Latest Odisha News
Browsing Tag

NABARANGAPUR

ବର୍ଷେ ପୂରିନି, ୨୫ ଲକ୍ଷର ‘ସ୍ବଛ ସବାରୀ’ କୋମାରେ

ନବରଙ୍ଗପୁର: ବିନା ଇନ୍ଧନରେ ପରିବେଶକୁ ପ୍ରଦୁଷଣ ମୁକ୍ତ ରଖିବା ସହ ମହିଳାଙ୍କୁ ସଶକ୍ତ କରିବା ପାଇଁ ନବରଙ୍ଗପୁର ପୌରପାଳିକା ପକ୍ଷରୁ ୨୫ ଲକ୍ଷ ଟଙ୍କା ବ୍ୟୟରେ ବ୍ୟାଟେରୀ ଚାଳିତ ଗାଡ଼ି କିଣା ଯାଇଥିଲା। ତେବେ ରାସ୍ତାରେ ଗଡ଼ିବାର ଏକବର୍ଷ ନ ପୁରୁଣୁ ସବୁତକ ଗାଡି ଅକାମି ହୋଇ ପଡି ରହିଛି।…

ସାମ୍ବାଦିକଙ୍କ ଉପରେ ଆକ୍ରମଣ କରି ବଦଳିଲେ ଅତିରିକ୍ତ ଏସପି

ନବରଙ୍ଗପୁର : ବହୁ ବାଦବିବାଦ ପରେ ନବରଙ୍ଗପୁର ଅତିରିକ୍ତ ଏସପି ବଦଳିଛନ୍ତି । ପାପଡ଼ାହାଣ୍ଡି ଥାନାରେ ସାମ୍ବାଦିକଙ୍କୁ ଠେଙ୍ଗାରେ ଆକ୍ରମଣ ଘଟଣା ପରେ ତାଙ୍କୁ ବଦଳି ପାଇଁ ସାମ୍ବାଦିକମାନେ ଦାବି କରିଥିଲେ।  ନବରଙ୍ଗପୁରର ବିବାଦୀୟ ଅତିରିକ୍ତ ଏସପି ଜୟକୃଷ୍ଣ ବେହେରା ଙ୍କର ବଦଳି ହୋଇଥିବା…

ସାମ୍ବାଦିକଙ୍କୁ ଥାନା ଅଧିକାରୀଙ୍କ ଦୁର୍ବ୍ୟବହାର ଘଟଣା, କାର୍ଯ୍ୟାନୁଷ୍ଠାନ ଦାବି କଲେ ବିରୋଧୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଏଏସପି ଜୟକୃଷ୍ଣ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ନବରଙ୍ଗପୁର ଜିଲ୍ଲା କଂଗ୍ରେସ ଓ ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ତାଙ୍କୁ ବହିଷ୍କାର କରିବାକୁ ଦାବି ହୋଇଛି। ସାମ୍ବାଦିକଙ୍କୁ ଏଏସପି ଆକ୍ରମଣ କରିଥିଲେ। ଏଥିସହ ମହିଳାଙ୍କୁ…

ନବରଙ୍ଗପୁରରେ ମହିଳାଙ୍କୁ ମୋହରା କରି ଚାଲିଛି ସବୁଜ ଜହର କାରବାର,୩ ମହିଳା ଅଟକ

ନବରଙ୍ଗପୁର: ଗଞ୍ଜେଇ କାରବାର କରି ଧରାପଡିବା ନବରଙ୍ଗପୁର ଜିଲ୍ଲାରେ ନିତିଦିନିଆ ଘଟଣା ହୋଇଗଲାଣି । ସବୁଜ ଜହର କାରବାରରେ ଏବେ ମହିଳା ମଧ୍ୟ ସାମିଲ ହୋଇଛନ୍ତି । ଅର୍ଥ ଉପାର୍ଜନ କରିବାର ଏକ ସହଜ ଉପାୟ ପାଲଟିଛି ଗଞ୍ଜେଇ ବେପାର । ଗରିବ ଶ୍ରେଣୀର ମହିଳାଙ୍କୁ ଅର୍ଥ ଲୋଭ ଦେଖେଇ ସେମାନଙ୍କୁ…

