Latest Odisha News
Browsing Tag

Nuapada

ଖଡ଼ିଆଳ ମହୋତ୍ସବ : ଉଦିତ୍‌ଙ୍କ ଗୀତରେ ଝୁମିଲେ ଦର୍ଶକ

ନୂଆପଡା : ଖଡ଼ିଆଳ ମହୋତ୍ସବରେ ଉଦିତ୍‌ ନାରାୟଣଙ୍କ ଗୀତରେ ଝୁମିଲେ ଲକ୍ଷ ଲକ୍ଷ ଦର୍ଶକ ।  ନୂଆପଡ଼ା ଜିଲ୍ଲା ଖଡ଼ିଆଳ ରାଜା ଅର୍ତ୍ତତ୍ରାଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ କଳା, ସଂସ୍କୃତି,ଐତିହ୍ୟ, ସାହିତ୍ୟ ତଥା ଲୋକ କଳାର ବାର୍ତ୍ତାବହ ସାଜିଥିବା ଖଡ଼ିଆଳ ମହୋତ୍ସବ ୨୦୨୩  ଗୁରୁବାର ଷ୍ଟାର…

ଭିଜିଲାନ୍ସ ଜାଲରେ ଖଡିଆଳ ବିଡିଓ

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଆଉ ଜଣେ ବାବୁ । ନୂଆପଡ଼ା ଜିଲ୍ଲା ଖଡିଆଳ ବିଡିଓ ନାରାୟଣ ସାହୁଙ୍କ ଘରେ ଆଜି ଭିଜିଲାନ୍ସ ଟିମ୍‌ ପକ୍ଷରୁ ଚଢ଼ାଉ ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ କରାଯାଉଥିବା ବେଳେ ଭିଜିଲାନ୍ସର ଅନେକ ଅଧିକାରୀ ଏଥିରେ ସାମିଲ ହୋଇଛନ୍ତି ।  ନୂଆପଡ଼ା ଓ…

ହର୍ଷ ଉଲ୍ଲାସରେ ଆାରମ୍ଭ ହେଲା ଖଡ଼ିଆଳ ମହୋତ୍ସବ

ନୂଆପଡ଼ା : ହର୍ଷ ଉଲ୍ଲାସରେ ଆାରମ୍ଭ ହେଲା ଖଡ଼ିଆଳ ମହୋତ୍ସବ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ରେ ଝୁମିଲେ ହଜାର ହଜାର ଦର୍ଶକ । କଳା, ସାହିତ୍ୟ, ସଂସ୍କୃତି ଐତିହ୍ୟ , ପ୍ରାଚୀନ ଲୋକଗୀତ, ଲୋକନୃତ୍ୟ ର ପୁନର୍ଜିବିତ କରିବା ଉଦ୍ଦେଶ୍ୟ ନେଇ ଖଡ଼ିଆଳ ମହୋତ୍ସବ ମହା ସମାରୋହରେ ଉଦଘାଟିତ ହୋଇଯାଇଛି ।…

କ୍ରସର ଧୂଆଁରେ ଅଣନିଃଶ୍ୱାସୀ ଋଷିଗାଁ, ରାସ୍ତାକୁ ଓହ୍ଲାଇଲେ ଲୋକେ

ନୂଆପଡ଼ା: ବଢୁଛି କ୍ରସର ବିବାଦ  । ନା ଶୁଣୁଛି ରାଜସ୍ୱ ବିଭାଗ ନା ଶୁଣୁଛି ଜିଲ୍ଲା ପ୍ରଶାସନ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ଶୋଇ ରହିଛି ପ୍ରଶାସନ।  ଫଳରେ ଐତିହାସିକ କୀର୍ତିରାଜି ଲୀନ ହେବା ସାଙ୍ଗକୁ ପରିବେଶ ପ୍ରଦୂଷିତ ଦେଉଛି ।  ବାରବାର କ୍ରସରକୁ ନେଇ ବିବାଦ ତେଜିବା ସହ ଆନ୍ଦୋଳନ…

ନୂଆ ପରିଚୟ ଦେଲା ଷ୍ଟ୍ରବେରୀ ଚାଷ

ନୂଆପଡ଼ା : ନୂଆ ପରିଚୟ ଦେଉଛି ଷ୍ଟ୍ରବେରି ଚାଷ। ସୁସ୍ୱାଦୁ ଓ ମୂଲ୍ୟବାନ ଷ୍ଟ୍ରବେରୀ ଚାଷ ପାଇଁ ସୁନାବେଡା ଏବେ ନୁଆ ପରିଚୟ ହାସଲ କରିପାରିଛି । ଏହି ଅଭୟାରଣ୍ୟରେ ଚକୁଟିଆ ଭୁଞ୍ଜିଆ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ଆଉ ସେହି ସମ୍ପ୍ରଦାୟର ଲୋକେ ଏବେ ବିଦେଶୀ ଫଳ ଷ୍ଟ୍ରବେରୀ ଚାଷ କରି…

