Latest Odisha News

BREAKING NEWS

Browsing Tag

Nuakhai

ବିଦାୟ ୨୦୨୦: ଏବର୍ଷ ଓଡ଼ିଶାର ଏସବୁ ପର୍ବପର୍ବାଣୀ ଓ ପରମ୍ପରାରେ ଲକ୍ଷ୍ମଣରେଖା ଟାଣିଲା କରୋନା

ଭୁବନେଶ୍ୱର: କରୋନା କାୟା ଭିତରେ ଚାଲିଗଲା ବର୍ଷ ୨୦୨୦ । ପର୍ବପର୍ବାଣୀ କୁହନ୍ତୁ କି ମନୋରଞ୍ଜନର ଯେଉଁ ସବୁ ମାଧ୍ୟମ ଥିଲା ସବୁ ଏକ ପ୍ରକାର ଠପ୍ ହୋଇଗଲା । ଲୋକଙ୍କ ପାଖରୁ ଖୁସିକୁ ଛଡ଼ାଇ ନେଲା ମହାମାରୀ । ଘରେ ବନ୍ଦୀ ଜୀବନ ବିତାଇବାକୁ ପଡ଼ିଲା । କୋଭିଡ୍ କଟକଣା ଭିତରେ ପରମ୍ପରା ବଞ୍ଚାଇ…

ନୂଆଖାଇ ଚଳଚଞ୍ଚଳ ସୋନପୁର, ନବାନ୍ନ ଖାଇବା ପାଇଁ ବିଭିନ୍ନ ଗଛର ପତ୍ରରୁ ପ୍ରସ୍ତୁତ ସରିଲାଣି ପତ୍ର ଓ ଦନା

ସୋନପୁର: ଆସନ୍ତାକାଲି ନୂଆଖାଇ । ପଶ୍ଚିମ ଓଡିଶାର ଏହି ଗଣ ପର୍ବ ପାଇଁ ଏବେ ଚାରିଆଡ ଉତ୍ସବମୁଖର । ଧାର୍ଯ୍ୟ ସମୟ ଅନୁସାରେ ପରିବାରର ସମସ୍ତେ ମିଶି ନୂଆ ଖାଇବେ । ସାନମାନେ ବଡମାନଙ୍କ ଆଶୀର୍ବାଦ ନେବେ । ଲୋକ ପର୍ବ ନୂଆଁଖାଇ ରେ ଦେଖିବାକୁ ମିଳେ ମଣିଷ ଓ ପ୍ରକୃତିର ନିବିଡ ସମ୍ପର୍କ ।…

ନୂଆଁଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇ ଆଜି ଧାର୍ଯ୍ୟ ହୋଇଛି ଲଗ୍ନ । ମାଆ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ପାଇଁ ଲଗ୍ନ ସ୍ଥିର ହୋଇଛି ।ସମ୍ବଲପୁର ଝାଡୁଆପଡାର ବ୍ରହ୍ମପୁରା ମନ୍ଦିର ପରିସରରେ ଆଜି ଲଗ୍ନ ବାହାର କରଯାଇଛି । ଭଦ୍ରାବମାସ ଶୁକ୍ଳପକ୍ଷ ପଂଚମୀ ତିଥି ସକାଳ ୯ଟା ୩୫…

ନୂଆଁଖାଇରେ ସଟ୍‌ଡାଉନ୍ ହେବନି ସମ୍ବଲପୁର

ସମ୍ବଲପୁର: ସମ୍ବଲପୁର ଜିଲ୍ଲାବାସୀଙ୍କ ପାଇଁ ଆସିଲା ଖୁସି ଖବର । ନୂଆଁଖାଇରେ ସଟ୍‌ଡାଉନ୍ ହେବନି ସମ୍ବଲପୁର । କେବଳ ନୂଆଁଖାଇ ନୁହେଁ ସ୍ୱାଧୀନତା ଦିବସରେ ମଧ୍ୟ ସମ୍ବଲପୁର ସହର ସ୍ୱାଭାବିକ ରହିବ । ନୂଆଁଖାଇ ପାଇଁ ୨୨ ଓ ୨୩ ତାରିଖରେ ମଧ୍ୟ ସେଠାରେ ସଟଡାଉନ ହେବ ନାହିଁ ବୋଲି ସୂଚନା ମିଳିଛି ।…

