Latest Odisha News

BREAKING NEWS

Browsing Tag

Mayurbhanj

ଡକାୟତି ଯୋଜନା ଭଣ୍ଡୁର, କୁଖ୍ୟାତ ଡକାୟତ ଗିରଫ

ବାରିପଦା: ବାରିପଦା ଉପଖଣ୍ଡ ଚାନ୍ଦୁଆ ଥାନା ପୋଲିସକୁ ମିଳିଛି ବଡ ସଫଳତା । ଗିରଫ ହେଲା କୁଖ୍ୟାତ ଡକାୟତ ଭରତ ମାଈତି । ଏକ ବଡ ଧରଣର ଡକାୟତି ପାଇଁ ଯୋଜନା କରୁଥିବା ସମୟରେ କୁଖ୍ୟାତ ଡକାୟତକୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି । ମିଳିଥିବା ରିପୋର୍ଟ ଅନୁଯାୟୀ ଗତକାଲି ରାତି ୧୧ଟାରେ…

ମୟୁରଭଂଜ ପୋଲିସ ହାତରେ ଧରାପଡିଲା ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ

ବାରିପଦା: ଏକ ବଡ ଧରଣର ଗିରଫଦାରୀ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛି ମୟୁରଭଂଜ ଜିଲ୍ଲା । ପୋଲିସ ଜାଲରେ ପଡିଛନ୍ତି ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗ । ଏକ ନିଶ୍ଚିତ ବଡ ଧରଣର ଡକାୟତ ଯୋଜନାକୁ ପଣ୍ଡ କରିଛି ମୟୁରଭଂଜ ପୋଲିସ । ମିଳିଥିବା ସୂଚନା ଅନୁଯାୟୀ ଗତକାଲି ରାତିରେ ଘାଗରବେଡାର ଜଣେ…

ରକ୍ତ ସମ୍ପର୍କରେ ରକ୍ତର ଛିଟା: ସାନ ଭାଇକୁ ମାରିଦେଲା ବଡ଼ ଭାଇ

ବାରିପଦା: ସାନ ଭାଇକୁ କୁରାଢ଼ୀରେ ପିଟି ହତ୍ୟାକଲା ମଦୁଆ ଭାଇ । ବଡ଼ଭାଇର ଆକ୍ରମଣରେ ସାନ ଭାଇର ମୃତ୍ୟୁ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅନ୍ତର୍ଗତ ଭାଲୁକଚୁଆ ଖଡ଼ିଆସାହିରେ । ମୃତକ ହେଲେ ଭାଲୁକଚୁଆ ଗାଁର ନର ଦେହୁରୀଙ୍କ ସାନ ପୁଅ ଶମ୍ଭୁ ଦେହୁରୀ…

ରାଜରାସ୍ତାରେ ଗଜରାଜ

ବାରିପଦା: ଜଙ୍ଗଲ ଛାଡ଼ି ଜନବସତି ମୁହାଁ ଗଜରାଜ । ରାଜରାସ୍ତାରେ ଦୀର୍ଘ ସମୟ ଧରି ଠିଆ ହୋଇ ରହିଲା ହାତୀ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅନ୍ତର୍ଗତ ବୈଶିଙ୍ଗାରୁ ମାଣିତ୍ରୀକୁ ଯାଇଥିବା ରାସ୍ତାର ମୋହନପୁରରେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା । ରାସ୍ତା ଉପରେ ଦନ୍ତା ହାତୀ ଠିଆହୋଇଥିଲା…

କିନ୍ନରଙ୍କୁ ସ୍ୱାବଲମ୍ବୀ କରାଇଲେ ମୟୁରଭଂଜ ଜିଲ୍ଲାପାଳ

ମୟୁରଭଂଜ: ସମାଜରେ କିନ୍ନରଙ୍କୁ ପ୍ରତିଷ୍ଠିତ ତଥା ସ୍ୱାବଲମ୍ବୀ କରିବାକୁ ରାଜ୍ୟ ସରକାରଙ୍କ ତରଫରୁ କାର୍ଯ୍ୟକ୍ଷମ ହୋଇଛି ଅନେକ ଯୋଜନା । ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ମୟୁରଭଂଜ ପ୍ରଶାସନ ନେଇଛି ଅନନ୍ୟ ପଦକ୍ଷେପ । ଜିଲ୍ଲାରେ ପ୍ରଥମଥର ପାଇଁ କିନ୍ନର ଓ ମହିଳାଙ୍କୁ…

