Latest Odisha News

BREAKING NEWS

Browsing Tag

Netaji

ନେତାଜୀ ୧୯୪୩ରେ ପୋର୍ଟବ୍ଲେୟାରରୁ ଉଡ଼ାଇଥିଲେ ସ୍ବାଧୀନତାର ପତାକା

ଭୁବନେଶ୍ୱର: ଭାରତର ସ୍ବାଧୀନତା ପାଇଁ ଅନେକ ଦେଶପ୍ରେମୀ ବଳୀଦାନ ଦେଇଥିଲେ । ଦେଶ ଯେତେବେଳେ ସ୍ବାଧୀନତାର ୭୫ ବର୍ଷ ପାଳନ କରୁଛି ସେତେବେଳେ ସେହି ଦେଶପ୍ରେମୀଙ୍କୁ ଆଜି ସାରା ଦେଶ ସ୍ମରଣ କରୁଛି । ସ୍ବାଧୀନତା ସଂଗ୍ରାମ ସମୟର ଅନେକ କଥା ଅଛି ଯାହା ଆଜିବି ଜାଣିଲେ ମନରେ ନୂତନ ଆଶା ସୃଷ୍ଟି…

ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ, ୧୫ଜଣ ଶିଳ୍ପୀଙ୍କ ଦ୍ୱାରା ଭାସ୍କର୍ଯ୍ୟ କଳା ପ୍ରଦର୍ଶନୀ

କଟକ: ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ । ଚଳଚଞ୍ଚଳ ହୋଇପଡ଼ିଛି କଟକ ଓଡ଼ିଆ ବଜାରସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ନେତାଜୀଙ୍କ ସ୍ମୃତି ଉଦ୍ଦେଶ୍ୟରେ କାର୍ଯ୍ୟକ୍ରମ ରଖାଯାଇଛି । କରୋନା ପାଇଁ ଫିକା ପଡ଼ିଥିଲେ ମଧ୍ୟ ନିଆରା ଢ଼ଙ୍ଗରେ…

ନେତାଜୀଙ୍କ ୧୨୫ତମ ଜୟନ୍ତୀ ପାଇଁ କମିଟି ଗଠିତ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ

ଭୁବନେଶ୍ୱର: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ ସ୍ମରଣୀୟ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଯେଉଁଥିରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କମିଟି ଗଠନ ସମ୍ପର୍କିତ ଏକ ଗେଜେଟ…

କିପରି ଗଠନ ହେଲା ନେତାଜୀଙ୍କ ‘ଆଜାଦ ହିନ୍ଦ ଫୌଜ’, ଜାଣନ୍ତୁ…

ଭୁବନେଶ୍ୱର: ୧୯୪୩ ମସିହା ଅକ୍ଟୋବର ୨୧ ତାରିଖ । ଭାରତୀୟ ମୁକ୍ତି ସଂଗ୍ରାମ ଇତିହାସରେ ଏକ ଅବିସ୍ମରଣୀୟ ଦିନ । ଏହିଦିନ ଏସିଆ ମହାଦେଶରେ ପ୍ରତିଷ୍ଠିତ "ଭାରତୀୟ ସ୍ୱାଧିନତା ଲିଗ୍"ର ସିଙ୍ଗାପୁର ଠାରେ ଅନୁଷ୍ଠିତ ହେଉଥିବା ସମ୍ବିଳନୀରେ ଭାରତୀୟ ସ୍ୱାଧିନତା ସଂଗ୍ରାମର ଦୁର୍ଦ୍ଦଶ ବୀର ନୋତାଜୀ…

ଏବେବି ରହସ୍ୟ ଘେରରେ ନେତାଜୀଙ୍କ ମୃତ୍ୟୁ !

ଭୁବନେଶ୍ୱର: ଆଜିକୁ ୭୪ ବର୍ଷ ବିତିଯାଇଥିଲେ ମଧ୍ୟ ଏବେବି ରହସ୍ୟ ଘେରରେ ରହିଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁ । “ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି” ଏହି ଉକ୍ତିଟିକୁ କହିଥିବା ଭାରତର ଏହି ମହାନ୍ ସ୍ୱାଧୀନତା ସଂଗ୍ରାମୀଙ୍କ ଆଜି ପୁଣ୍ୟତିଥି । ୧୯୪୫ ମସିହା ଅଗଷ୍ଟ…