Latest Odisha News

BREAKING NEWS

Browsing Tag

Mayadhar Nayak

ଚକ୍ରବ୍ୟୂହର ଚରିତ୍ରଲିପି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ମହାଭାରତର ଚକ୍ରବ୍ୟୂହକୁ ବର୍ଣ୍ଣନା କରାଯାଇପାରେ, ମାତ୍ର ଆମ ସମୟର ଚକ୍ରବ୍ୟୂହ ଅବର୍ଣ୍ଣନୀୟ । କେବଳ ଅବର୍ଣ୍ଣନୀୟ ନୁହେଁ - ଅଦୃଶ୍ୟମାନ । ଏହି ଅଦୃଶ୍ୟମାନ ଚକ୍ରବ୍ୟୂହରେ ପ୍ରତିନିୟତ ଅଗଣିତ ଅଭିମନ୍ୟୁଙ୍କୁ ନିଧନ କରାଯାଉଛି । ସାରା…

କରାଳ କ୍ଲେଶର କଂଟକରେ କ୍ରୁଶବିଦ୍ଧ କୃଷକ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… କୃଷି ହିଁ କୃଷ୍ଟି । ଇତିହାସ ଇସାରା କରିଥାଏ ଯେ କାସ୍ପିୟାନ ହ୍ରଦକୂଳରୁ ହିମାଦ୍ରି-ବିନ୍ଧ୍ୟାଦ୍ରି-ସହ୍ୟାଦ୍ରି-ଶେଷାଦ୍ରିର ପୁଣ୍ୟଭୂମି ଭାରତକୁ ଆସିଥିଲେ ଆର୍ଯ୍ୟମାନେ । ଏଇଠି ହିଁ ସେମାନେ ଆଦିମ…

ଅସଲ ଲେଖକ ହିଁ ସମୟର ସେନାପତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଋଷିଆର ମହାନ୍ କଥାକାର ଗର୍କୀଙ୍କ ବିଶ୍ୱବିଖ୍ୟାତ ଉପନ୍ୟାସ ‘ମଦର୍‌’ । ଏ ଉପନ୍ୟାସର ମହାନାୟିକା ବାଟ ଚାଲିବାରେ ବିଶ୍ୱାସ କରୁଥିବା ସେଇ ମା, ଯିଏ ମୁଣ୍ଡେଇଥିବା ପସରା ଭିତରେ ସେଦିନ ଥିଲା ବିପ୍ଳବକୁ ଦୀର୍ଘଜୀବୀ କରିବା ପାଇଁ ପ୍ରେରଣା ଦାୟକ…

ଚକ୍ରବ୍ୟୂହରେ ବିଦୀର୍ଣ୍ଣ ବିଶ୍ୱ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… କାହିଁ କେଉଁ କାଳୁ ଦ୍ୱାପର ଯୁଗରେ ଶ୍ରୀକୃଷ୍ଣଙ୍କ ପିତା ବାସୁଦେବ ଦେବକୀଙ୍କୁ ବାହାହୋଇଥିଲେ । ପାଣ୍ଡବଙ୍କ ମାମୁଶଲ୍ୟ ଦେବକୀଙ୍କୁ ଚାହୁଥିଲେ, କିନ୍ତୁ ପାଇଲେ ନାହିଁ । ସେହି ହିଂସାର ଅନଳରେ ଜଳିପୋଡି ଶଲ୍ୟ ବିଚଳିତ ଥିଲେ ଶଲ୍ୟ ମହାଯୋଦ୍ଧା…

କରୋନାର କରାଳ କାଳ ବଳୟ ପରର ପୃଥିବୀ

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… କରୋନାର କରାଳ କାଳ ବଳୟରେ ସମଗ୍ର ବିଶ୍ୱ ଆଜି ଜ୍ୱଳନ୍ତ ଜତୁଗୃହ । ସବୁଠି ନିଆଁ ଲାଗିଛି – ସବୁଠି ନିଆଁ ଜଳୁଛି – ମଶାଣିରେ, ମନ୍ଦିରରେ, ମସଜିଦ୍‌ରେ, କଳ-କାରଖାନାରେ, କ୍ଷେତରେ, ଖାଦାନରେ, ଗାଁଗଣ୍ଡାରେ, ସହରରେ – ସବୁଠି ମଣିଷ ମନରେ ନିଆଁ…

