Latest Odisha News

BREAKING NEWS

Browsing Tag

Naba Das Murder

ଗୋପାଳ ଗୁଳିର ଗୁମର ଖୋଲିବ ନା ରହସ୍ୟରେ ରହିଯିବ…

ଭୁବନେଶ୍ୱର/ଝାରସୁଗୁଡ଼ା: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟାକାଣ୍ଡର ୩ ସପ୍ତାହ ପରେ ବି ଜଣାପଡ଼ୁନି କାହିଁକି ଗୁଳି କଲା ଗୋପାଳ ? ହତ୍ୟାକାଣ୍ଡର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ କିଛି ବି ଗୁମର ଖୋଲୁନି । ଦିନ ଗଡ଼ି ଚାଲିଥିବା ବେଳେ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ…

ବାପାଙ୍କ ମୃତ୍ୟୁକୁ ନେଇ ନ ହେଉ ରାଜନୀତି, ମୁଖ୍ୟମନ୍ତ୍ରୀଙ୍କ ଉପରେ ଆଶା ଅଛି, ନ୍ୟାୟ ମିଳିବ: ଦିପାଳୀ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟାକୁ ନେଇ କୌଣସି ରାଜନୀତି ନ ହେଉ । ସରକାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଉପରେ ମୋର ଓ ମୋ ପରିବାରର ଆଶା ଅଛି, ନ୍ୟାୟ ମିଳିବ ବୋଲ କହିଛନ୍ତି ନବଙ୍କ ଝିଅ ଦିପାଳୀ ଦାସ । ଦିପାଳୀ କହିଛନ୍ତି,…

ଗୋପାଳର ମାନସିକ ସ୍ଥିତି ନେଇ ଯାଞ୍ଚ ଆବେଦନକୁ ଖାରଜ କଲେ କୋର୍ଟ

ଭୁବନେଶ୍ୱର: ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସ ଦୀର୍ଘ ଦିନ ଧରି ମାନସିକ ଅସୁସ୍ଥ ଥିଲା । ଏକଥା ପୂର୍ବରୁ ଗୋପାଳଙ୍କ ସ୍ତ୍ରୀ, ଡାକ୍ତର କହିଥିବା ବେଳେ କ୍ରାଇମବ୍ରାଞ୍ଚ ମଧ୍ୟ ସେଥିପ୍ରତି ଗୁରୁତ୍ୱ ଦେଇଥିଲା । ୪ ଜଣ ମାନସିକ ରୋଗ ବିଶେଷଜ୍ଞ ଗୋପାଳ ଉପରେ ନଜର…

ଜେଲରେ ଗୋପାଳକୁ ୨୪ ଘଣ୍ଟିଆ ସୁରକ୍ଷା ଦେବାକୁ ହାଇକୋର୍ଟରେ ଆବେଦନ

କଟକ: ନବ ଦାସ ହତ୍ୟା ମାମଲାର ଅଭିଯୁକ୍ତ ଗୋପାଳ ଦାସକୁ ସୁରକ୍ଷା ଦେବାକୁ ଆବେଦନ । ଗୋପାଳ ଦାସକୁ ଚୌଦ୍ୱାର ଜେଲରେ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦେବା ଲାଗି ହାଇକୋର୍ଟ ଆବେଦନ ହୋଇଛି । ଆବେଦନରେ ଓକିଲ ବଲାଙ୍ଗିର ଜେଲରେ ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ…

ନବ ଦାସଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି ଘୃଣ୍ୟ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି: ବିଜେଡି

ଭୁବନେଶ୍ୱର: ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ହତ୍ୟାକାଣ୍ଡ ଏକ ଅତ୍ୟନ୍ତ ସ୍ପର୍ଶକାତର ଘଟଣା । କ୍ରାଇମବ୍ରାଞ୍ଚ ତଦନ୍ତରୁ ଧିରେ ଧିରେ ସତ ପଦାକୁ ଆସୁଥିବା ବେଳେ ବିଜେପି ଏହାକୁ ନେଇ ହୀନ ରାଜନୀତି କରିବାକୁ ବିଫଳ ପ୍ରୟାସ କରୁଛି ବୋଲି ବିଜୁ ଜନତା ଦଳ ପକ୍ଷରୁ କୁହାଯାଇଛି ।…

ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ‘କୋର୍ଟ ମନିଟର୍ଡ’ ନୁହେଁ : ପିତାମ୍ବର ଆଚାର୍ଯ୍ୟ

ଭୁବନେଶ୍ୱର: ନବ ଦାସଙ୍କ ହତ୍ୟା ଘଟିବା କ୍ଷଣି ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଂଚ ଦ୍ୱାରା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ । ପର ମୁହୁର୍ତରେ ମାନ୍ୟବର ହାଇକୋର୍ଟ ରେଜିଷ୍ଟ୍ରାରକୁ ଚିଠି ଲେଖି ତଦନ୍ତକୁ ତଦାରଖ କରିବା ପାଇଁ କହି କ୍ରାଇମବ୍ରାଂଚ ଉପରେ ତାଙ୍କ ନିଜର ବିଶ୍ୱାସ ନଥିବାର ପ୍ରମାଣିତ କଲେ…

ବିଜେଡିର ଉପନିର୍ବାଚନ ଚିନ୍ତା, ଶ୍ରଦ୍ଧାଞ୍ଜଳି ସଭାରେ ଭୋଟ୍ ମାଗିଲେ ବିଧାୟକ

ଭୁବନେଶ୍ୱର: ଶେଷ ହୋଇନି ନବ ଦାସଙ୍କ ଦଶାହ, ଜୋର୍ ଧରିଲାଣି ଉପନିର୍ବାଚନ ଚର୍ଚ୍ଚା । ଦିବଙ୍ଗତ ବିଜେଡି ବିଧାୟକ ତଥା ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡ଼ାରେ ଉପନିର୍ବାଚନକୁ ନେଇ ବିଜେଡି ପ୍ରସ୍ତୁତି ଆରମ୍ଭ କରିଛି । ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାକୁ ଦଳ ପକ୍ଷରୁ ଶୋକସଭା ଆୟୋଜନ…

ନବ ଦାସଙ୍କୁ ହତ୍ୟାର କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ ଉଠାଇଲେ ପିସିସି ସଭାପତି

ଭୁବନେଶ୍ୱର: ଓଡ଼ିଶା ଇତିହାସରେ ପ୍ରଥମ । ସରକାର ନିଜ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ବଞ୍ଚାଇବାରେ ଅସଫଳ ହେଲେ । କ୍ୟାବିନେଟ୍ ମନ୍ତ୍ରୀଙ୍କୁ ପୋଲିସ ଏଏସ୍ଆଇ ହତ୍ୟା କଲେ । ଏବେ ଯେଉଁ ତଦନ୍ତ ଚାଲିଛି ତାକୁ ନେଇ କଂଗ୍ରେସ ସନ୍ତୁଷ୍ଟ ନାହିଁ । ତା ଛଡ଼ା ଗୋପାଳ ପାଇଖାନା ଟାଙ୍କିରେ କାଗଜ ଖଣ୍ଡେ…

ଗୋପାଳର ସୁରକ୍ଷା ନେଇ ଚିନ୍ତା ପ୍ରକଟ କଲେ ଜୟ ନାରାୟଣ

ଭୁବନେଶ୍ୱର: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ । ଏବେ କ୍ରାଇମବ୍ରାଞ୍ଚ ଗୋପାଳକୁ ରିମାଣ୍ଡରେ ନେଇ ଛାନଭିନ୍ କରୁଛି । ବୁଧବାର ଝାରସୁଗୁଡ଼ା ବିମାନ ବନ୍ଦର ଥାନା ପାଇଖାନା ଟାଙ୍କି ଭାଙ୍ଗି କ୍ରାଇମବ୍ରାଞ୍ଚ ଅଧିକାରୀ ଗୋପାଳର ହାତ ଲେଖା ଟୁକୁଡ଼ା…