ନୂଆପଡ଼ାରେ ହକି ବିଶ୍ୱକପ୍ ଟ୍ରଫିକୁ ଭବ୍ୟ ସ୍ୱାଗତ, ରୋଡ ଶୋ ସହ ସାଂସ୍କୃତିକ କାର୍ଯ୍ୟକ୍ରମ

ନୂଆପଡ଼ା: ଆସନ୍ତା ୧୩ ତାରିଖରୁ ଆରମ୍ଭ ହେବ ପୁରୁଷ ବିଶ୍ୱକପ୍ ହକି । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ସମସ୍ତ ମ୍ୟାଚ୍ ଖେଳାଯିବ । ହକି ବିଶ୍ୱକପ୍ ପୂର୍ବରୁ ଟ୍ରଫି ରାଜ୍ୟର ବିଭିନ୍ନ ଜିଲ୍ଲା ପରିକ୍ରମା କରୁଛି । ଆଜି…

ଧରାପଡ଼ିଲା ଦଗାଦିଆ ସ୍ୱାମୀ, ସ୍ତ୍ରୀକୁ ମାରି କରୁଥିଲା ମିଛ ନାଟକ

ନୂଆପଡ଼ା : ସ୍ତ୍ରୀକୁ ହତ୍ୟା କରି ମିଛ ନାଟକ କରୁଥିଲା ସ୍ୱାମୀ  । କିନ୍ତୁ ପୋଲିସ ପାଖରେ ଧରାପଡ଼ିଗଲା ସବୁ ମିଛ । ସ୍ତ୍ରୀକୁ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀକୁ ଗିରଫ କଲା ଖଡ଼ିଆଳ ପୋଲିସ। କାଶିପଲା ଗାଁର କେଶବ ଚଲାନଙ୍କ ଝିଅ ସସ୍ମିତାଙ୍କୁ ନିକଟସ୍ଥ ଚଲାନପଡା ଗାଁର ଯୁଧିଷ୍ଠିର…

ନୂଆପଡାରେ ଜମୁଛି କୁରାଲ ପୂଜା

ନୂଆପଡ଼ା : କୁମ୍ଭାରଙ୍କ ପ୍ରମୁଖ ପୂଜା କୁରାଲ ପୂଜା  । ଏହି ପୂଜା କୁମ୍ଭାର ଜାତିର ଲୋକମାନେ ବହୁତ ଉତ୍ସାହର ସହ ମନାଇଥାନ୍ତି । ସୁନ୍ଦର ଆଲୋକ ସାଜସଜ୍ଜା ସାଙ୍ଗକୁ ପାରମ୍ପରିକ ନୃତ୍ୟରେ ଝୁମୁଛନ୍ତି ନୂଆପଡ଼ାବାସୀ । ଏନେଇ ଖଡ଼ିଆଳ, ସିନାପାଲି, ବୋଡେ଼ନ କୋମନା ବ୍ଲକର ବିଭିନ୍ନ ଗାଁ ଯଥା…

ବାପା, ମାଆ ଓ ଭାଇ ଜେଲରେ, ଅସହାୟ ହୋଇପଡିଛନ୍ତି ୨ ଭଉଣୀ

ନୂଆପଡା: ବାପା ମାଆ ଓ ଭାଇ ଜେଲରେ । ତେଣେ ଅସହାୟ ହୋଇପଡିଛନ୍ତି ଦୁଇ ଭଉଣୀ । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ରିଷିଗାଁର ଏହି ଦୁଇ ଭଉଣୀ ଲକ୍ଷ୍ମୀ ଦଳ ଓ ଅଷ୍ଟମୀ ଦଳ । ଭାଉଜଙ୍କ ହତ୍ୟା ଅଭିଯୋଗରେ ଜେଲ୍ ଯାଇଛନ୍ତି ଭାଇ ଚିତମନ ଦଳ, ବାପା ଦ୍ରୋଣ ଦୋଳ ଓ ମାଆ ପୁନେ ଦୋଳ । ସାନ ଭଉଣୀ ଅଷ୍ଟମୀ ପାଠ…