Latest Odisha News
Browsing Tag

Mayurbhanj

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ବାରିପଦା: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୟୂରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଜଳସେଚନ ପ୍ରକଳ୍ପ ଦେଓ ଓ ସୁବର୍ଣ୍ଣରେଖା ପ୍ରକଳ୍ପ ଲୋକାର୍ପିତ କରିଛନ୍ତି । ଏହା ସହିତ ଜିଲ୍ଲାର ଅନେକ ବିକାଶମୂଳକ କାର୍ଯ୍ୟ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି । ଆଜି ମୟୂରଭଞ୍ଜର…

ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ; ଉଦଘାଟନ କରିବେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ

ବାରିପଦା: ଆସନ୍ତା କାଲି ପୂରଣ ହେବ ମୟୁରଭଞ୍ଜ ଜିଲ୍ଲାର ବହୁ ଦିନର ସ୍ବପ୍ନ । ଶୁକ୍ରବାର ମୟୂରଭଞ୍ଜ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଗସ୍ତ କରି ଦୁଇଟି ପ୍ରକଳ୍ପ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି। କରଞ୍ଜିଆ ବ୍ଲକର ହାତିବାରୀ…

[ଦେଖନ୍ତୁ ଭିଡିଓ] ଔଷଧୀୟ ଗୁଣରେ ଭର୍ତ୍ତି କାଇ ଚଟଣୀ, GI ଟ୍ୟାଗ୍ ପାଇଁ ଆବେଦନ

ବାରିପଦା: ଆଦିବାସୀ ଖାଦ୍ୟ କାଇ ଚଟଣୀ ବା ଲାଲ୍ ପିମ୍ପୁଡି ଚଟଣୀକୁ ନେଇ ଏବେ ବେଶ୍ ଚର୍ଚ୍ଚା । କାଇ ଚଟଣୀକୁ ଜିଆଇ ଟ୍ୟାଗ୍ ପାଇଁ ଆରମ୍ଭ ହୋଇଯାଇଛି ପ୍ରୟାସ । ମୟୂରଭଞ୍ଜ ଜିଲ୍ଲାର ଆଦିବାସୀ ସମ୍ପ୍ରଦାୟ ଲାଲ୍ ପିମ୍ପୁଡ଼ି ତଥା କାଇକୁ ସୁସ୍ୱାଦ ଖାଦ୍ୟ ଭାବେ ଗ୍ରହଣ କରିଥାନ୍ତି । ଏପରିକି ଥଣ୍ଡା…

ରାଜଧାନୀରୁ ପିଲା ଚୋରି, ମୟୂରଭଞ୍ଜରୁ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର: ଧରା ପଡ଼ିଲା ପିଲା ଚୋରଣୀ । ଭୁବନେଶ୍ୱରର ନୟାପଲ୍ଲୀ ଅଞ୍ଚଳରୁ ମୟୂରଭଞ୍ଜ ରାଇରଙ୍ଗପୁରର ୫୦ ବର୍ଷୀୟ ମହିଳା ୩ ବର୍ଷର ପୁଅକୁ ଚୋରାଇ ନେଇ ଯାଇଥିଲେ । ଏହି ମାମଲାର ତଦନ୍ତ କରି ପିଲାକୁ ଉଦ୍ଧାର କରିବା ସହ ମହିଳା ପଦ୍ମାବତୀ ନାଗଙ୍କୁ ଗିରଫ କରିଛି କମିଶନରେଟ୍ ପୋଲିସ । ସୂଚନା…

ରାଜନୀତିରେ ମୟୂରଭଞ୍ଜର ଦବଦବା ବଢ଼ୁଛି

ଭୁବନେଶ୍ବର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ ଏବେ ଜାତୀୟ ରାଜନୀତିରେ ଓଡ଼ିଶାର ଚର୍ଚା ଜୋର ଧରିଛି । କେବଳ ଓଡ଼ିଶାର ଚର୍ଚା ହେଉନାହିଁ ମୟୁରଭଞ୍ଜ ଜିଲ୍ଲାର ରାଜନୀତି, ରାଜନେତାଙ୍କ ଆଲୋଚନା ମଧ୍ୟ ଜୋରଦାର ହେଉଛି । ତେବେ ମୟୂରଭଞ୍ଜ ଜିଲ୍ଲା ଗିରିଶ ଚନ୍ଦ୍ର ମୁର୍ମୁଙ୍କ ପରେ…

ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ଆକ୍ରମଣ; ୯ ଜଣ ଗିରଫ

ମୟୂରଭଞ୍ଜ: ଜିଲ୍ଲାପାଳଙ୍କ ଗାଡିକୁ ପଥର ମାଡ କରିବା ମହଙ୍ଗା ପଡିଲା। ୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କୁଳିଅଣା ଥାନା ପୋଲିସ। ଅଭିଯୁକ୍ତମାନେ ହେଲେ ଅଶୋକ କୁମାର ସାହୁ, ସଞ୍ଜୟ କୁମାର ସେଠି, ବିନେସ କୁମାର ବାରିକ, ନୀଲକମଲ ବାରିକ, ଅର୍ଜୁନ ସେଠି, ସୁନାରାମ ହାଁସଦା, ଜାନୁ ହାଁସଦା,…

ଆଦିବାସୀ ଆବାସିକ ବାଳିକା ବିଦ୍ୟାଳୟର ୨୬ ଛାତ୍ରୀ କରୋନା ପଜିଟିଭ

ମୟୂରଭଞ୍ଜ: ସ୍କୁଲ ଖୋଲିବା ପରେ ଶିକ୍ଷାନୁଷ୍ଠାନରେ ବଢୁଛି ସଂକ୍ରମଣ । ଛାତ୍ରଛାତ୍ରୀ ସଂକ୍ରମିତ ହେଉଛନ୍ତି । ସୁନ୍ଦରଗଡ଼ ପରେ ମୟୂରଭଞ୍ଜ ଜିଲ୍ଲାରୁ ବାହାରିଛି ପଜିଟିଭ୍ କେସ୍ । ଠାକୁରମୁଣ୍ଡା ବ୍ଲକର ଚମକପୁର ଆଦିବାସୀ ଆବାସିକ ବାଳିକା ବିଦ୍ୟାଳୟର ୨୬ ଛାତ୍ରୀ କରୋନା ସଂକ୍ରମିତ ହୋଇଛନ୍ତି ।…

ମୟୂରଭଞ୍ଜରେ ପୋଲିସ ସହିଦ ଦିବସ ପାଳିତ

ମୟୂରଭଞ୍ଜ : ଆଜି ପୋଲିସ ସହିଦ ଦିବସ । ୬୨ ତମ ଓଡ଼ିଶା ପୋଲିସ ସହିଦ ଦିବସ ମୟୂରଭଞ୍ଜ ଜିଲ୍ଲା ପୋଲିସ ପକ୍ଷରୁ ସ୍ଥାନୀୟ ରିଜର୍ଭ ପୋଲିସ ପଡ଼ିଆଠାରେ ପାଳିତ ହୋଇଯାଇଛି । ଏହି ଅବସରରେ ସ୍କୃତି ପ୍ୟାରେଡ ସମାରୋହର ଆୟୋଜନ ହୋଇଥିବା ବେଳେ ସହିଦଙ୍କ ଅମର ଆତ୍ମାର ସତଗତି ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

ମୟୂରଭଞ୍ଜରେ ମୃତ ବ୍ୟକ୍ତିଙ୍କ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଖାଇଗଲେ ପିଇଓ

ମୟୂରଭଞ୍ଜ : ମୃତ ବ୍ୟକ୍ତିର ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ଚଳୁ କରୁଛନ୍ତି ପଞ୍ଚାୟତ କାର୍ଯ୍ୟ ନର୍ବାହି ଅଧିକାରୀ ।  ଏପରି ଗୁରୁତର ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲା ସୁଳିଆପଦା ବ୍ଲକ ଚୁହାଟ ଗ୍ରାମ ପଞ୍ଚାୟତରୁ । ମୃତ୍ୟୁର ଦୀର୍ଘ ବର୍ଷ ପରେ ମଧ୍ୟ ହିତାଧିକାରୀଙ୍କ ଟିପ ଚିହ୍ନରେ ସରକାରୀ…

ରୋଗୀ ଛାଡି ଫେରିବା ରାସ୍ତାରେ ଓଲଟିଲା ଆମ୍ବୁଲାନ୍ସ

ବାରିପଦା: ହସ୍ପିଟାଲରେ ରୋଗୀ ଛାଡ଼ି ଫେରିବା ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ବୁଲାନ୍ସ । ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଝିଙ୍କିରିଆ ନିକଟରେ ଏହି ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ରାସ୍ତାକଡ଼ କେନାଲ୍ରେ ପଶିଯାଇଛି ଆମ୍ବୁଲାନ୍ସ । ଏଥିରେ ଡ୍ରାଇଭର ଓ ଫାର୍ମାସିଷ୍ଟ ଆହତ…