିଲ୍ଲା ସ୍ଥିତି ଜାହିର କରିଛନ୍ତି ମାଓବାଦୀ । ରାଇଘର ଓ କୁନ୍ଦେଇ ମୁଖ୍ୟ ରାସ୍ତାରେ ଲାଲବାହିନୀ ଲଗାଇଛି ପୋଷ୍ଟର ଓ ବ୍ୟାନର । ଉଦନ୍ତି ଏରିଆ କମିଟି ପକ୍ଷରୁ ଏହି ମାଓ ପୋଷ୍ଟର ଓ ବ୍ୟାନର ଲଗାଯାଇଛି । ଏଥିରେ ଡାକ୍ତର, ନର୍ସ, ଅଙ୍କନବାଡ଼ି କର୍ମୀ,  …

ରାୟଗଡ଼ା ମୁନିଗୁଡାରେ ଲାଗିଲା ମାଓ ପୋଷ୍ଟର

ରାୟଗଡ଼ା : ପୁଣି ମାଓ ପୋଷ୍ଟର ଲଗାଇଲେ ମାଓବାଦୀ । ରାୟଗଡା ମୁନିଗୁଡା ଥାନା ଅନ୍ତର୍ଗତ କୁମୁଡାବାଲି ଯାତ୍ରୀ ପ୍ରତୀକ୍ଷାଳୟ ସମ୍ମୁଖରେ ୫ଟି ମାଓ ପୋଷ୍ଟର ଲଗାଇଛନ୍ତି ମାଓବାଦୀ । ରାଜ୍ୟରେ ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ ହୋଇଥିବା ନେଇ ଉଲ୍ଲେଖ ରହିଛି । ଏହାସହ ମମିତା…

ପୁଣି ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଧମକ ପୂର୍ଣ୍ଣ ପୋଷ୍ଟର

ମାଲକାନଗିରି : ପୁଣି ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଧମକପୂର୍ଣ୍ଣ ପୋଷ୍ଟର । ପିଏଲଜିଏରେ ସାମିଲ ହେବାକୁ ଜନସାଧାରଣଙ୍କୁ ପୋଷ୍ଟର ଜରିଆରେ ଆହ୍ବାନ ଦିଆଯାଇଛି । ଏହାସହ ପୋଲିସକୁ ସହଯୋଗ କରୁଥିବା ଲୋକଙ୍କୁ ପ୍ରଜକୋର୍ଟରେ ଦଣ୍ଡ ଦିଆଯିବ ବୋଲି ପୋଷ୍ଟରରେ ଲେଖାଯାଇଛି । କୁଡୁମୁଲୁଗୁମ୍ମା…

ଗଛ କାଟି ମାଓବାଦୀଙ୍କ ରାସ୍ତା ଅବରୋଧ, ୧୧ଟି ଦାବି ସମ୍ପର୍କରେ ପୋଷ୍ଟର ଉଲ୍ଲେଖ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ହାତୀଗାଁ ରାସ୍ତାରେ ଗଛ କାଟି ରାସ୍ତା ବନ୍ଦ କରିଛନ୍ତି ମାଓବାଦୀ । ଏହାସହ ମାଓ ପୋଷ୍ଟର ଓ ବ୍ୟାନର୍‌ ମଧ୍ୟ ଲଗାଇଛନ୍ତି । ପୋଷ୍ଟରରେ ଜଙ୍ଗଲରୁ ଗଛ କଟାକୁ ବିରୋଧ କରାଯାଇଛି । ଏହାସହ ଜଙ୍ଗଲଜାତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରି ଶ୍ରମିକଙ୍କୁ ଉଚିତ୍…