Latest Odisha News

BREAKING NEWS

Browsing Tag

nirmala sitaraman

ବିଜେପିକୁ ଲାଗିଛି ରାହୁଲ ଭୂତ !

ଭୁବନେଶ୍ୱର: କର୍ଣ୍ଣାଟକରେ ରାହୁଲଙ୍କୁ ଲଗାତର ଟାର୍ଗେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ରାହୁଲଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି। ମୋଦି ଆଦାନୀ ସମ୍ପର୍କକୁ ନେଇ ରାହୁଲ ଲଗାତର ବିଜେପିକୁ ଟାର୍ଗେଟ କରୁଥିବାରୁ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ରାହୁଲଙ୍କ ଉପରେ ବର୍ଷିଛନ୍ତି।…

ବଜେଟ ପୂର୍ବରୁ ଚମକିଲା ସେୟାର ମାର୍କେଟ

ନୂଆଦିଲ୍ଲୀ:  ଆଜି ଫେବୃୟାରୀ ୧  । ସଂସଦରେ ଆଗତ ହେବ ସାଧାରଣ ବଜେଟ । ଏହାର ପ୍ରଭାବ ସେୟାର ମାର୍କେଟ ଉପରେ ବି  ପଡିଛି ।   ଆଜି ସକାଳୁ ସକାଳୁ ସବୁଜ ସଙ୍କେତ ଦେଇ ଖୋଲିଛି ସେୟାର ମାର୍କେଟ । ବୃଦ୍ଧିକୁ ନେଇ  ବୁଧବାର  ସକାଳୁ ଖୋଲିଛି ଭାରତୀୟ ବେଞ୍ଚ ମାର୍କ, ସେନ୍ସେକ୍ସ ଓ ନିଫ୍ଟି  ।…

ବଜେଟ୍ ଆଶା: ଆୟକର ସ୍ଲାବରେ ହୋଇପାରେ ପରିବର୍ତ୍ତନ

ନୂଆଦିଲ୍ଲୀ: ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା ମହାମାରୀ ମାଡ଼ରେ ଭୁଶୁଡି ପଡିଥିବା ଦେଶର ଅର୍ଥନୀତିକୁ ଆଗକୁ ନେବା ସରକାରଙ୍କ ଆଗରେ ଚ୍ୟାଲେଞ୍ଜ । ଏଭଳି ସ୍ଥିତିରେ ବଜେଟ୍ ଉପରେ ସବୁ ବର୍ଗର ନଜର ରହିଛି ।…

ଆଜି ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ପାର୍ଲାମେଣ୍ଟ ବଜେଟ୍ ଅଧିବେଶନର ଆଜି ଦ୍ୱିତୀୟ ଦିନ । ଆଜି ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଚତୁର୍ଥ ଥର ବଜେଟ୍ ଉପସ୍ଥାପନ କରିବେ । ଦେଶରେ କରୋନା ମହାମାରୀ ପ୍ରକୋପ ଭିତରେ ଦ୍ୱିତୀୟ ବଜେଟ୍…

ବଜେଟ ପୂର୍ବରୁ ପ୍ରଥମ ଝଲକ ଦେଖାଇଲେ ନିର୍ମଳା ସୀତାରମଣ, ରାଷ୍ଟ୍ରପତିଙ୍କୁ ଭେଟିଲେ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ସଂସଦରେ ଉପସ୍ଥାପିତ ହେବ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଆଗତ କରିବେ । ତାପୂର୍ବରୁ ପ୍ରଥମ ଝଲକ ଦେଖାଇଛନ୍ତି ଅର୍ଥମନ୍ତ୍ରୀ । ଏହାସହ ରାଷ୍ଟ୍ରପତି ଭବନ ଯାଇ ରାଷ୍ଟ୍ରପତିଙ୍କୁ ଭେଟିଛନ୍ତି ।…

ବଜେଟ୍ ଆଶା: କରଦାତା ଓ ରିୟଲ ଇଷ୍ଟେଟ ଜଗତକୁ କି ଉପହାର ଦେବେ ନିର୍ମଳା ?

