Latest Odisha News
Browsing Tag

Nuapada

ଚାଲିଲାନି ଗୋଡ଼, ବିଛଣାରେ ପଡ଼ିରହିଛନ୍ତି ୩ ଭଉଣୀ

ନୂଆପଡ଼ା : ବିଛଣାରେ ପରିବାରର ଖୁସି  । ଶଯ୍ୟାଶାୟୀ ତିନି ବଢ଼ିଲା ଝିଅ । ହ୍ବିଲ ଚେୟାର ହେଉଛି ତାଙ୍କ ସାହା ଭରସା । ବାପା ମା’ଙ୍କ ଆଶା ଥିଲା ଭବିଷ୍ୟତରେ ୩ ଝିଅ ସାହାରା ହୋଇ ସବୁ ଦୁଃଖ ଦୂର କରିଦେବେ  । ହେଲେ ଦଇବ ଦାଉ ସାଜିଲା  । ସୁସ୍ଥ ସବଳ ଥିବା ତିନି ବଢ଼ିଲା ଝିଅ ଯୌବନରେ…

୫ ମାସ ତଳେ ମନରେଗା ଯୋଜନାରେ ଟଙ୍କା ଉଠିଛି, ଏବେ ମେସିନ୍ ଖୋଳୁଛି ପୋଖରି !

ନୂଆପଡ଼ା: କାଗଜ କହୁଛି କାମ ହୋଇଛି ୫ ମାସ ତଳୁ । କିନ୍ତୁ ଏବେ ମେସିନ୍ ଲଗାଇ ଖୋଳା ଚାଲିଛି ପୋଖରି । ତରବରିଆ ଭାବେ ଦୋଷ ଘୋଡ଼ାଇବାକୁ ଚାଲିଛି ତାଳିପକା ଉଦ୍ୟମ । ଅନିୟମିତତାର ଏ ଅଭିଯୋଗ ଆସିଛି ନୂଆପଡ଼ାରୁ । ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ପକ୍ଷରୁ ହେଉଥିବା ଫାର୍ମ ଫଣ୍ଡ କାମ…

ନଭେମ୍ବର ୩୦ରୁ ନୂଆପଡ଼ାରେ ଖରିଫ ଧାନ ସଂଗ୍ରହ, ପ୍ରତି ମଣ୍ଡିରେ ଲାଗିବ CCTV

ନୂଆପଡ଼ା: ଖରିଫ ଧାନ କିଣା ନେଇ ନୂଆପଡ଼ାରେ ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକର ନିଷ୍ପତ୍ତି ଅନୁସାରେ ନୂଆପଡ଼ା ଜିଲ୍ଲାରେ ଆସନ୍ତା ୩୦ ତାରିଖରୁ ଖରିଫ୍ ଧାନ ସଂଗ୍ରହ କରାଯିହ । ଖରିଫ ଧାନ ସଂଗ୍ରହ ପାଇଁ ଚଳିତ ବର୍ଷ ଜିଲ୍ଲାରେ ୪୧ ହଜାର ୬୦୭ ଚାଷୀ ପଞ୍ଜୀକୃତ…

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ କମିଟି ଗଠନରେ ଅନିୟମିତତା ଅଭିଯୋଗ

ନୂଆପଡା : ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ବିଭାଗ ତରଫରୁ ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନାରେ କମିଟି ଗଠନରେ ବ୍ୟାପକ ଅନିୟମିତତା ଅଭିଯୋଗ । ନିଜର ସ୍ୱାର୍ଥ ସାଧନ ପାଇଁ ସରକାରୀ ଅଧିକାରୀ କମିଟି ଗଠନ କରିଥିବା ଅଭିଯୋଗ କରିଛନ୍ତି ଚଚରାଭଟା ଗ୍ରାମବାସୀ । ଖଡ଼ିଆଳ ବ୍ଲକ ଖାସବାହାଲ…

୨୨ଟି ଚୋରି ବାଇକ୍ ଉଦ୍ଧାର, ୨ ଜଣଙ୍କୁ କୋର୍ଟ ଚାଲାଣ

ନୂଆପଡ଼ା: ନୂଆପଡା ଜିଲ୍ଲା ଖଡ଼ିଆଳ ପୋଲିସ ଏକ ବାଇକ୍ ଚୋରି ରାକେଟର ପର୍ଦ୍ଦାଫାସ୍ କରିଛି । ବିଭିନ୍ନ ସ୍ଥାନରୁ ବାଇକ୍ ଚୋରି କରୁଥିବା ୨ ଚୋରଙ୍କ ସହ ସହାୟତା କରୁଥିବା ୪ ସହଯୋଗୀଙ୍କୁ ଖଡ଼ିଆଳ ଥାନା ପୋଲିସ ଧରିଛି । ୨ ମୁଖ୍ୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଅନ୍ୟ ୪…

