Latest Odisha News

BREAKING NEWS

Browsing Tag

Mumbai

ନିୟମ ହଟିବା ପରେ ବି ମାସ୍କ ପିନ୍ଧିବାକୁ କହିଲେ ଉଦ୍ଧବ ଠାକରେ

ମୁମ୍ବାଇ: ମୁଖ୍ୟମନ୍ତ୍ରୀ ଯେତେଦିନ ପର୍ଯ୍ୟନ୍ତ ମାସ୍କ ପିନ୍ଧୁଛନ୍ତି, ସେତେଦିନ ଯାଏଁ ସାଧାରଣ ଲୋକ ବି ମାସ୍କ ପିନ୍ଧନ୍ତୁ । ଏମିତି କୋଉଠି ନିୟମ ହୋଇନି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏକ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ଲୋକଙ୍କୁ ଏମିତି କହିଛନ୍ତି । ସେ ଓ…

ମୁମ୍ବାଇକୁ ପୁଣି ଫେରିବ ଲକ୍‌ଡାଉନ୍‌?

ମୁମ୍ବାଇ: ମୁମ୍ବାଇରେ ଦୈନିକ କରୋନା ମାମଲା ପ୍ରାୟ ୨୦ ହଜାର ପାଖାପାଖି ରହୁଛି। ଏଭଳି ପରିସ୍ଥିତିରେ ଦେଶର ଆର୍ଥିକ ରାଜଧାନୀରେ ଲକ୍‌ଡାଉନ୍‌ ପକାଯିବା ନେଇ ଆଶଙ୍କା କରାଯାଉଛି। ସହରର ମେୟର କହିଛନ୍ତି ଯେ ଯଦି ସହରର ଦୈନନ୍ଦିନ ମାମଲା ୨୦ ହଜାର ଟପିବ , ତେବେ ଆମେ ଲକ୍‌ଡାଉନ୍‌କୁ ଉପରେ…

ଓମିକ୍ରନ୍‌ ଭୟ; ୧୫ ଯାଏ ଲାଗୁ ହେଲା କଡା ନିୟମ

ମୁମ୍ବାଇ: ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ମୁମ୍ବାଇରେ ପ୍ରତିବନ୍ଧକକୁ ଜାନୁୟାରୀ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପ୍ରଶାସନ ଦ୍ବାରା ଜାରି କରାଯାଇଥିବା ନୂତନ ନିର୍ଦ୍ଦେଶ ଅନୁଯାୟୀ, ବର୍ତ୍ତମାନ ସର୍ବସାଧାରଣ ସ୍ଥାନକୁ ଯିବା ଉପରେ ପ୍ରତିବନ୍ଧକ ବଳବତ୍ତର ରହିବ। ପ୍ରଶାସନ…

ବିବାହ ପାଇଁ ରାଜସ୍ଥାନ ମୁହାଁ ହେଲେ ଭିକି-କ୍ୟାଟ୍ରିନା

ମୁମ୍ବାଇ : କ୍ୟାଟ୍ରିନା କୈଫ୍ ଓ ଭିକିଙ୍କ ବିବାହକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି । ମୁମ୍ବାଇ ଘରେ ଜମିଲାଣି ବନ୍ଧୁବାନ୍ଧବଙ୍କ ଗହଳି। ସେହିପରି ୱେଡିଂ ଡେଷ୍ଟିନେସନ ରାଜସ୍ଥାନ ମୋଧପୁରର ରିସୋର୍ଟକୁ ରୟାଲ ଲୁକ୍ ଦିଆଯାଇଛି । କାଲିଠୁ ଆରମ୍ଭ ହେବ ଫଙ୍କସନ୍। ଆଉ ୯ ତାରିଖରେ ବିବାହ…

ଦିଲ୍ଲୀ ଅପେକ୍ଷା ଅଧିକ ପ୍ରଦୂଷିତ ସହର ମୁମ୍ବାଇ

ମୁମ୍ବାଇ: ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଏତେ ଅଧିକ ହୋଇଯାଇଛି ଲୋକଙ୍କ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। ଦିଲ୍ଲୀରେ ସ୍କୁଲ, କଲେଜ ଆଗାମୀ ନିର୍ଦ୍ଦେଶ ଜାରି ହେବା ଯାଏ ବନ୍ଦ ରହିବା ନେଇ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ଦିଲ୍ଲୀକୁ ଆସୁଥିବା ଟ୍ରକ୍‌ ଯାତାୟାତା ଉପରେ ମଧ୍ୟ ବ୍ୟାନ୍‌…

