Latest Odisha News

BREAKING NEWS

Browsing Tag

Naxal Attack

ଛତିଶଗଡ଼ରେ ନକ୍ସଲ ଆକ୍ରମଣ ପରେ ଓଡ଼ିଶାର ୩ ଜିଲ୍ଲାରେ ହାଇ ଆଲର୍ଟ

ଭୁବନେଶ୍ୱର: ଛତିଶଗଡ଼ର ଦନ୍ତେୱାଡ଼ାରେ ନକ୍ସଲଙ୍କ ଆକ୍ରମଣରେ ୧୦ ଯବାନଙ୍କ ସହ ଡ୍ରାଇଭର ସହିଦ ହୋଇଛନ୍ତି । ସୀମାନ୍ତରେ ମାଓବାଦୀଙ୍କ ଏତେ ବଡ଼ ହିଂସା ପରେ ଓଡ଼ିଶାର ୩ ଜିଲ୍ଲାରେ ଜାରି ହୋଇଛି ହାଇ ଆଲର୍ଟ । ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ହାଇ ଆଲର୍ଟ ଜାରି ହୋଇଛି । ୩…

ମାତିଲେ ମାଓବାଦୀ; ଦନ୍ତେୱାଡାରେ ଇନଫର୍ମର ସନ୍ଦେହରେ ହତ୍ୟା, ବିଜାପୁରରେ ବିଛାଇଲେ ଲାଣ୍ଡମାଇନ

ମାଲକାନଗିରି : ସୀମାନ୍ତରେ ପୁଣି ମାତିଲେ ମାଓବାଦୀ । ଛତିଶଗଡରେ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା କରିଥିବାବେଳେ ଯବାନଙ୍କୁ ଟାର୍ଗେଟ କରି ଲାଣ୍ଡମାଇନ ବିଛାଇଥିଲେ । ମାଲକାନଗିରି ଛତିଶଗଡ ସିମାନ୍ତ  ଦନ୍ତେୱାଡା ଜିଲ୍ଲାରେ ଦେଖା ଦେଇଛି ମାଓ ହିଂସା । ପୋଲିସ ଇନଫର୍ମର ସନ୍ଦେହରେ ଜଣେ…

ବାୟୁ ସେନା ମେଡାଲ ପାଇଲେ ଓଡ଼ିଆ ପୁଅ ୱିଙ୍ଗ୍‌ କମାଣ୍ଡର ଚିନ୍ମୟ ପାତ୍ର

ରାଉରକେଲା: ଓଡ଼ିଆ ପୁଅ ଚିନ୍ମୟ ପାତ୍ରଙ୍କୁ ବାୟୁସେନା ପଦକ । ‘ଅପରେସନ୍‌ ତ୍ରିବେଣୀ’ରେ ଅସାମାନ୍ୟ ସାହସ ପ୍ରଦର୍ଶନ କରିଥିବା ଓଡ଼ିଆ ପୁଅ ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର୍‌ ଚିନ୍ମୟ ପାତ୍ରଙ୍କୁ ମିଳିଛି ସମ୍ମାନ ଜନକ ‘ବାୟୁସେନା ପଦକ’ । ନୂଆଦିଲ୍ଲୀ ସ୍ଥିତ ଏୟାରଫୋର୍ସ ଅଡିଟୋରିୟମରେ…

ଛତିଶଗଡ ସୀମାନ୍ତ ବିଜାପୁରରେ ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମଲା

ଛତିଶଗଡ଼ : ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲଙ୍କ ହମଲା । ପାମେଡ ଥାନା ଅନ୍ତର୍ଗତ ଧର୍ମଗଡ ସିଆରପିଏଫ କ୍ୟାମ୍ପ ଉପରେ ଶତାଧିକ ମାଓବାଦୀ ଆକ୍ରମଣ କରିଥିବା ଜଣାପଡିଛି । ପ୍ରାୟ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ଉଭୟ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଚାଲିଛି…

ଛତିଶଗଡ଼ରେ ନକ୍ସଲ ହମଲା, ଗୁଳି ବିନିମୟ ଜାରି

ଛତିଶଗଡ଼ : ଛତିଶଗଡ଼-ମହାରାଷ୍ଟ୍ର ସୀମାନ୍ତରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ । ଲୁହାପଥର ଖଣି ଉପରେ ମାଓବାଦୀମାନେ କବଜା କରିବା ସହ ଆକ୍ରମଣ କରିଛନ୍ତି । ନାରାୟଣପୁର ଜିଲ୍ଲା ଛୋଟେଡ଼ଙ୍ଗର ଥାନା ଅଞ୍ଚଳରେ ଘଟିଛି ଏହି ଘଟଣା । ଏବେ ବି ଉଭୟ ପକ୍ଷ ମଧ୍ୟରେ ଜାରି ରହିଛି…

ମାଓବାଦୀଙ୍କ ଭାରତ ବନ୍ଦ ପୂର୍ବରୁ ହିଂସା, ଜାଳିଦେଲେ ୮ରୁ ଅଧିକ ଗାଡ଼ି

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ସୁକୁମାରେ ଲାଲ୍ ବାହିନୀ ହିଂସାକାଣ୍ଡ ଘଟାଇଛନ୍ତି । ସୁରକ୍ଷା ବାହିନୀର ଅପରେସନ୍ ପ୍ରହାରକୁ ବିରୋଧ କରି ପୋଡ଼ାଜଳା କରିଛନ୍ତି ସଶସ୍ତ୍ର ମାଓବାଦୀ । ୩୦ ନମ୍ବର ଜାତୀୟ ରାଜପଥର ଏରାବୋର ଅଞ୍ଚଳରେ ନକ୍ସଲ ମାନେ ହିଂସାକାଣ୍ଡ ଘଟାଇ ଥିବା…

ବିଜାପୁରରେ ଯବାନ-ମାଓବାଦୀ ମୁହାଁମୁହିଁ, ୨୨ ଯବାନ ସହିଦ, ୩୧ ଆହତ

ରାୟପୁର: ବିଜାପୁରରେ ଯବାନ-ମାଓବାଦୀ ମୁହାଁମୁହିଁ ହୋଇଥିବା ବେଳେ ଗୁଳିବିନିମୟରେ ୨୨ ଜଣ ଯବାନ ସହିଦ ହୋଇଛନ୍ତି । ଆହୁରି ୩୧ଜଣ ଯବାନ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଯବାନଙ୍କ ରକ୍ତରଞ୍ଜିତ ମୃତଦେହ ବିଛାଡ଼ି ହୋଇ ପଡ଼ିରହିଛି । ୨୦ଜଣ ଯବାନଙ୍କର ମୃତଦେହ ଉଦ୍ଧାର ହୋଇଛି । ମୃତ୍ୟୁ ସଂଖ୍ୟା ୨୨…

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଦୁଇ ଯବାନ ସହିଦ, ଜଣେ ଗୁରୁତର

ନାରାୟଣପୁର(ଛତିଶଗଡ): ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ୨ଟି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ଏଥିରେ ୨ଜଣ ଯବାନ ସହିଦ ହୋଇଛନ୍ତି । ଗୁରୁତର ଅଛନ୍ତି ଜଣେ ଯବାନ । ମାଓ ବିରୋଧୀ ଅପରେସନ ବେଳେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ଏହି ଘଟଣା…