ଲୁଗା ଦୋକାନରେ ଲାଗିଥିବା ନିଆଁ ଆୟତ୍ତ, ୧୬ ଘଣ୍ଟାର ପରିଶ୍ରମ ପରେ ଲିଭିଲା ନିଆଁ 

ନବରଙ୍ଗପୁର: ଦୀର୍ଘ ୧୬ ଘଣ୍ଟାର ପରିଶ୍ରମ ପରେ ଆୟତ୍ତ ହେଇଛି ଲୁଗା ଦୋକାନରେ ଲାଗିଥିବା ନିଆଁ । ୬ଟି ଅଗ୍ନିଶମ ବାହିନୀର ଗାଡି ଓ କର୍ମଚାରୀ ନିଆଁକୁ ଆୟତ୍ତ କରିବାକୁ କସରତରେ ଲାଗିଯାଇଥିଲେ । ଗତକାଲି ଅପରାହ୍ନରେ ନବରଙ୍ଗପୁର ମଧ୍ୟଭାଗରେ ଥିବା ପପୁ ନାମକ ଏକ ଲୁଗା ଦୋକାନର ତୃତୀୟ ମହଲାରେ…

ଗଛ କାଟି ମାଓବାଦୀଙ୍କ ରାସ୍ତା ଅବରୋଧ, ୧୧ଟି ଦାବି ସମ୍ପର୍କରେ ପୋଷ୍ଟର ଉଲ୍ଲେଖ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ହାତୀଗାଁ ରାସ୍ତାରେ ଗଛ କାଟି ରାସ୍ତା ବନ୍ଦ କରିଛନ୍ତି ମାଓବାଦୀ । ଏହାସହ ମାଓ ପୋଷ୍ଟର ଓ ବ୍ୟାନର୍‌ ମଧ୍ୟ ଲଗାଇଛନ୍ତି । ପୋଷ୍ଟରରେ ଜଙ୍ଗଲରୁ ଗଛ କଟାକୁ ବିରୋଧ କରାଯାଇଛି । ଏହାସହ ଜଙ୍ଗଲଜାତ ଦ୍ରବ୍ୟର ମୂଲ୍ୟ ନିର୍ଦ୍ଧାରଣ କରି ଶ୍ରମିକଙ୍କୁ ଉଚିତ୍…

ଦୁର୍ଘଟଣାରେ ଛିନଛତ୍ର ବସ୍, ହେଲ୍ପର ମୃତ 

ନବରଙ୍ଗପୁର: ନବରଙ୍ଗପୁରରୁ ଭୁବନେଶ୍ୱର ଯାଉଥିବା ତ୍ରିପାଠୀ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ହେଲ୍ପରଙ୍କର ମୃତ୍ୟୁ ହୋଇଛି । ଆନ୍ଧ୍ରର ସୋମପେଟା ନିକଟରେ ଆଜି ଭୋରୁ ବସ ଏକ ଟିପରକୁ ଧକ୍କା ଦେଇଥିବା ସୂଚନା ମିଳିଛି । ଗତକାଲି ସନ୍ଧ୍ୟାରେ ୩୩ ଜଣ ଯାତ୍ରୀଙ୍କୁ ନେଇ…

ଉମରକୋଟ ପୋଲ ଭୁଶୁଡ଼ିବା ଘଟଣାରେ କାର୍ଯ୍ୟାନୁଷ୍ଠାନ : କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ନିଲମ୍ବିତ

ଉମରକୋଟ : ଉମରକୋଟ ତାଲପଦର ବ୍ରିଜ୍ ଭୁଶୁଡିବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ପୋଲ ଭୁଶୁଡ଼ିବା ଘଟଣାରେ ନିଲମ୍ବିତ ହୋଇଛନ୍ତି ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାମଲ । କାର୍ଯ୍ୟରେ ଅବହେଳା କରିଥିବାରୁ ତାଙ୍କୁ ନିଲମ୍ବିତ କରାଯାଇଛି । ପୋଲ ଭୁଶୁଡ଼ିବା…

ନବରଙ୍ଗପୁରରେ ୨ ଲକ୍ଷ ଝାମ୍ପି ନେଲେ ଲୁଟେରା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଡିଙ୍ଗା ଥାନା ସାରଙ୍ଗିଆ ଜଙ୍ଗଲ ନିକଟରେ ଲୁଟ୍ । କୋଡିଙ୍ଗା-ଚଟ୍ଟାହାଣ୍ଡି ରାସ୍ତାରେ ପ୍ରାୟ ସଂଧ୍ୟା ୫ଟାରେ ଏହି ଲୁଟ୍ ହୋଇଛି । ଜଣେ ବ୍ୟବସାୟୀ କ୍ରିପାଲ ମେହେତାଙ୍କଠାରୁ ଡକାୟତମାନେ ୨ ଲକ୍ଷ ଲୁଟି ନେଇଥିବା ଅଭିଯୋଗ ହୋଇଛି । ତାରାଗୁଡା ଗାଁର…