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଜି ସଂସଦରେ ସାଧାରଣ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କରୋନା କାଳରେ ବଜେଟ୍ ତାଙ୍କ ପାଇଁ ବଡ଼ ଆହ୍ୱାନ । ନିର୍ମଳାଙ୍କ ପେଡ଼ି ଉପରେ ସାଧାରଣ ଜନତା, ଟିକସଦାତା ଓ ରିୟଲ ଇଷ୍ଟେଟ ଦୁନିଆ ନଜର ରଖିଛି । ଆଶା…

ଆଜି ବଜେଟ୍‌, ଉପସ୍ଥାପନା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ଆଜି ବଜେଟ୍ ଉପସ୍ଥାପନା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ୨୦୨୧-୨୨ ଆର୍ଥିକବର୍ଷ ପାଇଁ ସଂସଦରେ ଆୟବ୍ୟୟର ହିସାବ ରଖିବେ ନିର୍ମଳା ସୀତାରମଣ । ସକାଳ ୧୧ଟାରେ ବଜେଟ ଉପସ୍ଥାପନା ହେବ । କେଉଁ କ୍ଷେତ୍ରକୁ ମିଳିବ କେତେ ଗୁରୁତ୍ବ, ତାକୁ ନେଇ ଆରମ୍ଭ ହୋଇଛି ତଜର୍ମା…

କୃଷି କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀ ସୀତାରମଣଙ୍କ ୧୧ଟି ପଦକ୍ଷେପ ଘୋଷଣା

ଭୁବନେଶ୍ୱର : କୃଷି କ୍ଷେତ୍ରର ଉନ୍ନତି ପାଇଁ ୧୧ଟି ପଦକ୍ଷେପ ନିଆଯିବ । ଆଜି ଆତ୍ମନିର୍ଭର ଭାରତ ଅଭିଯାନ ପ୍ୟାକେଜର ତୃତୀୟ ଭାଗ ବିବରଣୀ ଦେବା ଅବସରରେ ଏହି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୃଷି ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଏକ ଲକ୍ଷ କୋଟି ଟଙ୍କାର…

ୟେସ ବ୍ୟାଙ୍କକୁ ବଞ୍ଚାଇବା ପାଇଁ ସମସ୍ତ ପ୍ରୟାସ କରାଯାଉଛି, ଆକାଉଣ୍ଟଧାରୀଙ୍କ ଟଙ୍କା ସୁରକ୍ଷିତ: ଅର୍ଥମନ୍ତ୍ରୀ

ୟେସ ବ୍ୟାଙ୍କ ମାମଲାରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାମ୍ନାକୁ ଆସିଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଯେ ୟେସ ବ୍ୟାଙ୍କର ନିଷେଧାଦେଶରେ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ। ସେ ନିଶ୍ଚିତ କରିଛନ୍ତି ଯେ ଆକାଉଣ୍ଟଧାରୀଙ୍କ ଟଙ୍କା ବ୍ୟାଙ୍କରେ…

କର୍ପୋରେଟ୍ ଟିକସ ହ୍ରାସ ନେଇ ଏଭଳି ମନ୍ତବ୍ୟ ଦେଲେ ମୋଦୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା କର୍ପୋରେଟ୍ ଟିକସକୁ ୩୦ ପ୍ରତିଶତରୁ ୨୨ ପ୍ରତିଶତକୁ ହ୍ରାସ କରାଯିବା ଓ ନୂଆ ମାନୁଫ୍ୟାକ୍ଟଚରିଂ କମ୍ପାନୀମାନଙ୍କ ପାଇଁ ଟିକସ ହାର ୧୫ ପ୍ରତିଶତ କରାଯାଇଛି । କେହିକେହି ଏହାକୁ ବିଗତ ୩ ଦଶନ୍ଧୀ ମଧ୍ୟରେ ଏକ ବଡ ଆର୍ଥୀକ ସଂସ୍କାର ବୋଲି…