ଜଡଜଗତରେ ଜଡିତ ହେବାକୁ ଏ ଜୀବଜଗତ…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଆମେ ପ୍ରକୃତି ସହିତ ଖେଳ ଖେଳିଲେ । ଏବେ ପ୍ରକୃତିର ଭୟଙ୍କର ଖେଳ ଆରମ୍ଭ ହୋଇଯାଇଛି । ଆମେ ଆମର ବଡିମା ଦେଖାଇବା ପାଇଁ ମାଟି, ପାଣି, ପବନ, ଆକାଶକୁ ଅକ୍ତିଆରରେ ଆଣିବାପାଇଁ ନୂଆ ନୂଆ ଯନ୍ତ୍ରପାତି, ମାରଣାସ୍ତ୍ର ବ୍ୟବହାର କଲେ । ଧରଣୀବକ୍ଷକୁ…

ସଂଗରୋଧର ସଂସାରରେ ସଂସ୍ଥା ଓ ଶ୍ରମସଂସ୍କୃତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଅଦୃଶ୍ୟ କରୋନା ଭୂତାଣୁ ଆକ୍ରମଣରେ ସମଗ୍ର ବିଶ୍ୱ ଥରହର । ଏହି ଅଦୃଶ୍ୟ ଶତ୍ରୁକୁ ନିପାତ କରିବାପାଇଁ ସବୁଦେଶରେ ଗବେଷକମାନେ ଆପ୍ରାଣ ଉଦ୍ୟମ ଚଳାଇ ରଖିଛନ୍ତି । କିନ୍ତୁ ଏ ପର୍ଯ୍ୟନ୍ତ ଏହି ମହାମାରୀ ଭୂତାଣୁର ନିଦାନ ପାଇଁ କୌଣସି ମେଡିସିନ୍…

ଅହେତୁକ ଅହଂକାର…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ସମ୍ପ୍ରତି ପୃଥିବୀରେ ପାଖାପାଖି ଆଠଶହ କୋଟି ମଣିଷର ଅହେତୁକ ଗର୍ବ ଅହଂକାର ସୀମା ଟପି ଯାଇଛି । ବିଶେଷ କରି ବିଭିନ୍ନ ଦେଶର ଶାସକ ଓ ପୁଞ୍ଜିପତି ମାନଙ୍କର ଅହଂକାର ଯୋଗୁଁ ମାନବ ସମାଜ ଧ୍ୱଂସମୁଖୀ । ମଣିଷ ମଣିଷକୁ ମାରିବା ପାଇଁ କେତେ…

ଅଥ ଅଥର୍ବ ଅର୍ଥନୀତି

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏ ନିବନ୍ଧ ଲେଖିବା ପୂର୍ବରୁ ପଣ୍ଡିତ ବିଷ୍ଣୁ ଶର୍ମା ସଂସ୍କୃତରେ ଲେଖିଥିବା ଅଥ କୃଷ୍ଣସର୍ପ କଥା ମନେ ପକାଇଦେଉଛି । ଥରେ ଗୋଟିଏ ବେଙ୍ଗ ତା’ର ପରିବାର ଓ ସାଙ୍ଗ ସାଥୀ ମାନଙ୍କ ସହିତ କୂଅରେ ବାସ କରୁଥିଲା । ତା’ ପାଖ ସଂପର୍କୀୟମାନେ ତାକୁ…

କଳିକାଳ ପରେ ମହା କଳିକାଳ: କରୋନା କରାଳ…

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର… ଏବେ ମହାକଳିକାଳ ସମାଗତ । ଯେଉଁ ଅନାଗତ ଅବତାର କଳ୍‌କୀ ବୃତାନ୍ତ ଆମେ ସବୁ ଏଯାବତ୍ ଶୁଣିଆସିଥିଲେ- ଏ ଅବତାର ଏବେ ପ୍ରତ୍ୟେକ ବିବେକି ମଣିଷ ମଧ୍ୟରେ କାୟା ପ୍ରବେଶ କରିସାରିଲାଣି । ଏ ଅପ୍ରକଟ କଳ୍‌କୀର ଆୟୁଧ ଆଉ ବାରହାତୀ ଖଣ୍ଡା ନୁହଁ, ବରଂ…