ଡାକ୍ତର ଅଭାବକୁ ନେଇ ମେଡିକାଲ ଇନଚାର୍ଜଙ୍କୁ ତାଲା ପକାଇଲେ ଲୋକ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଶ୍ରୀଦାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସଂକଟ । ମେଡିକାଲରେ ୪ ଜଣ ଡାକ୍ତର ରହିବା ଲାଗି ସରକାରୀ ମଞ୍ଜୁରୀ ମିଳିଛି । ବିଡ଼ମ୍ବନାର କଥା ଏଠି ଜଣିଏ ବି ସ୍ଥାୟୀ ଡାକ୍ତର ନାହାଁନ୍ତି । ଫଳରେ ସ୍ଥାନୀୟ ଲୋକ ଚିକିତ୍ସା ସେବାରୁ…

ମହଙ୍ଗା ପଡ଼ିଲା ଚୋରି, ଗଛରେ ୩ ଯୁବକଙ୍କୁ ବାନ୍ଧିଦେଲେ ମାଲିକ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ଏକ ଭିଡିଓ ସୋସିଆଲ୍ ମିଡିଆରେ ବେଶ୍ ଭାଇରାଲ୍ ହେଉଛି । ମିଳିଥିବା ସୂଚନା ଅନୁସାରେ ବୋରିଂ ମୋଟର ଚୋରି କରିଥିବା ଅଭିଯୋଗରେ ୩ ଜଣ ଯୁବକଙ୍କୁ ଏମିତି ଘଛରେ ବନ୍ଧା ଯାଇଛି । ଦୀର୍ଘ ସମୟ ଧରି ଗାଁ ଦାଣ୍ଡରେ ଗଛରେ ବାନ୍ଧି ୩ ଯୁବକଙ୍କୁ ଦଣ୍ଡ ଦେଇଛନ୍ତି ଗ୍ରାମବାସୀ…

କୋଟିପତି ଗଞ୍ଜେଇ ମାଫିଆ ଗିରଫ, ପଶ୍ଚିମବଙ୍ଗ ସମେତ ଅନ୍ୟ ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ସନ୍ଦେହ 

ମୟୂରଭଞ୍ଜ: କୋଟିପତି ଗଞ୍ଜେଇ ମାଫିଆ ଗିରଫ । ଏହାସହ ଜବତ ହୋଇଛି ଲକ୍ଷାଧିକ ଟଙ୍କାର ଗଞ୍ଜେଇ । ଗିରଫ ଗଞ୍ଜେଇ ମାଫିଆ ହେଲେ ମୟୂରଭଞ୍ଜ କପ୍ତିପଦା ଥାନା କୟାଁଖୁଂଟା ଗାଁର ଶରତ ନାଏକ । ଦୁଇ ବର୍ଷ ହେବ ଜନବସତିରେ ରହି ସେ ଗଞ୍ଜେଇ କାରବାର କରି ଆସୁଥିଲା । ବିଶେଷସୂତ୍ରରୁ ଖବର ପାଇ ସ୍ପେଶାଲ୍…

ଶିମିଳିପାଳର ବିଭିନ୍ନ ସ୍ଥାନରେ ବର୍ଷା, ନିଆଁ ଲିଭିବା ନେଇ ଆଶା ଜାଗ୍ରତ

କରଞ୍ଜିଆ: ଶିମିଳିପାଳ ଜଙ୍ଗଲ ଜଳିବା ଭିତରେ ଆସିଲା ଆଶ୍ୱସ୍ତିକର ଖବର । ବିଭିନ୍ନ ସ୍ଥାନରେ କୁଆପଥର ବର୍ଷା । ପିଠାବଟା ରେଞ୍ଜର ବିଭିନ୍ନ ସ୍ଥାନରେ କୁଆପଥର ସହ ବର୍ଷା ହେଉଛି ।  କିଛି ଦିନ ହେବ ଶିମିଳିପାଳରେ ଲାଗିଥିବା ନିଆଁ ଲିଭିବା ନେଇ ଲୋକଙ୍କ ମନରେ ଆଶା ଜାଗ୍ରତ ହୋଇଛି । କରଞ୍ଜିଆ…

ଶିମିଳିପାଳ ଜଙ୍ଗଲରେ ନିଆଁ, ଦୁଇ ଦିନ ହେଲା ଜଳୁଛି

ବାରିପଦା: ଜଳୁଛି ଶିମିଳିପାଳ । ମୟୂରଭଞ୍ଜ ଜିଲ୍ଲା ପୋଡ଼ାଡିହା ରେଞ୍ଜରେ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଛି । ଗତ ଦୁଇ ଦିନ ହେଲା ଜଙ୍ଗଲ ଜଳୁଛି । ଆନନ୍ଦପୁର, ଖଣ୍ଡାଚିରା, ବାଲିନାଲ ପାହାଡ଼ରେ ଲାଗିଛି ନିଆଁ ଫଳରେ ପୋଡ଼ି ନଷ୍ଟ ହେଉଛି ବହୁ ଔଷଧୀୟ ଗଛ। ବହୁ ପଶୁପକ୍ଷୀ ବି ନିଆଁରେ ପୋଡ଼ି…