Latest Odisha News

BREAKING NEWS

Browsing Tag

NCB

ରିିୟା ଗିରଫ ପରେ ଏମିତି କହିଲେ ସୁଶାନ୍ତଙ୍କ ଏକ୍ସ ଗାର୍ଲଫ୍ରେଣ୍ଡ ଅଙ୍କିିତା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନକୁ ନେଇ ଏନସିବି ରିୟା ଚକ୍ରବର୍ତୀଙ୍କୁ ଗିରଫ କରିଛି । ଲଗାତାର ତୃତୀୟ ଦିନ ରିୟାଙ୍କୁ ଜେରା କରିବା ପରେ ଏନସିବି ଗିରଫ କରିଥିଲା । ରିୟା ଗିରଫ ହେବାପରେ ସୁଶାନ୍ତଙ୍କ ଏକ୍ସ ଗର୍ଲଫ୍ରେଣ୍ଡ ଅଙ୍କିତା…

ରିୟା ଚକ୍ରବର୍ତ୍ତୀ ଗିରଫ

ମୁମ୍ବାଇ: ବନ୍ଧା ହେଲେ ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ । ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ ଅଭିଯୋଗରେ ଏନ୍‌ସିବି ତାଙ୍କୁ ଆଜି ଗିରଫ କରିଛି । ଆଜି ତୃତୀୟ ଦିନରେ ଜେରା କରିବା ପରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ତାଙ୍କୁ ଗିରଫ କରିଛି । ଆଜି…

ଡ୍ରଗ୍ସ ଲିଙ୍କ ମାମଲାରେ ସୁଶାନ୍ତଙ୍କ ରୋଷେୟା ଦୀପେଶ ଗିରଫ

ମୁମ୍ବାଇ: ଧୀରେ ଧୀରେ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ଫିଟୁଛି ଗୁମର । ଆଜି ପୁଣି ଆଉ ଜଣେ ଡ୍ରଗ୍ସ ଲିଙ୍କ ମାମଲାରେ ଗିରଫ ହୋଇଛନ୍ତି । ସୁଶାନ୍ତ ସିଂଙ୍କ ରୋଷେୟା ଦୀପେଶ ସାୱନ୍ତଙ୍କୁ ଏନ୍‌ସିବି ଏହି ମାମଲାରେ ଗିରଫ କରିଛି । ଏ ପର୍ଯ୍ୟନ୍ତ ଏହି ମାମଲାରେ ଏନସିବି ସାତ ଜଣଙ୍କୁ…

ଡ୍ରଗ୍ସ ଆଣି ବିକ୍ରି କରୁଥିଲେ ରିୟା: ଏନ୍‌ସିବି

ମୁମ୍ବାଇ: ଡ୍ରଗ୍ସ ଲିଙ୍କରେ ସାମିଲ ଥିଲେ ବଲିଉଡ ଅଭିନେତ୍ରର ତଥା ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ । ଡ୍ରଗ୍ସ ଆଣି ରିୟା ବିକ୍ରି ମଧ୍ୟ କରୁଥିଲେ । ଏଭଳି ରିପୋର୍ଟ ଦେଇଛି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ । ରିୟାଙ୍କୁ ଏହି ମାମଲାରେ ଏନ୍‌ସିବି…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ୫ ଦିନିଆ ରିମାଣ୍ଡରେ ଗଲେ ସୌଭିକ ଓ ମିରାଣ୍ଡା

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ବଢିବାରେ ଲାଗିଛି ସସ୍‌ପେନ୍ସ । ପ୍ରତିଦିନ ନୂଆ ନୂଆ ଟ୍ୱିଷ୍ଟ ସମ୍ନାକୁ ଆସୁଛି। ଆଜି ଏହି ମାମଲାରେ ଗତକାଲି ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ଗିରଫ କରିଛନ୍ତି ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ ସୁଶାନ୍ତଙ୍କ ପୂର୍ବତନ…

ସୁଶାନ୍ତ ସିଂ ମୃତ୍ୟୁ ମାମଲା: ଡ୍ରଗ୍ସ ଲିଙ୍କରେ ୨ ଗିରଫ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଏବେ ସିବିଆଇ ଓ ଇଡି ତଦନ୍ତ ଜାରି ରଖିଛନ୍ତି । ଅନ୍ୟପଟେ ସୁଶାନ୍ତ ମାମଲାରେ ଡ୍ରଗ୍ କନେକସନ ଆସିବା ପରେ କେନ୍ଦ୍ରୀୟ ନାର୍କୋଟିକ୍ସ ବ୍ୟୁରୋ ସଜାଗ ହୋଇଯାଇଛି । ନାର୍କୋଟିକ୍ସ ବ୍ୟୁରୋ ଡ୍ରଗ୍ସ ଲିଙ୍କ କନେକସନ୍ ମାମଲାରେ ଦୁଇ ଜଣଙ୍କୁ…