ମୁମ୍ବାଇରେ ଆପାର୍ଟମେଣ୍ଟରେ ଲାଗିଲା ନିଆଁ , ଜଣେ ମୃତ ଅନେକ ଗୁରୁତର

ମୁମ୍ବାଇ : ଭୟଙ୍କର ଅଗ୍ନିକାଣ୍ଡ । ସମସ୍ତଙ୍କ ଆଖି ସାମ୍ନାରେ ମୁମ୍ବାଇ ଲାଲବାଗ ଅଞ୍ଚଳରେ ୬୦ ମହଲା ବିଶିଷ୍ଟ ଏକ ଆପାର୍ଟମେଣ୍ଟରେ ରେ ନିଆଁ ଲାଗି ଯାଇଛି । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନେକଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ସ୍ଥାନୀୟ କେଇଏମ୍ ହସ୍ପିଟାଲରେ…

ଜାଣନ୍ତୁ କେଉଁ ଅଫିସରମାନେ କରିଥିଲେ କ୍ରୁଜ ଡ୍ରଗ୍ସ ମାମଲାର ପର୍ଦ୍ଦାଫାସ୍‌

ମୁମ୍ବାଇ: ଗତ ଶନିବାର ଦିନ ଗୋଆ ଯାଉଥିବା ଏକ କ୍ରୁଜ (ବିଳାଶମୟ ବୋଟ୍‌) ଉପରେ ଛାପା ମାରି ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଡ୍ରଗ୍ସ ମାମଲାର ପର୍ଦ୍ଦାଫାସ୍ କରିଥିଲା । ଏହି ମାମଲାରେ କିଙ୍ଗଖାନ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କ ସମେତ ୯ରୁ ଅଧିକ ଗିରଫଦାରୀ ହୋଇଛି । ଏହି ହାଇପ୍ରୋଫାଇଲ୍…

ମୃତ୍ୟୁ ପରେ ବି ଅମର: ଅଙ୍ଗଦାନ କରି ୩ ରାଜ୍ୟରେ ୫ଜଣଙ୍କୁ ନୂଆ ଜୀବନ ଦେଲେ ମହିଳା

ସୁରତ: ମୃତ୍ୟୁ ପରେ ବି ଅମର । ନିଜେ ବଞ୍ଚି ପାରିଲେ ନାହିଁ । କିନ୍ତୁ ଅନ୍ୟମାନଙ୍କ ଜୀବନ ବଞ୍ଚାଇଲେ । ସୁରତର ଜଣେ ମହିଳାଙ୍କ ମହାନତାକୁ ନେଇ ଏବେ ସବୁଠି ଚର୍ଚ୍ଚା । ମୃତ୍ୟୁ ପରେ ଅଙ୍ଗଦାନ କରି ସେ ୩ଟି ରାଜ୍ୟର ୫ଜଣଙ୍କୁ ନୂଆ ଜୀବନ ଦେଇଛନ୍ତି । ମହିଳାଙ୍କ ନାଁ କାମିନୀ ପଟେଲ୍ ଓ ବୟସ ୪୬…

ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ, ୪ ମୃତ

ମୁମ୍ବାଇ: ମହାରାଷ୍ଟ୍ରର ଥାନେ ନିକଟରେ ଥିବା ଏକ ଘରୋଇ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟି ଚାରିଜଣ ରୋଗୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଭୋର ପ୍ରାୟ ୩ଟା ୪୦ମି. ସମୟରେ ମୁମ୍ବ୍ରାର କୋଉଶୁଆ ସ୍ଥିତ ପ୍ରାଇମ କ୍ରିଟିକେୟାର ହସ୍ପିଟାଲରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ତିନୋଟି…

କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ, ୧୩ ମୃତ

ମୁମ୍ବାଇ: ମୁମ୍ବାଇ ଭାସାଇରରେ ଶୁକ୍ରବାର ଦିନ ବିଜୟ ବଲ୍ଲଭ ନାମକ ଏକ କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପାଖାପାଖି ୧୩ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। https://twitter.com/ANI/status/1385420071019839489?s=19 ଭାସାଇ ବିରାର ମ୍ୟୁନିସିପାଲ…