ନୂଆଁଖାଇ ପାଳନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ସୁରେଶ ପୂଜାରୀଙ୍କ ଚିଠି

ଭୁବନେଶ୍ୱର: ଆଗକୁ ଆସୁଛି ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ । କରୋନା ମହାମାରୀ ସଂକଟ ଭିତରେ କଟକଣା ମାନି ନୂଆଖାଇ କିଭଳି ପାଳନ କରାଯିବ ସେନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ବରଗଡ଼ ସାଂସଦ ସୁରେଶ ପୂଜାରୀ । କୋଭିଡ୍ କଟକଣା ଓ ଗାଇଡଲାଇନ୍ ଭିତରେ…

‘ନୂଆଁଖାଇ’ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦୀ ଓ ନବୀନ

ଭୁବନେଶ୍ୱର : ପଶ୍ଚିମ ଓଡିଶାର ଗଣପର୍ବ ‘ନୂଆଁଖାଇ’ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ଟ୍ୱିଟ୍ କରିଛନ୍ତି । https://twitter.com/Naveen_Odisha/status/1168731307771170816?s=08…

ପଶ୍ଚିମ ଓଡିଶାରେ ଧୂମଧାମରେ ପାଳିତ ହେଉଛି ‘ନୂଆଁଖାଇ’

ଭୁବନେଶ୍ୱର: ପଶ୍ଚିମ ଓଡିଶାର ଗଣପର୍ବ ‘ନୂଆଁଖାଇ’ ପାଇଁ ସମଗ୍ର ପଶ୍ଚିମ ଓଡିଶା ଚଳଚଞ୍ଚଳ ହୋଇ ଉଠିଛି । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଇ ପୀଠ ମଧ୍ୟ ଏକପ୍ରକାର ଚଳଚଞ୍ଚଳ । ଏହି ପର୍ବକୁ ନେଇ ପୁରପଲ୍ଲିରେ ଉତ୍ସବର ମାହୋଲ ଲାଗିରହିଥିବା ବେଳେ ଘରେ ଘରେ ପିଠାପଣା ସାଙ୍ଗକୁ…

‘ନୂଆଖାଇ’ ଲାଗି ସେପ୍ଟେମ୍ବର ୩ରେ ଲଗ୍ନ ଚୂଡାନ୍ତ

ଭୁବନେଶ୍ୱର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଅବସରରେ ‘ନବାନ୍ନ ଲାଗି’ ପାଇଁ ରବିବାର ଦିନ ଲଗ୍ନ ଚୂଡାନ୍ତ କରାଯାଇଛି । ଏହି ନବାନ୍ନ ଲାଗି ନୀତିକାନ୍ତି ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ଦିନ ୧୦ଟା ୦୫ମି.ରୁ ୧୦ ଟା ୨୦ମି. ମଧ୍ୟରେ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି । ବ୍ରହ୍ମପୁରା…

‘ନୂଆଖାଇ’ ଲାଗି ଧାର୍ଯ୍ୟ ହେଲା ଲଗ୍ନ

ଭୁବନେଶ୍ୱର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇ ଅବସରରେ ‘ନବାନ୍ନ ଲାଗି’ ପାଇଁ ଶୁକ୍ରବାର ଦିନ ଲଗ୍ନ ଧାର୍ଯ୍ୟ କରାଯାଇଛି । ଏହି ନବାନ୍ନ ଲାଗି ନୀତିକାନ୍ତି ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ସକାଳ ୮ଟା ୫୦ମି.ରୁ ଦିନ ୧୦ ଟା ୩୮ମି. ମଧ୍ୟରେ ଅନୁଷ୍ଠିତ ହେବା ନେଇ ସୂଚନା ମିଳିଛି ।…