ପ୍ରେମିକାକୁ ମାରି ଧାନ ବିଲରେ ପୋତିଥିଲା ପ୍ରେମିକ

ନୂଆପଡ଼ା: ହସୁଥିଲା ଧାନ କ୍ଷେତ । କେହି ଜାଣି ନ ଥିଲେ ଏ ସବୁଜ ଧାନ କ୍ଷେତ ତଳେ ଲୁଚି ରହିଥିଲା ସାଂଘାତିକ ପାପ । ମାଟି ଖୋଳିବାରୁ ବାହାରିଲା ୧୦ ମାସ ତଳେ ନିଖୋଜ ହୋଇଥିବା ଝିଅ । ଝିଅ ତ ନ ଥିଲା, ଥିଲା ଝିଅର କଙ୍କାଳ । ତା’ପରେ ସାମ୍ନାକୁ ଆସିଥିଲା ଚାଞ୍ଚଲ୍ୟକର ତଥ୍ୟ । ସାମ୍ନାକୁ…

ଜଣେ ଶିକ୍ଷକଙ୍କ ପାଇଁ ବିଦ୍ୟାଳୟରେ ତାଲା ପକାଇଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ନୂଆପଡ଼ା: ଶିକ୍ଷକଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ । ଏକାଠି ହେଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଡ଼ମଝର ଗାଁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଙ୍କୁ ନେଇ ବିବାଦ ଦେଖା ଦେଇଛି । ଯାହାକୁ ନେଇ ଅଭିଭାବକଙ୍କ ସହ ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।…

ନୂଆପଡା ଖଡିଆଳରେ ଶିକ୍ଷାର ଅବ୍ୟବସ୍ଥା, କବଜାରେ ଅଙ୍ଗନଓ୍ୱାଡି କେନ୍ଦ୍ର

ଶିଶୁଙ୍କ ବିକାଶରେ ମୂଳଦୁଆ ପକାଇଥାଏ ଅଙ୍ଗନଓ୍ୱାଡି କେନ୍ଦ୍ର । କୋମଳ ଶିଶୁଙ୍କ ସ୍ୱାସ୍ଥ୍ୟ ଓ ଶିକ୍ଷାର ମାନ ବୃଦ୍ଧି ଦିଗରେ ସରକାର ଯେତେ ତତ୍ପର ହେଲେ ମଧ୍ୟ ତାହାର ସୁଫଳ ମିଳୁପାରୁନାହିଁ । ନୂଆପଡା ଜିଲ୍ଲା ଖଡ଼ିଆଳରେ ଏପରି କେତେକ ଅଙ୍ଗନଓ୍ୱାଡି କେନ୍ଦ୍ରରେ ଅବ୍ୟବସ୍ଥା ସରକାରଙ୍କ ଦୃଷ୍ଟି…

ଖରିଆରରୋଡ଼ ଥାନା ଘେରାଉ କଲେ ମୋଙ୍ଗରାପାଳିବାସୀ

ନୂଆପଡା : ଅଭିଯୁକ୍ତ ମାନଙ୍କ ପ୍ରତି ପୋଲିସ ଦେଖାଉଛି ଅନୁକମ୍ପା। ପ୍ରତିବାଦରେ ଖରିଆର ରୋଡ଼ ଏନଏସି ଅଧ୍ୟକ୍ଷାଙ୍କ ସହ ମୋଙ୍ଗରାପାଳିବାସୀ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।  ଖରିଆର ରୋଡ଼ରେ ଦିନକୁ ଦିନ ଜୁଆ, ସଟା, ଚୋରି ଡକାୟତ ସହ ମଦ ଗଞ୍ଜେଇର କାରବାର ବଢିବାରେ ଲାଗିଛି ।…

ପିଡିଏସ ଦୁର୍ନୀତି ଅଭିଯୋଗ ନେଇ ବିଡିଓଙ୍କ ଦ୍ବାରସ୍ଥ ହେଲେ ହିତାଧିକାରୀ

ନୂଆପଡା : ହିତାଧିକାରୀଙ୍କୁ ମିଳୁନି ପିଡ଼ିଏସ ସାମଗ୍ରୀ । କାର୍ଡ଼ ବନ୍ଦ ହୋଇଥିବା କହି ଫେରାଇ ଦେଉଛନ୍ତି । ଏଭଳି ଦୃଶ୍ୟ ନୂଆପଡ଼ା ଜିଲ୍ଲା ତୁକୁଲା ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି । ହିତାଧିକାରୀ ପଞ୍ଚାୟତକୁ ସାମଗ୍ରୀ ଆଣିବାକୁ ଗଲେ ତୁମର କାର୍ଡ ବନ୍ଦ ହୋଇଯାଇଛି କହି ଫେରାଇ…